<< ecologies ecologists >>

ecologist Meaning in Odia (Oriya). ( ecologist ଶବ୍ଦର ଓଡିଆ ଅର୍ଥ)



ପରିବେଶବିତ୍, ଇକୋଲୋଜିଷ୍ଟ୍,

Noun:

ଇକୋଲୋଜିଷ୍ଟ୍ |,

ecologist తెలుగు అర్థానికి ఉదాహరణ:

|ଆଧାର ବାଲ୍ମିକ ଥାପର (ଜନ୍ମ ୧୯୫୨) ଜଣେ ଭାରତୀୟ ପ୍ରକୃତିପ୍ରେମୀ, ପରିବେଶବିତ୍, ସଂରକ୍ଷଣବାଦୀ ଓ ଲେଖକ ।

ବାଘସଂଖ୍ୟାରେ ବୃଦ୍ଧି ବନ୍ୟଜୀବ ବିଶେଷଜ୍ଞ ଓ ପରିବେଶବିତ୍‍ମାନଙ୍କୁ ଉତ୍ସାହିତ କରିଛି ।

|ଆଧାର ସରୋଜ ରାଜ ଚୌଧୁରୀ ଜଣେ ଭାରତୀୟ ପରିବେଶବିତ୍, ବନ୍ୟଜନ୍ତୁ ସଂରକ୍ଷଣବାଦୀ, ଲେଖକ ଏବଂ ଓଡ଼ିଶା ସରକାରଙ୍କ ଅଧୀନରେ ପ୍ରଥମ ଜଙ୍ଗଲ ସଂରକ୍ଷଣକାରୀ ଥିଲେ ।

ଜଙ୍ଗଲ ପରିବେଶରେ ଏହା ବୃହତକାୟ ବନ୍ୟ ତୃଣଭୋଜୀ ପ୍ରାଣୀଙ୍କ (ଯଥା ହାତୀ) ଖାଦ୍ୟ ହୁଏ | ପରିବେଶବିତ୍ ସେକର ଓ ସୁକୁମାରଙ୍କଦ୍ୱାରା ବକ୍ସା ବ୍ୟାଘ୍ର ଅଭୟରଣ୍ୟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏସୀୟ ହାତୀମାନେ ଓଉ ଫଳ ପ୍ରତି ଆକର୍ଶିତ ହୋଇ ଏହି ବୃକ୍ଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିହନ ବିଛିନ୍ନକାରୀ ଭବେ କାର୍ଯ୍ୟ କରନ୍ତି ।

ବ୍ରିଟିଶ୍ ପରିବେଶବିତ୍ ୱିଲିୟମ୍ ହେନେରି ହଡସନଙ୍କ ଭାଷାରେ : ସ୍ୱର୍ଣ୍ଣ ଲୋହିତ ଚମଡ଼ାରେ କଳା କଳା ଚିତାଦାଗ ବିଶିଷ୍ଟ ଜାଗୁଆର ଏକ ଅତି ସୁନ୍ଦର ପ୍ରାଣୀ ।

| ବର୍ଗୀକରଣ |ଇଂରାଜୀ ସୈନ୍ୟ ଓ ପରିବେଶବିତ୍ ଜେମ୍‍ସ୍ ଫ୍ରାଙ୍କଲିନ୍ ୧୮୩୧ ମସିହାରେ ଚଣ୍ଡୁଳ ପ୍ରଜାତି ବିଷୟରେ ଲେଖିଥିଲେ ଓ ସେ ପ୍ରଥମେ ଏହାର ଜୀବବିଜ୍ଞାନ ନାମ ଅଲୌଡା ଗୁଲ୍‍ଗୁଲା (Alauda gulgula) ବୋଲି ରଖିଥିଲେ ।

ମୂଳ ଈଂରାଜୀ ପୁସ୍ତକର ଲେଖକ ହେଉଛନ୍ତି ପ୍ରସିଦ୍ଧ ଶିକାରୀ ଓ ପରିବେଶବିତ୍ ଜିମ୍ କର୍ବେଟ୍ ।

|୧୭୪୯ ମସିହାରେ ଫରାସୀ ପରିବେଶବିତ୍ ଜୋର୍ଜେସ୍-ଲୁଇ ଲେକ୍ଲେର୍କ୍ କଳା କୁଗାର୍ ବିଷୟରେ ଲେଖିଥିଲେ :|କାୟେନସ୍ଥିତ ରାଜାଙ୍କ ବୈଦ୍ୟ ଏମ୍. ଡେ ଲା ବୋର୍ଡେ ମୋତେ ସୂଚନା ଦେଲେ ଯେ, ଦକ୍ଷିଣ ଆମେରିକୀୟ ମହାଦେଶରେ ତିନି ପ୍ରକାରର ହିଂସ୍ର ଜନ୍ତୁ ଦେଖିବାକୁ ମିଳେ ।

ଯଦି କୌଣସି ପରିବେଶବିତ୍ ଭାବନ୍ତି ଯେ ଟି-୨୪ ସ୍ଥାନାନ୍ତରିତ ହେବା ଭୁଲ, ତେବେ ଯେକୌଣସି ଆସନ୍ନ ନରହତ୍ୟାର ଦାୟିତ୍ୱ ସେମାନଙ୍କୁ ବହନ କରିବାକୁ ହେବ ।

ପରିବେଶବିତ୍ ତଥା ଆମେରିକାର ସିନେଟର ଗେଲର୍ଡ ନେଲସନ ପ୍ରଥମେ ଏହି ଦିବସ ପାଳନ କରିଥିଲେ ।

| ଲୁପ୍ତପ୍ରାୟ କୋଳିର ସୁରକ୍ଷା |ଏହାର ସୁରକ୍ଷାପାଇଁ ଭୁବନେଶ୍ୱର ଜାଗମରାସ୍ଥ ସୃଜନିକା ତରଫରୁ ପରିବେଶବିତ୍ ପୁଷ୍ପଶ୍ରୀ ପଟ୍ଟନାୟକଙ୍କ ଉଦ୍ୟମରେ ବିଭିନ୍ନ ପ୍ରକାରର କୋଳିର ସଂରକ୍ଷଣ ସମ୍ବନ୍ଧରେ ପ୍ରଥମ ପଦକ୍ଷେପ ନିଆଯାଇଅଛି।

ecologist's Usage Examples:

So began the friendly competitive rivalry between gynecologists and urologists in the area of female urology and urogynecology.


The clinical conditions that a urogynecologist may see include stress incontinence, overactive bladder, voiding difficulty, bladder pain, urethral pain.


the incidents in the life of a gynaecologist and five women who come into his life.


countries, even if abortion is legal, it is difficult for women to find non-objecting gynaecologists and thus to access abortion.


2003 – marine biologist, ecologist, and 2016 A.


In 2013, 92% of all pregnancy terminations were performed in these clinics; the other interventions were carried out by gynaecologists in hospitals.


Securities and Exchange CommissionScienceEric Berlow 1984, ecologist, entrepreneurMichael Roizen, MD 1963, Chief Wellness Officer at the Cleveland Clinic, Cofounder of RealAge, Inc.


A major hypotheses of fisheries ecologists is that the microdistribution of prey, the microturbulence of the ocean, or the retention conditions are normally not suited to allow strong year classes of fish to develop.


Lal appears as the gynaecologist while Rima Kallingal, Sanusha, Geetha.


d"Obstétrique, is a worldwide non-governmental organisation representing obstetricians and gynaecologists in over one hundred territories.


VariationsIf the fetus is removed intact, the procedure is referred to as intact dilation and extraction by the American Medical Association, and referred to as intact dilation and evacuation by the American Congress of Obstetricians and Gynecologists (ACOG).


Dr Leela Joshi is an Indian gynaecologist and social worker known for her work with tribal women and teenage girls suffering from Anemia in Ratlam district.



Synonyms:

biologist, life scientist,

ecologist's Meaning in Other Sites