<< endnote endoblast >>

endnotes Meaning in Odia (Oriya). ( endnotes ଶବ୍ଦର ଓଡିଆ ଅର୍ଥ)



ଶେଷ,

Noun:

ଶେଷ ଟିପ୍ପଣୀ |,

endnotes తెలుగు అర్థానికి ఉదాహరణ:

ଯୁଦ୍ଧର ଶେଷ ଦିନ ରାତିରେ ଅଶ୍ୱତଥାମା, କୃପାଚାର୍ଯ୍ୟ ଏବଂ କୃତବର୍ମା ପାଣ୍ଡବ ଶିବିର ଉପରେ ଆକ୍ରମଣ କରିଥିବାବେଳେ ଶିଖଣ୍ଡୀଙ୍କୁ ଖଣ୍ଡା ଯୁଦ୍ଧରେ ହତ୍ୟା କରାଯାଇଥିଲା ।

ଭୀମବେଟ୍‍କାର କେତେକ ସ୍ଥାନରୁ ଆବିଷ୍କୃତ ପ୍ରତ୍ନତାତ୍ତ୍ୱିକ ଅବଶେଷ ଗୋଟିଏ ପ୍ରସ୍ତରରେ ନିର୍ମିତ ଓ ମଧ୍ୟ ପ୍ରଦେଶର ରାଇସେନରୁ ଏଥିପାଇଁ କଞ୍ଚାମାଲ୍ ଆମଦାନୀ କରାଯାଇଥିବା ଅନୁମାନ କରାଯାଏ ।

| ଉଚ୍ଚତମ ନ୍ୟାୟାଳୟଙ୍କ ରାୟ |ଭାରତର ଉଚ୍ଚତମ ନ୍ୟାୟାଳୟରେ ଏହି ବିଶେଷ ମାମଲାର ଶୁଣାଣୀ ୨୦୧୯ ମସିହା ଅକ୍ଟୋବର ମାସ ୧୬ ତାରିଖରେ ସମାପ୍ତ ହେବା ପରେ ରାୟ ସୁରକ୍ଷିତ ରହିଲା ।

|ଉପକ୍ରମ ଓ ଅର୍ଥ |ଊନବିଂଶ ଶତାବ୍ଦୀର ଶେଷ ଭାଗରେ ବ୍ରିଟିଶ ଶାସନ ବିରୁଦ୍ଧରେ ହୋଇଥିବା ସିପାହୀ ବିଦ୍ରୋହ ପରିପ୍ରକ୍ଷୀରେ ଭାରତ ଉପମହାଦେଶକୁ ମାନବୀକରଣ କରାଯାଇଥିଲା ।

ବିଶେଷତଃ ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମ (polycystic ovary syndrome ଥିଲେ ଏହି ଔଷଧ ଦିଆଯାଏ ।

ପୁଣି ଭୀମରାଓ  କେସରକାର ଜାଭେଲିନରେ ରୋପ୍ୟ ପଦକ ପାଇ ଭରତକୁ ୩୭ ତମ ସ୍ଥାନ ପାଇବାରେ ସାହାଯ୍ୟ କରିଥିଲେ .|ସେଓଲଠାରେ ହେଇଥିବା ପର ଅଲିମ୍ପିକରେ ୧୯୮୮ ମସିହାରେ ମଧ୍ୟ ଭାଗ ନେଇ ଭାରତ ବିଶେଷ ସାଗଫଳତା ପାଇ ନ ଥିଲା ।

| ଆଧାର ସାର୍ (ଇଂରାଜୀ ଭାଷାରେ Sir) ଏକ ସମ୍ମାନ ସୂଚକ ସମ୍ବୋଧନ ଯାହା ସ୍ଥଳ ବିଶେଷରେ ବ୍ୟବ‌ହାର କରାଯାଇଥାଏ ।

|ବନବାସୀ ପଟ୍ଟନାୟକ ତାଙ୍କର ଶେଷ ଋଣଜୀ ଟ୍ରଫି ମ୍ୟାଚ ୧୯୬୪-୬୫ ସିଜନରେ ଜାମସେଦପୁରରେ ବିହାର ବିପକ୍ଷରେ ଖେଳିଥିଲେ ଓ ଦୁଇଟି ଯାକ ଇନିଂସରେ ୧୩ ରନ ଲେଖାଏଁ ସ୍କୋର କରିଥିଲେ ।

| ବିଶେଷତା, ସୁନ୍ଦରତା ଓ ଆକର୍ଷଣ ||||ତାଜର ଚାରିପାଖରେ ଲୋହିତ ଶିଳା ନିର୍ମିତ ଏକ ବିଶାଳ ପ୍ରାଚୀର ରହିଛି।

୧୫ ଡିସେମ୍ବର-ଫେବୃଆରୀ ଶେଷ ପର୍ଯ୍ୟନ୍ତ ଏହା ଆଲେକ୍ସଜେଣ୍ଡର ଷ୍ଟିଫେନ ଓ ସନ୍‌ସ, ଗୋଭାନ ଜାହାଜ କାରଖାନାରେ ମରାମତି ହେଉଥିଲା ଓ ଏହା ପରେ ପୁଣିଥରେ ଫ୍ଲୋଟିଲାକୁ ଫେରିଲା ।

୧୯୮୦ ଦଶନ୍ଧିର ଶେଷ ଆଡକୁ ଓଡ଼ିଆ ଐତିହାସିକ ଡଃ ନବୀନ କୁମାର ସାହୁଙ୍କ ନେତୃତ୍ୱରେ ପ୍ରତ୍ନତତ୍ତ୍ୱ ଖନନ ହୋଇଥିଲା ।

| ବିଶେଷତ୍ୱ |ସାଧାରଣତଃ ବୈଦିକ ଜ୍ୟୋତିଷ ମତେ ହିନ୍ଦୁ ପରିବାରରେ ନବଜାତ ଶିଶୁର ଜନ୍ମ ବେଳେ ନିର୍ଦ୍ଦିଷ୍ଟ ନକ୍ଷତ୍ରରେ ଚନ୍ଦ୍ରର ଅବସ୍ଥାନକୁ ନେଇ ନବଜାତକର ନାମକରଣ କରାଯିବାର ପ୍ରଥା ପ୍ରଚଳିତ ।

endnotes's Usage Examples:

the main text, but may cause inconvenience to readers who have to move back and forth between the main text and the endnotes.


Content notes may be given as footnotes or endnotes or even a combination of both footnotes and endnotes.


Mellel has a distinctive way of handling footnotes and endnotes, allowing creation of numerous "streams" of notes in a single document.


Unlike footnotes, endnotes have the advantage.


of the main text, but may cause inconvenience to readers who have to move back and forth between the main text and the endnotes.


the page while endnotes are collected under a separate heading at the end of a chapter, volume, or entire work.


Rabener cavalierly claimed that since footnotes and endnotes seemed to have become the key.


research," "handsomely presented, top-shelf physical product, with no stinting on any of the extras: wonderful photos aplenty, richly detailed endnotes.


way endnotes were organized, describing them as "so impenetrable as to disaffect the enquiring reader".



endnotes's Meaning in Other Sites