emphysema Meaning in Odia (Oriya). ( emphysema ଶବ୍ଦର ଓଡିଆ ଅର୍ଥ)
ଏମ୍ଫିସେମା,
Noun:
ଏମ୍ଫିସେମା |,
People Also Search:
emphysemasemphysematous
emphysemic
empiecement
empierce
empight
empire
empire state of the south
empires
empiric
empirical
empirical formula
empirically
empiricism
empiricisms
emphysema తెలుగు అర్థానికి ఉదాహరణ:
ପୂର୍ବରୁ ଏହି ରୋଗକୁ କ୍ରନିକ ବ୍ରୋଙ୍କାଇଟିସ ଓ ଏମ୍ଫିସେମା ରୋଗ ଏହି ଦୁଇ ଭାଗରେ ବିଭକ୍ତ କରାଯାଉଥିଲା, କିନ୍ତୁ ଏମ୍ଫିସେମା ରୋଗର ବର୍ଣ୍ଣନାରେ କେବଳ ଫୁସଫୁସର ପରିବର୍ତ୍ତନ ଦେଖାଯାଉଥିବା ଏକ ବର୍ଣ୍ଣନା ଥିଲା, ରୋଗ ବର୍ଣ୍ଣନା ନୁହେଁ ଓ କ୍ରନିକ ବ୍ରୋଙ୍କାଇଟିସ ଏକ ଲକ୍ଷଣ ଥିଲା ଯାହା ସି.ଓ.ପି.ଡି.ରେ ରହିପାରେ ବା ନ ରହିପାରେ ।
କ୍ରନିକ ବ୍ରୋଙ୍କାଇଟିସ ଶବ୍ଦଟି ୧୯୫୯ ମସିହାରେ ନୋଭାର୍ଟିସ ଶିବା ଗେଷ୍ଟ ସିମ୍ପୋସିଅମରେ ଓ ୧୯୬୨ ମସିହାରେ ଆମେରିକା ଥୋରାଶିକ ସୋସାଇଟି କମିଟି ମିଟିଂ ଆଟ ଡାଏଗନୋଷ୍ଟିକ ଷ୍ଟାଣ୍ଡାର୍ଡରେ ଏମ୍ଫିସେମା ଶବ୍ଦ ସ୍ୱୀକୃତ ହେଲା ।
ଦୀର୍ଘ ଦିନ ଧରି ଏହି ଉଦ୍ଦୀପକ ବସ୍ତୁ ପ୍ରଶ୍ୱାସରେ ଫୁସଫୁସ ଅଭ୍ୟନ୍ତରକୁ ଗଲେ ସେଠାରେ ପ୍ରଦାହ ସୃଷ୍ଟି ହୋଇ ଛୋଟ ଛୋଟ ବାୟୁ ନଳୀ ଆହୁରି ସରୁ ହୋଇଯାଏ ଓ ଫୁସଫୁସ ତନ୍ତୁ ନଷ୍ଟ ହୋଇଯାଏ ଯାହାକୁ ଏମ୍ଫିସେମା କୁହାଯାଏ ।
". ସନ ୧୭୨୧ ମସିହାରେ ରୁୟୁସ (Ruyush) ପ୍ରଥମେ ଏମ୍ଫିସେମା ଚିତ୍ର ଆଙ୍କିଥିଲେ ।
ପୃଥିବୀର ଆଲଫା-୧ ଆଣ୍ଟିଟ୍ରିପଶିନ ଅଭାବଥିବା ସ୍ଥାନମାନଙ୍କରେ, ୪୫ ବର୍ଷ ବୟସ୍କରୁ କମ ଲୋକଙ୍କର ଫୁସଫୁସର ନିମ୍ନ ଅଂଶରେ ଏମ୍ଫିସେମା ରୋଗ ଥିଲେ ଟେଷ୍ଟ ନିମନ୍ତେ ବିଚାର କରାଯାଏ ।
ଫୁସଫୁସର ତନ୍ତୁ ନଷ୍ଟ ହେବା ଯୋଗୁ ଏମ୍ଫିସେମା ହୋଇ ବାୟୁ ପ୍ରବାହ କମେ ଓ ଶେଷରେ ଶ୍ୱାସକ୍ରିୟାର ଗ୍ୟାସ ଅବଶୋଷଣ ଓ ତ୍ୟାଗ ହୋଇପାରେ ନାହିଁ ।
. ରେନେ ଲେନେକ, ଯିଏ ପ୍ରଥମେ ଷ୍ଟେଥୋସ୍କୋପ ଉଦ୍ଭାବନ କରିଥିଲେ, ସେ ଏମ୍ଫିସେମା ନାମ ଏକ ବହିରେ (A Treatise on the Diseases of the Chest and of Mediate Auscultation (1837)) ବ୍ୟବହାର କରି ଲେଖିଥିଲେ ଅଟୋପ୍ସିରେ ଛାତି ଖୋଲି ଦେଖିଲେ ଫୁସଫୁସରେ ବାୟୁ ଥିଲେ ଯେପରି ସଙ୍କୁଚିତ ହେବା କଥା ସେଭଳି ନ ହୋଇ ତାହା ମଧ୍ୟରେ ମ୍ୟୁକସ ଥିବାରୁ ଆକାର ଯଥାପୂର୍ବ ରହିଲା ।
ଏହି ଅବସ୍ଥାକୁ ବୁଲସ ଏମ୍ଫିସେମା କହନ୍ତି ।
|ସନ ୧୬୭୯ରେ ଟି. ବନେଟଙ୍କ ଲିଖିତ ଭଲ୍ୟୁମିନସ ଲଙ୍ଗସ ("voluminous lungs") ଓ ୧୭୬୯ ମସିହାରେ ଜିୟଭାନ୍ନୀ ମୋରଗାଗ୍ନିଙ୍କ ଲିଖିତ ଟର୍ଜିଡ ପର୍ଟିକୁଲାରଲି ଫ୍ରମ ଏୟାର ("turgid particularly from air"): ଏହି ଦୁଇ ଶବ୍ଦ ସମ୍ଭବତଃ ଏମ୍ଫିସେମା ହୋଇପାରେ ।
ଏମ୍ଫିସେମା ରୋଗରେ ନଷ୍ଟ ହୋଇଯାଇଥିବା ଫୁସଫୁସ ଅଂଶକୁ ବାହାର କରିଦେଲେ ବାକି ଭଲ ଅଂଶଟି ପ୍ରସାରିତ ହୋଇ ଭଲ କାମ କରେ ।
ଧୁମ୍ରପାନ ଯୋଗୁ ହୃଦଘାତ, ଷ୍ଟ୍ରୋକ, କ୍ରନିକ ଅବ୍ସ୍ଟ୍ରକ୍ଟିଭ୍ ପଲ୍ମୋନାରି ଡିଜିଜ (ପୂର୍ବେ ଏମ୍ଫିସେମା ଓ କ୍ରନିକ ବ୍ରୋଙ୍କାଇଟିସ୍ କୁହାଯାଉଥିଲା), ସ୍ୱର ପେଟିକା, ପାଟି ଓ ଅଗ୍ନାଶୟରେ କର୍କଟ ରୋଗ ହୁଏ ।
. |ଇତିହାସ|ଏମ୍ଫିସେମା ଶବ୍ଦଟି ଗ୍ରୀକ ἐμφυσᾶν emphysan ଅର୍ଥ "ପ୍ରସାରିତ କରିବା" -itself composed of ἐν en, meaning "ଭିତର", and φυσᾶν physan, meaning "ଶ୍ୱାସ, ବିସ୍ଫୋରଣ". କ୍ରନିକ ବ୍ରୋଙ୍କାଇଟିସ ଶବ୍ଦଟି ୧୮୦୮ ମସିହାରୁ ବ୍ୟବହୃତ ହେଉଛି ।
emphysema's Usage Examples:
"Expression of plasma phospholipid transfer protein mRNA in normal and emphysematous lungs and regulation by hypoxia".
(born 1907) July 26 – Kenneth Tynan, English-born theater critic (pulmonary emphysema, born 1927) August 8 – David Mercer, English dramatist (born 1928).
perfringens show evidence of tissue necrosis, bacteremia, emphysematous cholecystitis, and gas gangrene, also known as clostridial myonecrosis.
In the lungs, emphysema involves enlargement of the.
Subcutaneous emphysema (crepitation) is an important diagnostic finding but is not very sensitive, being.
word "emphysema" without further specification usually refers to pulmonary emphysema.
Combined pulmonary fibrosis and emphysema (CPFE), describes a medical syndrome involving both pulmonary fibrosis and emphysema.
The term COPD includes the conditions emphysema and chronic bronchitis although most patients with COPD have characteristics of both conditions.
"A case of unilateral pulmonary emphysema".
helps to exclude mimics like lung cysts, emphysema, bullae, and cystic bronchiectasis.
On October 16, 1981, Stanley Clements died at age 55 from emphysema in Pasadena, California, 11 days after the passing of his first wife Gloria Grahame.
infants may develop chronic lobar emphysema, which may require surgical lobectomies.
Individuals with A1AD may develop chronic obstructive pulmonary disease (emphysema) during their thirties or forties even without a history of smoking, though.
Synonyms:
respiratory illness, chronic obstructive pulmonary disease, pulmonary emphysema, respiratory disease, respiratory disorder,