eggler Meaning in Odia (Oriya). ( eggler ଶବ୍ଦର ଓଡିଆ ଅର୍ଥ)
ଅଣ୍ଡା,
Noun:
ଏଜନର୍,
People Also Search:
eggnogeggnogs
eggplant
eggplant bush
eggplants
eggs
eggshell
eggshells
eggwhite
eggy
egham
egis
egises
eglandular
eglantine
eggler తెలుగు అర్థానికి ఉదాహరణ:
| କଚ୍ଛପ ଜନ୍ମସ୍ଥାନ |ଏହି ନଦୀ ମୁହାଣ ନିକଟରେ ଉପଯୁକ୍ତ ସ୍ଥାନ ପାଉଥିବାରୁ ପ୍ରତିବର୍ଷ ଅନେକ ସଂଖ୍ୟାରେ ଅଲିଭ ରିଡ଼ଲେ ପ୍ରଜାତିର କଚ୍ଛପ ସମୁଦ୍ରରୁ ଆସି ନଦୀ ଶଯ୍ୟାରେ ବାଲୁକାରେ ଅଣ୍ଡା ଦେଇଥାନ୍ତି ।
|ଅଣ୍ଡା , ଦୁଧ , ମାଛ , ମାଂସ ଇତ୍ୟାଦିରୁ କ୍ୟାଲସିୟମ ମିଳେ।
ଯଦିଓ ବିଲୁପ୍ତ ହୋଇଯାଇଥିବା Aepyornis ଓ ଡାଇନୋସରର ଅଣ୍ଡା ସବୁଠାରୁ ବଡ଼ଥିଲା ।
ଉଭୟ ମାଈ ଓ ଅଣ୍ଡିରା ୧୬-୧୭ ଦିନ ପର୍ଯ୍ୟନ୍ତ ଅଣ୍ଡା ଉଷୁମାଇଥାନ୍ତି ।
ମାଈ ଧୋବଚମ୍ପା ପକ୍ଷୀ ନିଜ ବସାରେ ତିନୋଟି ଅଣ୍ଡା ଦିଏ ।
ବୃବଦାକାର କୁଣ୍ଡାଖିଆ (ଲାର୍ଜ୍ ଗ୍ରେ ବାବ୍ଲର୍) ପକ୍ଷୀଙ୍କ ବସାରେ ମଧ୍ୟ କାଉଟିଆ ଛଞ୍ଚାଣମାନେ ଅଣ୍ଡା ଦେଇ ଚାଲିଯାଇଥାନ୍ତି ।
|ସଂକ୍ରମିତ ପଶୁଙ୍କ ନିକଟ ସଂସ୍ପର୍ଶରେ ଆସିଲେ ବା ପରଜୀବୀର ଅଣ୍ଡା ମିଶ୍ରିତ ଖାଦ୍ୟ ଓ ଜଳ ଗ୍ରହଣ କଲେ ଏହି ରୋଗ ବ୍ୟାପେ ।
|ଅଣ୍ଡାରେ ରହିଥିବା ଉପାଦାନ|ଅଣ୍ଡା ଏକ ସୁଷମ ଖାଦ୍ୟ ଓ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର ।
ଖୋଲା ପଡ଼ିଆ ବା ପଥୁରିଆ ସ୍ଥାନରେ ଏମାନେ ନିଜର ବସା ବାନ୍ଧନ୍ତି ଓ ସେଥିରେ ପ୍ରାୟ ଗୋଲକାକାର ୨ରୁ ୩ଟି ଅଣ୍ଡା ଦିଅନ୍ତି ।
ଏଥିରେ ସେ ୨-୫ଟି ଅଣ୍ଡା ଦେଇ ଗାତକୁ ଘୋଡ଼ାଇ ଦିଏ ଏବଂ ଗାତ ପାଖରେ ପ୍ରାୟ ୨୪ ଘଣ୍ଟା ପର୍ଯ୍ୟନ୍ତ ଜଗି ରହେ ।
ଅଧିକାଂଶ ସରୀସୃପ, ମାଛ, ସନ୍ଧିପଦ, ଉଭୟଚର, କୀଟ ପତଙ୍ଗ ଓ ପକ୍ଷୀମାନଙ୍କ ଅଣ୍ଡା ପ୍ରକୃତରେ ଏକ ଯୁଗ୍ମଜ ଅଟେ, ଯାହାକି ଡିମ୍ବାଣୁର ସମାୟନ (fertilization of Ovum) ଫଳରେ ସୃଷ୍ଟି ହେଇଥାଏ ; ଯାହାକି ପରେ ଶରୀର ଭିତରୁ ବାହାରି ଆସି ବଢିବାକୁ ଲାଗେ, ଯେଉଁ ପର୍ଯ୍ୟନ୍ତ ଯୁଗ୍ମଜଟି ନିଜେ ବଞ୍ଚିବା ପାଇଁ ସକ୍ଷମ ହୋଇନାହିଁ ।
ମାଂସ, ଅଣ୍ଡା ଓ କ୍ଷୀର ଭଳି ଖାଦ୍ୟ ମାଧ୍ୟମରେ ଏହି ରୋଗ ବ୍ୟାପେ ।