eleventhly Meaning in Odia (Oriya). ( eleventhly ଶବ୍ଦର ଓଡିଆ ଅର୍ଥ)
ଏକାଦଶ,
Noun:
ଏକାଦଶ,
People Also Search:
eleventhself
elf fire
elf struck
elfin
elfish
elflike
elflock
elfs
elgar
elgreco
elia
elias
elicit
elicitation
eleventhly తెలుగు అర్థానికి ఉదాహరణ:
କେତେଗୁଡିଏ ଏକାଦଶୀରେ ଏକଭୁକ୍ତ ବା ବେଳାଏ ଖାଇ ପାଳନ କରାଯାଏ ଅନ୍ୟ କେତେଗୁଡ଼ିକରେ ଅନ୍ନଜଳ ସମ୍ପୂର୍ଣ୍ଣ ତ୍ୟାଗକରାଯିବାର ବିଧି ରହିଛି ।
|ଏକାଦଶୀ ତିଥିରେ ହରଚଣ୍ଡୀ ସାହି ଆଖେଡ଼ା ପକ୍ଷରୁ ପର୍ଶୁରାମ ଲୀଳା ପ୍ରଦର୍ଶିତ ହୋଇଥାଏ ।
|ଏକାଦଶୀ ଦିନ ଉପବାସ ଓ ରାତିରେ ଉଜାଗର ରହିଥିବା ମନୁଷ୍ୟ ଅନାୟସରେ ବିଷ୍ଣୁଧାମକୁ ଯାଏ ।
ରୁକ୍ମିଣୀ ହରଣ ଏକାଦଶୀ ଦିନ ଏହି କଣ୍ଟା ତିଆରି ଆରମ୍ଭ କରିବା ବିଧି ରହିଛି ।
ଏହି ଏକାଦଶୀ ବ୍ରତ କଲେ ସମସ୍ତ କାର୍ଯ୍ୟ ସିଦ୍ଧ ହେବ ।
|ଝୁଲଣ ଯାତ୍ରା|ଶ୍ରାବଣ ଏକାଦଶୀଠାରୁ ଝୁଲଣ ଯାତ୍ରା ଆରମ୍ଭ ହୋଇଥାଏ ଏବଂ ଶ୍ରାବଣ ପୂର୍ଣ୍ଣିମାରେ ଏହି ମେଳ ଶେଷ ହୁଏ ।
ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି, ସେ ୧୯୬୩ ମସିହାରେ ଗୋଦାବରୀଶ ବିଦ୍ୟାପୀଠରୁ ଏକାଦଶ ଶ୍ରେଣୀ ପାସ କରିଥିଲେ ।
ଏକାଦଶ ଶ୍ରେଣୀରେ ଜେନେଟିକ୍ସର ଡବ୍ଲ ହେଲିକ୍ସ ବିଷୟ ପ୍ରଥମେ ପଢ଼ି ବହିରେ ଥିବା ଫର୍ମୁଲା ଗ୍ରହଣ କଲି ଓ ସେ ବିଷୟରେ ପ୍ରଶ୍ନ କରିବାକୁ ଭାବିଲି ।
ଏହା ଶୁଣି ମୁନି କହିଲେ ବୈଶାଖ ଶୁକ୍ଳ ମୋହିନୀ ଏକାଦଶୀ ବ୍ରତ କର, ତୁମର ସମସ୍ତ ପାପ ନଷ୍ଟ ହୋଇଯିବ ।
ମାଘଶୁକ୍ଳ ଏକାଦଶୀ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଆବିର୍ଭାବ ତିଥିରେ ଏଠାରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଥାଏ।
| ଆଧାର |୧୯୦୨ ଜନ୍ମ|୧୯୮୪ ମୃତ୍ୟୁ|ସମ୍ବଲପୁର ଜିଲ୍ଲାର ଲୋକ|ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ପାପମୋଚନୀ ଏକାଦଶୀ ଚୈତ୍ର ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିକୁ ବୁଝାଏ ।
ଭାଦ୍ରବ ମାସ ଶୁକ୍ଳ ଏକାଦଶୀ ଦିନ ‘କରମ ଦେବତା’ଙ୍କୁ ପୂଜା କରିବା ଅବସରରେ ସମବେତ ହୋଇ ଏହି ଝୁମର ପରିବେଷଣ କରାଯାଇଥାଏ ।