<< eligibly elijah muhammad >>

elijah Meaning in Odia (Oriya). ( elijah ଶବ୍ଦର ଓଡିଆ ଅର୍ଥ)



ଏଲିଜା,

Noun:

ଏଲିୟସ୍,

elijah తెలుగు అర్థానికి ఉదాహరణ:

ଓମ ଦମ୍ପତ୍ତିଙ୍କର ସାତଜଣ ସନ୍ତାନଙ୍କ ମଧ୍ୟରୁ କେବଳ ତିନିଜଣ ଜୀବିତ ରହିଥିଲେ: ଜର୍ଜ ସାଇମନ, ତାଙ୍କର ସାନ ଭାଇ ମାର୍ଟିନ, ଯେ ଜଣେ ବହୁ ପ୍ରସିଦ୍ଧ ଗାଣିତିକ ହୋଇଥିଲେ ଓ ତାଙ୍କ ଭଉଣୀ ଏଲିଜାବେଥ ବାର୍ବରା ।

ଏହି ଯୁଦ୍ଧ ସମୟରେ କିଛି ସମୟ ପାଇଁ ପୁର୍ବ ପ୍ରୁସିଆ ,ଏଭଳିକି ବର୍ଲିନ୍ ,ରଷିଆ ସହ ମିଶି ଯାଇଥିଲା l ଏଲିଜାବେଥ୍ଙ୍କ ମୃତ୍ୟୁ ପରେ ଏହି ସବୁ ବିଜିତ ରାଜ୍ୟ ଗୁଡିକୁ, ପ୍ରୁସିଆ ସପକ୍ଷ ବାଦୀ ରୁଷିୟ ସମ୍ରାଟ୍ ତୃତୀୟ ପିଟର, ପ୍ରୁସିଆ ରାଜ୍ୟକୁ ଫେରାଇ ଦେଇଥିଲେ ।

ତାଙ୍କର ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ଅକ୍ଟୋବର ୧୫ ତାରିଖ ଦିନ ଏୟାର ଆମ୍ବୁଲାନ୍ସରେ ପାକିସ୍ତାନରୁ ବର୍ମିହାମସ୍ଥିତ କ୍ୱିନ ଏଲିଜାବେଥ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା ।

ବିଲାତି ମିସସନାରୀମାନଙ୍କ ପତ୍ନୀ ମାନେ (ମାର୍ଥା ମଉଲ୍ଟ, ଏଲିଜା କାଳଦବେଳ, ଆଦି) ଭାରତରେ ମହିଳାମାନଙ୍କ ଶିକ୍ଷା ପାଇଁ ଉଦ୍ୟମ କରିଥିଲେ ।

|ଏହାର ପୁନର୍ବିନ୍ୟାସ ହେଲା ପରେ ଏଠାରେ ମହାରାଣୀ ଏଲିଜାବେଥ , ନେପାଲର ରାଜା , ଇରାନର ଶାହ ଓ ଜାକେଳିନ କେନେଡିଙ୍କ ପରି ବିଶିଷ୍ଟ ଅତିଥି ମାନେ ରହିଥିଲେ ।

ପିତା ଜର୍ଜ କାର୍ ଶ ଏବଂ ମାତା ଲୁସିଣ୍ଡା ଏଲିଜାବେଥ ଗର୍ଲି ଶଙ୍କ ତିନି ପିଲାଙ୍କ ମଧ୍ୟରେ ସର୍ବ କନିଷ୍ଠ ତଥା ଏକମାତ୍ର ପୁତ୍ର ସନ୍ତାନ ଥିଲେ ସେ ।

ସେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସବୁଠାରୁ ସାନ ନାତି ଅଟନ୍ତି ।

|୨୦୧୩ରେ ଦକ୍ଷିଣ ଆଫ୍ରିକାର ପୋର୍ଟ୍ ଏଲିଜାବେଥରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଚେସ୍ ପ୍ରତିଯୋଗିତାରେ ୨୦ ବର୍ଷରୁ କମ୍ ବିଭାଗରେ ରୌପ୍ୟ ପଦକ ଜିତିଥିଲେ ।

ପ୍ରଥମ କାର୍ଯ୍ୟ ନିର୍ବାହୀ ଗଭର୍ଣ୍ଣର ଜେନେରାଲ ହେବା ପରେ ତାଙ୍କୁ ‘’’ଡେମ କମାଣ୍ଡର ଅଫ ଡ଼ି ମୋଷ୍ଟ ଟାଲେଣ୍ଟେଡ଼ a ଅର୍ଡର ଅଫ ଦି ବ୍ରିଟିଶ ଏମ୍ପାୟାର’’’ (Excellent Order of the British Empire) ସମ୍ମାନରେ ସମ୍ମାନିତ କରିଥିଲେ ରାଣୀ ଏଲିଜାବେଥ ୨ (Queen Elizabeth II) ।

୧୯୭୭ ମସିହାରେ ସଭାନେତ୍ରୀ ଭାବରେ ପୁନଃନିର୍ବାଚିତ ହୋଇ ସେ ରାଣୀ ଏଲିଜାବେଥ ୨ଙ୍କୁ ସ୍ୱାଗତ କରିଥିଲେ ।

| ଇତିହାସ |1570 ମସିହାରେ ଇଂଲଣ୍ଡର ମହାରାଣୀ ଏଲିଜାବେଥ I ବେହନାମ ଭାଲେନ୍ସ ମହଲକୁ ତାଙ୍କର ଇଟାଲିୟାନ ଶିକ୍ଷକ ଗିଓଭାନୀ ବାତିସ୍ତା କଷଟିଗଲିୟନଙ୍କୁ ପ୍ରଦାନ କରିଥିଲେ ।

ଏଥିରେ ପରଦା ଆଢୁଆଳରେ ରହି କ୍ୟାପଟେନ ରାସେଲ ଭଉଣୀ ଏଲିଜାବେଥ ଭୁବନର ଦଳକୁ ଉତ୍ସାହିତ କରିଛନ୍ତି ।

elijah's Usage Examples:

The current sport uniform consists of: A blue soft shell jacket A white polo shirt with the sword of elijah stamped on the front, left-hand.


It is not about exalting themselves but about lifting others up team elijah G Kiragu INEVITABLE.


opiskelijahaalari, Canadian Flightsuit or Coveralls or redsuits) are boilersuits widely used for specific events at universities and polytechnics in Sweden.


Student boilersuit (Swedish studentoverall or studenthalare, Finnish opiskelijahaalari, Canadian Flightsuit or Coveralls or redsuits) are boilersuits widely.



elijah's Meaning in Other Sites