droughty Meaning in Odia (Oriya). ( droughty ଶବ୍ଦର ଓଡିଆ ଅର୍ଥ)
ମରୁଡ଼ି, ବର୍ଷା ଶୂନ,
Noun:
ଶୁଷ୍କତା |, ଶୁଖିଲା |, ମରୁଡ଼ି, ଜଳାଶୟ,
People Also Search:
droukdrouking
droukings
droukit
drouth
drouths
drove
drover
drovers
droves
droving
drow
drown
drown out
drowned
droughty తెలుగు అర్థానికి ఉదాహరణ:
୧୬୩୦ର ମରୁଡ଼ି ଏବଂ ଅକାଳ ଯୋଗୁଁ ସହରର ବିକାଶ ବାଧାପ୍ରାପ୍ତ ହେଲା ।
|ଯଦିଓ ଘୂର୍ଣ୍ଣିବାତ୍ୟାର ପ୍ରଭାବ ମନୁଷ୍ୟଙ୍କ ପାଇଁ ଭୟଙ୍କର, ଏହା ମରୁଡ଼ି ପରି ସ୍ଥିତିକୁ ଏଡ଼ାଇଥାଏ ।
ମରୁଡ଼ି ପରି ପରିସ୍ଥିତିରେ ମଧ୍ୟ ଏହି ବୃକ୍ଷ ଜୀବିତ ରୁହେ ।
|ଗୁରୁତ୍ୱ|ଜଳାଭାବ, ମରୁଡ଼ି ଓ ଶଷ୍କ ଋତୁରେ ବାମ୍ଫୀ ଏକ ଜଳ ଉତ୍ସ ରୂପେ ବ୍ୟବହୃତ ହେଉଥିଲା ।
ପ୍ରାକୃତିକ ଦୁର୍ବିପାକ ଯଥା ବନ୍ୟା, ବାତ୍ୟା, ଭୂମିକମ୍ପ, ମରୁଡ଼ି ଇତ୍ୟାଦି ଏବଂ ମନୁଷ୍ୟକୃତ ଦୁର୍ଘଟଣା ଯଥା ଗୁରୁତର ଦୁର୍ଘଟଣା, ଅମ୍ଳ ଆକ୍ରମଣ (Acid attacks), ଦଙ୍ଗା/ଦଳାଚକଟା ଇତ୍ୟାଦିରେ ଏହି ପାଣ୍ଠି ପ୍ରଦାନ କରାଯାଇଥାଏ ।
ତାଙ୍କର ପ୍ରପିତାମହ ଟଙ୍କ (Tonk) ରାଜ୍ୟର ମନ୍ତ୍ରୀ ଥାଇ ଲୋକଙ୍କ ସାହାଯ୍ୟରେ ଭୀଷଣ ମରୁଡ଼ିର ମୁକାବିଲା କରିଥିଲେ ।
| ରୋଗ |ପୋଷା ରଖାଯାଇଥିବା ବାଜ ମରୁଡ଼ିଦ୍ୱାରା ଆକ୍ରାନ୍ତ ହେବା ଦେଖାଯାଇଛି ।
ପ୍ରାକୃତିକ ଦୁର୍ବିପାକ ଯଥା ବନ୍ୟା, ବାତ୍ୟା, ଭୂମିକମ୍ପ, ମରୁଡ଼ି ଇତ୍ୟାଦି ଏବଂ କର୍କଟ ରୋଗର ଚିକିତ୍ସା , ବୃକକ ପ୍ରତିରୋପଣ, ମସ୍ତିଷ୍କରେ ଟ୍ୟୁମର, ହୃଦୟ ଅସ୍ତ୍ରୋପଚାର ଇତ୍ୟାଦିରେ ମଧ୍ୟ ଏହି ପାଣ୍ଠି ପ୍ରଦାନ କରାଯାଇପାରେ ।
ଏବେ କଳାହାଣ୍ଡି , କୋରାପୁଟ ଓ ବଲାଙ୍ଗିର ମରୁଡ଼ି ପ୍ରବଣ ଜିଲ୍ଲା ଭାବେ KBK ନାମରେ ଚିହ୍ନିତ ହେଇ ଅନେକ ବର୍ଷ ହେଲା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କଦ୍ୱାରା ସ୍ୱତନ୍ତ୍ର ସାହାଯ୍ୟ ପ୍ରାପ୍ତ ହେଇଥିଲେ ମଧ୍ୟ ଖୁବ ଦରିଦ୍ର ଓ ଅନା ଟନ ଭିତରେ ଏହାର ଅଧିକାଂଶ ଅଧିବାସୀ ରହିଛନ୍ତି ।
ମରୁଡ଼ି, ରୋଗବ୍ୟାଧି, ଯୁଦ୍ଧ ବା ପ୍ରାକୃତିକ ବିପତ୍ତିଦ୍ୱାରା ପ୍ରଭାବିତ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା, ଦୁର୍ଗର ସ୍ଥାପନା, କରଛାଡ଼ ପ୍ରଭୃତି ଜନହିତକାରୀ ନୀତି ଅବଲମ୍ବନ କରିବା ପାଇଁ ରାଜାମାନଙ୍କୁ ଉପଦେଶ ମଧ୍ୟ ଦିଆଯାଇଛି ।
ଥରେ ମଥୁରନାଥଙ୍କ ଜମିଦାରୀକୁ ଯାଇ ପ୍ରଜାଙ୍କ ଦୁଃଖ ଦେଖି ସେ ମଥୁରବାବୁଙ୍କୁ କହି ପ୍ରଜାମାନଙ୍କର ଖଜଣା ଛାଡ଼ କରାଇ ଦେଇଥିଲେ ଏବଂ ମରୁଡ଼ି ପାଇଁ ଫସଲ ହୋଇ ନାହିଁ ଦେଖି ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିଥିଲେ ।
୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ସଂଘଟିତ ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା ।
୧୯୯୦ ଦଶନ୍ଧିର ଶେଷ ଓ ୨୦୦୦ ଦଶନ୍ଧିର ପ୍ରଥମ ଭାଗରେ ଏଠାରେ ଦୀର୍ଘ ସମୟ ପାଇଁ ଦେଖାଦେଇଥିବା ମରୁଡ଼ି ଓ ମନୁଷ୍ୟମାନଙ୍କ ଯୋଗୁଁ ଗୋମୁହାଁ କୁମ୍ଭୀର ଏହି ଅଞ୍ଚଳରୁ ପ୍ରାୟତଃ ନିଶ୍ଚିହ୍ନ ହୋଇଯାଇଥିଲେ ।
droughty's Usage Examples:
India, Pakistan, Nepal and Bhutan, apparently due to endemic malaria and droughty soils.
their NZC WOF due to the lack of effective irrigation to the outfield in droughty summers causing a brown bumpy outfield that first class players did not.
draining off the lake contributed to the rise of the formerly droughty and quaggy Konya Plain into a "granary".
Glades are more extensive than elsewhere in Arkansas, and occur on thin, droughty soils derived from carbonates.
the owner of paints, varnishes and lacquers group Престиж холдинг in a droughty region in a former dump site and opened in 2012.
Loess is parent material for an extremely fertile, but droughty soil.
Dragon kings (龙王, longwang) are water deities popular in droughty Northern China.
conducted fully as planned, it still harmed the cascades as during the droughty years, the water dries out completely.
ridge, the soils are generally thin, highly acidic, low in nutrients, and droughty, but in depressions and other areas where water is trapped by the bedrock.
Bigtooth Maple colors are brilliant if autumn is droughty, or has cold nights, but are muted in a mild, damp autumn.
Summer always hot, droughty and long.
Millets are not only adapted to poor, droughty, and infertile soils, but they are also more reliable under these conditions.
However, during the droughty years the lake drained out completely causing damage to the closed eco-system.