eighthes Meaning in Odia (Oriya). ( eighthes ଶବ୍ଦର ଓଡିଆ ଅର୍ଥ)
ଅଷ୍ଟମ,
Noun:
ଅଶୀ ଦଶକ,
People Also Search:
eighthseighties
eightieth
eightieths
eightpence
eightpences
eightpenny
eights
eightscore
eightsome
eightsomes
eightvo
eightvos
eighty
eighty eight
eighthes తెలుగు అర్థానికి ఉదాహరణ:
ମା’ ବଗଳାମୁଖୀ ବୈଶାଖ ଶୁକ୍ଳ ପକ୍ଷ ଅଷ୍ଟମ ତିଥି ଏବଂ ରବି ପୁଷ୍ୟ ଗ୍ରହ ଯୋଗରେ ଅବତାର ଧାରଣ କରିଥିଲେ ।
|ଐତିହାସିକ ଦୃଷ୍ଟିକୋଣରୁ ଇସଲାମ ସପ୍ତମ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆରବୀୟ ଉପଦ୍ବୀପ ସ୍ଥାପିତ ହୋଇଥିଲା ଏବଂ ଅଷ୍ଟମ ଶତାବ୍ଦୀ ବେଳକୁ ଉମୟଦ ଖିଲାଫତ ପଶ୍ଚିମରେ ଇବେରିଆଠାରୁ ପୂର୍ବରେ ସିନ୍ଧୁ ନଦୀ ପର୍ଯ୍ୟନ୍ତ ବ୍ଯାପି ସାରିଥିଲା ।
କୃଷ୍ଣପକ୍ଷର ଅଷ୍ଟମୀ ଦିନ ରାଜାଙ୍କ ନିକଟକୁ ଏକ ଶୋଭାଯାତ୍ରା ବାହାରୁଥିଲା ଓ ଶେଷରେ ପ୍ୟାଥାଥ୍ (ସଂସ୍କୃତରେ ପ୍ରାସାଦ) ଢାଞ୍ଚାରେ ନିର୍ମିତ ୮ଟି ବାଉଁଶ କୁଟୀରରେ ଅଗ୍ନି ସଂଯୋଗ କରାଯାଉଥିଲା ।
ଝାଡ଼ଖଣ୍ଡରେ ଭୂମିଜ ମାନେ ଜନଜାତି ମଧ୍ୟରେ ଅଷ୍ଟମ ସ୍ଥାନରେ ଥିଲେ ଓ ତାହା ୧୬୪,୦୨୨ରୁ ୧୯୨,୦୨୪ ମଧ୍ୟରେ ଥିଲା ।
ଏହା ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ ।
ଅଷ୍ଟମ-ନବମ ଶତାବ୍ଦୀର ଓଡ଼ିଆ ପାଳି ଭାଷାର ଅନୁରୂପ ଥିଲା ।
ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାମେଶ୍ୱର ପୀଠକୁ ଆସି ପୂଜା ଗ୍ରହଣ କରିବା ପାଇଁ ରାମଚନ୍ଦ୍ରଙ୍କ ଅନୁରୋଧ ରକ୍ଷା କରିବାକୁ ବଚନବଦ୍ଧ ହୋଇଥିବାରୁ, ପ୍ରଭୁ ଲିଙ୍ଗରାଜ ଏହିଦିନ ରଥଯାତ୍ରାରେ ରାମେଶ୍ୱର ମନ୍ଦିର ଆସି ପୁରୁଷୋତ୍ତମ ରାମଚନ୍ଦ୍ର ଓ ତାଙ୍କ ଭାଇମାନଙ୍କ ପୂଜା ଆତିଥ୍ୟ ଗ୍ରହଣ କରିଥାନ୍ତି ।
ପ୍ରଥମରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ଉତ୍ତର ଭାରତର ଗଙ୍ଗା ନଦୀ କୁଳରୁ ଅନେକ ବ୍ରାହ୍ମଣ କଳିଙ୍ଗ ରାଜାଙ୍କ ନିମନ୍ତ୍ରଣରେ କଳିଙ୍ଗ ପ୍ରଦେଶକୁ ଆସି ଯାଜପୁରର ବୈତରଣୀ ନଦୀ କୁଳରେ ବସବାସ କରିବା ଆରମ୍ଭ କଲେ।
ଅଷ୍ଟମୀଦିନ ମହାଷ୍ଟମୀ ପୂଜା ଓ ବଳିଦାନ କରାଯାଏ ।
ସାରଳା ଠାକୁରାଣୀଙ୍କ ମୂର୍ତ୍ତିକୁ ଦେଖି ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ଡଃ. କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଦେବୀ ଅଷ୍ଟମ ଶତାବ୍ଦୀର ବୋଲି ମତପ୍ରକାଶ କରିଥିଲେ।
ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ଘରୁ ବାହାରି ଯାଇଥିଲେ ଏବଂ ଗୁଜୁରାଣ ମେଣ୍ଟାଇବା ପାଇଁ ଭିନ୍ନ ଭିନ୍ନ କାମ କରିଥିଲେ ।
ସେ ଥିଲେ ପିତା ରମେଶ ଚନ୍ଦ୍ର ମହାପାତ୍ର ଓ ମାତା ସୌଦାମିନୀ ଦେବୀଙ୍କର ଅଷ୍ଟମ ସନ୍ତାନ ।