<< educate educates >>

educated Meaning in Odia (Oriya). ( educated ଶବ୍ଦର ଓଡିଆ ଅର୍ଥ)



ଶିକ୍ଷିତ, ସ୍ୱୀକୃତି,

Adjective:

ଶିକ୍ଷିତ, ସ୍ୱୀକୃତି,

educated తెలుగు అర్థానికి ఉదాహరణ:

ମାତା ବରଦା ସୁନ୍ଦରୀ ମଧ୍ୟ ଜଣେ ଶିକ୍ଷିତା ମହିଳା ଥିଲେ।

ମାତା ଶିକ୍ଷିତ ହେଲେ ତାହାର ପ୍ରଭାବ ପଡ଼ିବ ।

୧୯୭୩  ମସିହାରେ  ଜଣେ ଓକିଲ ଭୂମିକାରେ ନିଜର ଚଳଚ୍ଚିତ୍ର ଅଭିନୟ ଜୀବନ ଆରମ୍ଭ କରିଥିବା କାଦର ମୁମ୍ବାଇ ୟୁସୁଫ କଲେଜରେ ଶିକ୍ଷିତ

ଏହି ଦମ୍ପତ୍ତି ତତ୍କାଳୀନ କୋରାପୁଟ ଜିଲ୍ଲାର ସଂଖଳାପଦର ଗ୍ରାମରେ ଏକ ଆଶ୍ରମ ସ୍ଥାପନ କରି ଏହି ଦମ୍ପତ୍ତି ଗ୍ରାମର ଦୁଃସ୍ଥ ତଥା ଅଶିକ୍ଷିତ ଆଦିବାସୀଙ୍କ ସେବା କରି ନିଜର ସମାଜ ସେବା ଆରମ୍ଭ କରିଥିଲେ ।

ଅମର୍ତ୍ତ୍ୟସମ୍ପତ୍ ଅନୁସରଣ କରୁଥିବା ବ୍ୟକ୍ତି ; ଅର୍ଥାତ୍ ଯେ ସୁପ୍ରଶିକ୍ଷିତ, ଦୂରଦୃଷ୍ଟିସମ୍ପନ୍ନ, ଉତ୍ତମ ସ୍ମରଣଶକ୍ତିର ଅଧିକାରୀ, ସାହସୀ, ସୁଭାଷୀ, ଉତ୍ସାହୀ, ନିଜ ବିଦ୍ୟାରେ ପାରଙ୍ଗମ, ଚରିତ୍ରବାନ୍, ସୁସ୍ଥ, ପରୋପକାରୀ, ଟାଳଟୁଳ ନୀତିର ବିରୋଧୀ, ସ୍ଥିରମନା, ଧର୍ମ ଅନୁସରଣକାରୀ, ଶତ୍ରୁତା ଓ ଘୃଣାଭାବରୁ ଦୂରେଇ ରହୁଥିବା ବ୍ୟକ୍ତି ; ଅମର୍ତ୍ତ୍ୟ ହେବାକୁ ଯୋଗ୍ୟ ବୋଲି ଅର୍ଥଶାସ୍ତ୍ର କୁହେ ।

ସେମାନେ ପ୍ରାୟତଃ ସମ୍ଭ୍ରାନ୍ତ ଶ୍ରେଣୀ ଏବଂ ସଫଳ ପାଶ୍ଚାତ୍ୟ ଶିକ୍ଷିତ ପ୍ରାଦେଶିକ ଅଭିଜିତ, ଆଇନ, ଶିକ୍ଷାଦାନ ଏବଂ ସାମ୍ବାଦିକତା ଭଳି ବୃତ୍ତିରେ ନିୟୋଜିତ ଥିଲେ ।

|ଅର୍ଥନୀତି|ଜର୍ମାନୀର ଉନ୍ନତ ଅର୍ଥନୀତି ପଛରେ ପ୍ରଶିକ୍ଷିତ ଶ୍ରମ ଶକ୍ତି, ବିଶାଳ ପୁଞ୍ଜି ବିନିଯୋଗ ଓ ନାହିଁ ମାତ୍ର ଦୁର୍ନୀତି ରହିଛି ।

|ପ୍ରାକ୍ ଜୀବନ|ଗୋଟିଏ ଶିକ୍ଷିତ ପରିବାରରେ ଥିବା ଚାରି ସନ୍ତାନଙ୍କ ମଧ୍ୟରେ ସେ ଜ୍ୟେଷ୍ଠ ସନ୍ତାନ ଥିଲେ ।

ପରେ ସେ ସନ୍ଧ୍ୟା ଗୁରୁଙ୍ଗଙ୍କଦ୍ୱାରା ପ୍ରଶିକ୍ଷିତ ହୋଇଥିଲେ ।

ତାଙ୍କ ସମେତ ନୈଷ୍ଠିକ ଉଚ୍ଚଶିକ୍ଷିତ ବେଦଜ୍ଞ ବୟୋପ୍ରାପ୍ତ ପଣ୍ଡିତ ବ୍ରାହ୍ମଣମାନଙ୍କର ଏଥିରେ ବସିବାର ଅଧିକାର ଅଛି ।

| ଖେଳ ଜୀବନୀ |ପିତା ରମେଶ ପାଦୁକୋନଙ୍କଦ୍ୱାରା ଶିକ୍ଷିତ ଓ ଅନୁପ୍ରାଣିତ ହୋଇ ପ୍ରକାଶ ବେଡମିଣ୍ଟନ ଦିଗରେ ଅଗ୍ରସର ହେଇଥିଲେ ।

|ଯଥେଷ୍ଟ ଓ ଆବଶ୍ୟକୀୟ ଯତ୍ନ ମିଳିବାରେ ବିଳମ୍ବ : ପ୍ରଶିକ୍ଷିତ ଚିକିତ୍ସକ ବା ଅନ୍ୟ କର୍ମଚାରୀଙ୍କ ଅଭାବ, ସମସ୍ତ ଆବଶ୍ୟକୀୟ ଚିକିତ୍ସା ସାମଗ୍ରୀର ଯୋଗାଣ ବ୍ୟବସ୍ଥାର ଅଭାବ ତଥା ପରିସ୍ଥିତିର ଗମ୍ଭୀରତା ବୁଝିବାରେ ଅବହେଳା ଏପରି ବିଳମ୍ବର କାରଣ ହୋଇପାରନ୍ତି ।

| ପୁସ୍ତକ ସମୀକ୍ଷା |ଏହା ଚନ୍ଦ୍ରଲୋକରେ ଅବସ୍ଥିତ ଏକ କଳ୍ପିତ ସଭ୍ୟତାର କାହାଣୀ ଯାହାକି ପୃଥିବୀର ମାନଦ ସଭ୍ୟତାଠାରୁ ଅଧିକ ସଭ୍ୟ ଓ ଶିକ୍ଷିତ ଥିଲା, କିନ୍ତୁ ଜଳାଭାବ ଯୋଗୁଁ ନିଶ୍ଚିହ୍ନ ହୋଇଗଲା ।

educated's Usage Examples:

CareerHe was educated at Yale, where he drew covers, caricatures and cartoons for campus humor magazine The Yale Record.


Her memoirs remain historically valuable as a chronicle of the life of a well-educated Southern woman during the American Revolutionary War and the early years of the nation, including while she took her mother's place as hostess for her father's political gatherings in the 1780s.


The wave of interest in collecting oral traditions reached Brittany around 1815-1820 when educated members of the gentry such as Aymar de Blois de La Calande, Barbe-Émilie de Saint-Prix, Jean-Marie de Penguern, Jean-François de Kergariou, Ursule Feydeau de Vaugien, exchanged their findings informally.


Being educated was an expectation for women entering the paying workforce, despite the fact that their male equivalents did not need a high school diploma.


profession has evolved into two branches: non-physician manual medicine osteopaths, who were educated and trained outside the United States; and US-trained.


EducationShe was educated at the Avenue Primary School, in Nunthorpe, Middlesbrough, and then at Teesside High School.


Golden exiles myth Social researcher Jorge Duany has argued that the myth of the Golden exiles or the idea that most Cuban exiles are wealthy, well educated, and highly skilled unlike other immigrant populations, does not do justice to the complex and diverse experiences of the Cuban-American community.


Hence they requested an educated person from the mother town of Guindulman to assist the local officials run the local government.


Scholar János Czeglédi educated Gabriel in Nagyecsed, and the wealthy Stephen Báthory converted Gabriel from Catholicism to Calvinism.


Fiennes was educated at St Kieran"s College for one year, followed by Newtown School, a Quaker.


Adolphus was educated at Merchant Taylors' School and at St.



Synonyms:

learned, civilized, knowing, intellectual, semiliterate, enlightened, well-read, numerate, informed, literate, civilised, well-educated, lettered, knowledgeable, self-educated,

Antonyms:

illiterate, nonintellectual, unenlightened, uninformed, uneducated, noncivilized, innumerate,

educated's Meaning in Other Sites