educational institution Meaning in Odia (Oriya). ( educational institution ଶବ୍ଦର ଓଡିଆ ଅର୍ଥ)
ଶିକ୍ଷାନୁଷ୍ଠାନ,
Noun:
ଶିକ୍ଷାନୁଷ୍ଠାନଗୁଡ଼ିକ,
People Also Search:
educationalisteducationalists
educationally
educationist
educationists
educations
educative
educator
educators
educatory
educe
educed
educement
educes
educible
educational institution తెలుగు అర్థానికి ఉదాహరణ:
ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ ।
ତାହା ପରେ ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡାଣ ଶିକ୍ଷାରେ ଯୋଗଦେଇଥିଲେ ।
ଅଧିକନ୍ତୁ ସାମାଜିକ ତଥା ଅର୍ଥନୈତିକ ପଛୁଆ ବର୍ଗ ଭାବରେ ସେମାନଙ୍କୁ ଶିକ୍ଷାନୁଷ୍ଠାନ ଏବଂ ଚାକିରିରେ ସଂରକ୍ଷଣ ପ୍ରଦାନ କରାଯିବା ଉଚିତ ।
ସେ ମଞ୍ଚ ଅଭିନୟ ଶିକ୍ଷାନୁଷ୍ଠାନ ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟରର ପ୍ରତିଷ୍ଠାତା ।
ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ନିଜର ଭାଷା ଓ ସଂସ୍କୃତି ବଜାୟ ରଖିପାରିବେ ।
ଏହି ଶିକ୍ଷାନୁଷ୍ଠାନଟି ୧୯୧୧ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର, ପଣ୍ଡିତ ଲିଙ୍ଗରାଜ ମିଶ୍ର, ଶ୍ରୀଯୁକ୍ତ ନନ୍ଦକିଶୋର ଦାସଙ୍କ ମିଳିତ ପ୍ରଚେଷ୍ଟାରେ ପ୍ରତିଷ୍ଠିତ ହୋଇଥିଲା।
ଏହି ଜିଲ୍ଲାର ବାଲେଶ୍ୱର ସହର ଉପକଣ୍ଠରେ ଏକ କଳା ମହାବିଦ୍ୟାଳୟ କଳାକ୍ଷେତ୍ର କଳା ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ।
|ଶିକ୍ଷାନୁଷ୍ଠାନ|ଏଠାକାର ଶିକ୍ଷାନୁଷ୍ଠାନଗୁଡ଼ିକ ହେଲା:|ବାସନ୍ତିଦେବୀ ବିଦ୍ୟାପୀଠ|ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ|ଆଧାର|ବାହାର ତଥ୍ୟ|ରାୟଗଡ଼ା ଜିଲ୍ଲାର ସରକାରୀ ପୃଷ୍ଠା|ରାୟଗଡ଼ା ଜିଲ୍ଲାର ଗାଆଁ ଓ ସହର ମେଂଗତେ ଚଂଗ୍ନେଇଜେଂଗ ମେରି କମ୍(ଏମ୍ ସି ମେରି କମ୍)(ଜନ୍ମ ୧ ମାର୍ଚ୍ଚ ୧୯୮୩) ଯାହାଙ୍କୁ ମେରି କମ୍ ନାମରେ ମଧ୍ୟ ଜଣାଯାଏ, ଜଣେ ଭାରତୀୟ ମହିଳା ମୁଷ୍ଟି ଯୋଦ୍ଧା ଅଟନ୍ତି ।
ଏତଦ ବ୍ୟତିତ, ଏହି ଅନୁଷ୍ଠାନଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଅଭିନୟ ଇତ୍ୟାଦି ନାଟ୍ୟର ବିଭିନ୍ନ ବିଭାଗରେ ଶିକ୍ଷାଦାନ କରାଯାଇଥାଏ ।
| ଶିକ୍ଷାନୁଷ୍ଠାନ |ଦୁର୍ଗୀ ଓ ଏହାର ଚାରିପାଖ ଅଞ୍ଚଳରେ ଶିକ୍ଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ, ଏହି ଗ୍ରାମର ଶିକ୍ଷନୁଷ୍ଠାନମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ।
ସେଠାରେ ଜଗସିଂହପୁରର ପୁରାତନ ଶିକ୍ଷାନୁଷ୍ଠାନ ଶ୍ରୀକୃଷ୍ଣ ଏକାଡେମୀ ଗଢ଼ି ଉଠିଛି ।
|ଶିକ୍ଷାନୁଷ୍ଠାନ|ଗ୍ରୀନ୍ଫିଲ୍ଡ ଇଂରାଜୀ ମାଧ୍ୟମ ବିଦ୍ଯାଳୟ|ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଝୁମ୍ପୁରା|ପଞ୍ଚାୟତ ସମିତି ବିଦ୍ଯାଳୟ|କେରଲା ଇଂରାଜୀ ମାଧ୍ୟମ ବିଦ୍ଯାଳୟ|ମିଶବାହ ଇଂରାଜୀ ମାଧ୍ୟମ ବିଦ୍ଯାଳୟ|ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର, ଝୁମ୍ପୁରା|ଝୁମ୍ପୁରା ମକ୍ତବ| ଆଧାର |କେନ୍ଦୁଝର ଜିଲ୍ଲାର ଗାଆଁ ଓ ସହର|ଓଡ଼ିଶା ଭୌଗଳିକ ମୁଣ୍ଡିଆ ପ୍ରସଙ୍ଗସମୂହ ଲାଠିକଟା, ଭାରତୀୟ ରାଜ୍ୟ ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାର ଏକ ଗ୍ରାମ ।
educational institution's Usage Examples:
Today, the Cypriot Turkish dialect is being exposed to increasing standard Turkish through immigration from Turkey, new mass media, and new educational institutions.
particularly with craft potters and educational institutions, although human-powered ones are still in use and are preferred by some studio potters.
Several educational institutions have also spring up in the area, such as JSS Public School (established in 2004), Oxford College.
The Law Center is part of Touro College and University System, a private, not-for-profit, coeducational institution based in New York City.
The South African College was an educational institution in Cape Town, South Africa, which developed into the University of Cape Town (UCT) and the South.
The lyceum is a category of educational institution defined within the education system of many countries, mainly in Europe.
This list also includes other accredited educational institutions providing [education], meaning tertiary, quaternary, and, in some cases, post-secondary education.
A college may be a degree-awarding tertiary educational institution.
Dental schoolVeterinary school – A veterinary school is a tertiary educational institution, or part of such an institution, which is involved in the education of future veterinary practitioners (veterinarians).
EducationVanadzor is home to many educational institutions serving the population of the city and the residents of Lori and Tavush provinces.
educational institution where girls could receive equestrian training and practive physical exercise, was built at the site where Dannebrosgade now meets.
Synonyms:
university, establishment, preschool, college, institution, school,
Antonyms:
finish, night school, day school,