empire Meaning in Odia (Oriya). ( empire ଶବ୍ଦର ଓଡିଆ ଅର୍ଥ)
ସାମ୍ରାଜ୍ୟ,
Noun:
ସାମ୍ରାଜ୍ୟ |,
People Also Search:
empire state of the southempires
empiric
empirical
empirical formula
empirically
empiricism
empiricisms
empiricist
empiricists
empirics
emplace
emplaced
emplacement
emplacements
empire తెలుగు అర్థానికి ఉదాహరణ:
ନିଜ ରାଜୁତି କାଳରେ ସେ ନିଜର ସାମ୍ରାଜ୍ୟ ଦକ୍ଷିଣ ଆଡ଼କୁ ବିସ୍ତାର କରିଥିଲେ ।
ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ଏହା ମୌର୍ଯ୍ୟ ସାମ୍ରାଜ୍ୟର ଅଂଶ ଥିଲା ଯେତେବେଳେ ଏହାର ଶାସକ ସମ୍ରାଟ ଅଶୋକ ଥିଲେ।
ସାମ୍ରାଜ୍ୟର ଏକତ୍ରୀକରଣ ଓ ଆନ୍ତଃ-ବିପ୍ଳବକୁ ଆଖିରେ ରଖି ସେ କିଛି ଛୋଟ ପ୍ରାଚୀରକୁ ଭାଙ୍ଗିଦେଲେ ।
| ପରିବାର ଏବଂ ଉତ୍ତରାଧିକାରୀ |ଚାଲୁକ୍ୟ ସାମ୍ରାଜ୍ୟର ଯୁବରାଜ ବୀରଭଦ୍ରଦେବଙ୍କୁ ରୁଦ୍ରମା ଦେବୀ ସମ୍ଭବତଃ ୧୨୪୦ରେ ବିବାହ କରିଥିଲେ ।
ଏହା ଫଳରେ ଗୁପ୍ତ ସାମ୍ରାଜ୍ୟ ଏକ ବିଶାଳ ସାମ୍ରାଜ୍ୟରେ ପରିଣତ ହୋଇଥିଲା ।
| ଇତିହାସ |ବାବିଲନିୟ ସାମ୍ରାଜ୍ୟ ଓ ୟୁରୋପର ଧନୀ ପରିବାରରେ ନିଜ ମା ଭିନ୍ନ ଅନ୍ୟଏକ ନାରୀଦ୍ୱାରା ଶିଶୁର ଲାଳନପାଳନର ପରମ୍ପରା ରହିଥିଲା ।
ଏଥି ମଧ୍ୟରୁ (ଅଷ୍ଟ୍ରିୟାଇ ସାମ୍ରାଜ୍ୟ) ତଥା ପ୍ରଶା ରାଜତନ୍ତ୍ର ନିଜର ଆର୍ଥିକ ତଥା ରାଜନୈତିକ ମହତ୍ତ୍ୱ ପାଇଁ ସମୃଦ୍ଧ ଥିଲା।
ମାନ୍ୟକ୍ଷେତର ରାଷ୍ଟ୍ରକୁଟ ଅଧିକାରର ଉଚ୍ଚତମ ଶିଖରରେ ତାଙ୍କ ସାମ୍ରାଜ୍ୟ ଉତ୍ତର ଆଡ଼କୁ ଗଙ୍ଗା ଓ ଯମୁନା ନଦୀରୁ ଦକ୍ଷିଣରେ କନ୍ୟାକୁମାରୀ ପର୍ଯ୍ୟନ୍ତ ଥିଲା ।
୧୪୭୬ ଖ୍ରୀ:ଅ:ରେ ପୁରୁଷୋତ୍ତମଦେବ ଜନସମର୍ଥନ ଓ ସମରିକ ଶକ୍ତି ବଳରେ ହମ୍ବୀର ଦେବଙ୍କୁ ପରାସ୍ତ କରି ପୁନର୍ବାର ସିଂହାସନ ହାସଲ କଲେ ଓ ଗଜପତି ସାମ୍ରାଜ୍ୟ ଉପରେ କର୍ତ୍ତୃତ୍ୱ ସାବ୍ୟସ୍ତ କଲେ ।
|ଚିନ୍ ରାଜ୍ୟର ରାଜା ଝେଂଗ୍ ନିଜ ଶତ୍ରୁମାନଙ୍କୁ ଦମନ କରି ଚୀନର ଏକତ୍ରିକରଣ କରିଥିଲେ ଓ ଖ୍ରୀ.ପୂ. ୨୨୧ରେ ଚୀନର ପ୍ରଥମ ସମ୍ରାଟ ଭାବେ ଚିନ୍ ସାମ୍ରାଜ୍ୟ (ଚିନ୍ ଶି ହୁଆଂଗ୍)ର ସ୍ଥାପନା କରିଥିଲେ ।
ମେଇଜୀ ପୁନରୁଦ୍ଧାରଣ ସମୟରେ ସାମ୍ରାଜ୍ୟ ସଭାର ସମର୍ଥକଙ୍କ ସହାୟତାରେ ଶୋଗୁନେତକୁ ତଡ଼ି ଦିଆଗଲା ।
ବ୍ରିଟିଶ ଅଧିକାରୀ ଦୁତୀୟ ଏଙ୍ଗ୍ଲୋ-ଶୀଖ ଯୁଦ୍ଧ ପରେ ଇମାରତକୁ ନଷ୍ଟ କରିବାକୁ ଚାହିତିଲେ ଓ ପୁନଶ୍ଚ ଶୀଖ ସାମ୍ରାଜ୍ୟକୁ କ୍ୱଜ଼ରେ କରି ନେଇଥିଲେ।
empire's Usage Examples:
merger in 1980, Heugel itself became part of Éditions Alphonse Leduc publishing empire.
The Parthians300 BCE to 224 CE, The Parthian empire conquers much of present-day Iran and contests Mesopotamia and Khuzestan with the Seleucids and then the Roman Empire.
the porch, it could indicate that the design was influenced by similar temples in Syria or even Turkey, home to the ancient Hittite empire.
ambitions of the French and these in turn provoked the more stolid, unreflecting British to formulate their own logic of empire.
From the late Roman empire on, a disperse network of parishes and private churches emerged.
They were recruited from among the ranks of the non-Muslim subject nations of the empire, such as Jews, Romani, Greeks.
After opening a fish and chip shop, Ian becomes so obsessed with building his business empire that he neglects Cindy, who decides to leave him for his half-brother, David Wicks (Michael French).
The Eastern Roman (Byzantine) Empire, neglected to revive overland trade routes but was dependent on keeping the sea lanes open to keep the empire together.
The invisible empire in.
wealthiest trading mart in the empire, and the incumbent of the post luxuriated in the abundant supply of the richest milk during the whole time that.
However, the Swiss still considered themselves as members of the empire with the status of imperial immediacy; the empire was still considered the foundation of all privileges, rights, or political identity as can be witnessed in the continued use of the imperial insignia.
divided into "kingdoms, empires, city-states, federations, theocracies, tyrannies, conglomerates, unions, principates and various degenerate savage .
The latter gradually came to identify with the interests of the delta rather than with the Chinese empire.
Synonyms:
demesne, domain, imperium, land,
Antonyms:
leave, embark, uncombined, decrease,