<< dutifully duty >>

dutifulness Meaning in Odia (Oriya). ( dutifulness ଶବ୍ଦର ଓଡିଆ ଅର୍ଥ)



କର୍ତ୍ତବ୍ୟ,

Noun:

କର୍ତ୍ତବ୍ୟ,

People Also Search:

duty
duty assignment
duty bound
duty free
duty officer
duty period
dutyfree
duvet
duvets
duvetyn
dux
dvandva
dvd
dvorak
dwale

dutifulness తెలుగు అర్థానికి ఉదాహరణ:

ଚାଷୀମାନଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ସାମିଲ କରିବା ପାଇଁ,ସେମାନଙ୍କ ଦୁଃଖ ସୁଖରେ ଭାଗୀଦାର ହେବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କର କର୍ତ୍ତବ୍ୟ ହୋଇଉଠିଥିଲା ।

ଏହା ଛଡ଼ା ସେ କିଛି ସମୟ ପାଇଁ ଶ୍ରୀକାକୋଲ ତାଲୁକା ବୋର୍ଡ଼ ଓ ଗଞ୍ଜାମ ଜିଲ୍ଲା ବୋର୍ଡ଼େ ସଭ୍ୟ ହୋଇ ସେ ନିଜ କର୍ତ୍ତବ୍ୟ ପାଳନ କରିଥିଲେ ।

ଡବାବାଲାଙ୍କୁ କର୍ତ୍ତବ୍ୟ ସମୟରେ ନିଶା ସେବନ, ପରିଧାନରେ ତ୍ରୁଟି ବିଚ୍ୟୁତି କିମ୍ବା ଅନୁପସ୍ଥିତି ପାଇଁ ଜରିମାନା ଦେବାକୁ ପଡ଼େ ।

| ବ |ବଇଠି କରଣ|ବଡ଼ପଣ୍ଡା: ପୂଜାପଣ୍ଡାମାନେ ସେମାନଙ୍କ କର୍ତ୍ତବ୍ୟ ବିଧିମତେ ସମ୍ପଦନା କରୁଛନ୍ତି କି ନାହିଁ, ତାହା ଉପରେ ନଜର ରଖନ୍ତି ।

ତେବେ, ପରବର୍ତ୍ତୀ ସମୟରେ ବୈଦିକ ଧର୍ମରେ କୁସଂସ୍କାରର ପ୍ରବେଶ ଯୋଗୁଁଁ ବିବାହ ସମ୍ପର୍କିତ ବ୍ୟାପାରରେ ସ୍ୱାମୀ ଏବଂ ସ୍ତ୍ରୀର କର୍ତ୍ତବ୍ୟ ତଥା ଅଧିକାର ସ୍ପଷ୍ଟ କରିବା ସହ ଛାଡପତ୍ର ବା ବିବାହ ବିଛେଦ ବ୍ୟବସ୍ଥାର ଆବଶ୍ୟକତା ଅନୁଭୂତ ହେଲା ।

କନ୍ୟା ରାଶିରେ ଜନ୍ମିତ ବ୍ୟକ୍ତି କର୍ତ୍ତବ୍ୟପରାୟଣ, ଧୀରବୁଦ୍ଧି ସଂପନ୍ନ ତଥା ମେଳାପୀ ହୋଇଥାନ୍ତି ।

କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରିମ କୋର୍ଟ ନିଷ୍କର୍ଷ ଅନୁସାରେ ଏହି ଘୋଷଣା ସ୍ୱତଃ କର୍ତ୍ତବ୍ୟ ଭାବରେ ଆନ୍ତର୍ଜାତୀୟ ନିୟମରେ ଲାଗୁହେବନି ।

କର୍ତ୍ତବ୍ୟ ହାନୀର ଏହି ରୋଗ ଏକ ମୂଖ୍ୟ କାରଣ ଓ ଏହା ଯୋଗୁ ଜୀବନ‌ଧାରାର ଗୁଣବତ୍ତା କମିଯାଏ ।

ସମସ୍ତଙ୍କ ପ୍ରତି କର୍ତ୍ତବ୍ୟପାଳନ କରି ସେ ସମାଜବଦ୍ଧ ମାନବ ସମ୍ମୁଖରେ ଗାର୍ହସ୍ଥ୍ୟ ଧର୍ମର ଏକ ନୂତନ ଆଦର୍ଶ ରଖିଯାଇଛନ୍ତି ।

ଏପରି କି ଧନୀ ଓ ଶିକ୍ଷିତ ବ୍ୟକ୍ତିମାନେ ଅଧିକାରରେ ଉନ୍ନତ ହୋଇ କର୍ତ୍ତବ୍ୟ ବିସ୍ମୃତ ହୋଇଯାଉଛନ୍ତି ।

dutifulness's Usage Examples:

This seemingly perpetual dutifulness is also shown to be expected in Ephesians: "Slaves, obey your masters.


is pius, a term which connotes reverence toward the gods and familial dutifulness.


inspire members to perform responsibilities and duties with patriotism, dutifulness, honesty, neutrality and intentness for welfare of nations in order to.


Vidura is held to be a paragon of truth, dutifulness, impartial judgement and steadfast dharma.


The dutifulness of their son Hugh Beeston, esquire, the younger, Receiver General of.


The Russian peasant culture and the dutifulness it evokes in its people is represented in Nijinska"s piece.


This sense is equivalent to "dutifulness".


responsibilities and duties with patriotism, dutifulness, honesty, neutrality and intentness for welfare of nations in order to uphold the august traditions and standards.


a high devotion in the observance of this bond as is not to be found in any other worldly relationship and connections demanding devoted dutifulness.


their dutifulness, meditativeness, self-abnegation, and self-control" are characteristics shared by the.


For the first time, Durga defends Priyamvada for her dutifulness and makes them realize their selfishness and mean attitude towards her.


the provincial virtues of the country"s national character, such as dutifulness, frugality, honesty, prudence, and self-reliance.


is in showing us the values to be found in the more modest forms of dutifulness.



Synonyms:

piety, piousness,

Antonyms:

impious, ungodliness, impiety,

dutifulness's Meaning in Other Sites