<< drookit drool >>

drooks Meaning in Odia (Oriya). ( drooks ଶବ୍ଦର ଓଡିଆ ଅର୍ଥ)



ଡ୍ରକ୍ସ,

Noun:

ବ୍ରୁକ୍,

People Also Search:

drool
drool over
drooled
drooling
drools
droop
drooped
droopier
droopiest
droopiness
drooping
droopingly
droops
droopy
drop

drooks తెలుగు అర్థానికి ఉదాహరణ:

ଭିଟାମିନ ବି୧୨ ଅଭାବର ଚିକିତ୍ସା ପାଇଁ ଏହା ହାଇଡ୍ରକ୍ସୋକୋବାଲାମିନ୍ ଅପେକ୍ଷା କମ୍ ପସନ୍ଦ କରାଯାଏ ।

ରକ୍ତ ଅନ୍ତର୍ଭରଣ(blood transfusion), ହାଇଡ୍ରକ୍ସି କାର୍ବାମାଇଡ ଔଷଧ ମଧ୍ୟ ଦିଆଯାଇପାରେ ।

|ସନ ୧୯୫୬ରେ ୟୁନିଅନ ସିମିକ ବେଲଗେ (Union Chimique Belge) ପ୍ରଥମେ ହାଇଡ୍ରକ୍ସିଜିନ ଔଷଧ ସିନଥେସିସ (made) ବା ପ୍ରସ୍ତୁତ କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ଏହାକୁ ସେହି ବର୍ଷ ଫାଇଜର (Pfizer) କମ୍ପାନୀଦ୍ୱାରା ବିକ୍ରୟ ନିମନ୍ତେ ସ୍ୱୀକୃତି ଦେଇଥିଲେ ।

| ଆଧାର |କନ୍ଧମାଳ ଜିଲ୍ଲା|କନ୍ଧମାଳ ଜିଲ୍ଲାର ଗାଆଁ ଓ ସହର ହାଇଡ୍ରକ୍ସୋକୋବାଲାମିନ (ଇଂରାଜୀ ଭାଷାରେ Hydroxocobalamin, ଅନ୍ୟ ନାମ ଜୀବସାର ଖ୧୨କ ବା vitamin B12a ଓ ହାଇଡ୍ରୋକ୍ସିକୋବାଲାମିନ hydroxycobalamin) ଏକ ଜୀବସାର ବା ଭିଟାମିନ (vitamin) ଯାହା ଖାଦ୍ୟରୁ ମିଳେ ଓ ଖାଦ୍ୟ ଅନୁପୂରକ (dietary supplement) ଭାବରେ ବ୍ୟବ‌ହାର କରାଯାଏ ।

|ମେଡ୍ରକ୍ସିପ୍ରୋଜେସ୍ଟେରନ ଆସେଟେଟର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଋତୁରୋଧ (no periods), ପେଟ ଯନ୍ତ୍ରଣା, ମୁଣ୍ଡବଥା ଓ ଉଦ୍‌ବେଗ (anxiety) ଇତ୍ୟାଦି ଲକ୍ଷଣ ଦେଖାଯାଏ ।

|ଏହାର ଚିକିତ୍ସାରେ ପ୍ରଭାବିତ ରକ୍ତ ବାହାର କରିଦିଆଯାଏ ଏବଂ ଆସ୍ପିରିନ୍ ଦିଆଯାଏ | ଏକ ସୁସ୍ଥ ଜୀବନ ଶୈଳୀ ନିର୍ବାହ କରିବାକୁ ଉପଦେଶ ଦିଆଯାଏ | ବୟସ୍କ ବ୍ୟକ୍ତି କିମ୍ବା ରକ୍ତ ଜମାଟ ବାନ୍ଧିବା ସଙ୍କଟ ଥିଲେ ହାଇଡ୍ରକ୍ସିୟୁରିଆ, ଇଣ୍ଟରଫେରିନ ବା ବୁସଲଫାନ ଦେବାକୁ ଉପଦେଶ ଦିଆଯାଏ ।

ପୋଟାସିଅମ ହାଇଡ୍ରକ୍ସାଇଡ (potassium hydroxide) ସ‌ହିତ ଆୟୋଡିନ ମିଶେଇ ବ୍ୟବସାୟୀକ ଭିତ୍ତିରେ ପୋଟାସିଅମ ଆୟୋଡାଇଡ ତିଆରି କରାଯାଏ ।

ହାଇଡ୍ରକ୍ସିକାର୍ବାମାଇଡ ଏକ ଆଣ୍ଟିନିଓପ୍ଲାସ୍ଟିକ (antineoplastic) ଶ୍ରେଣୀର ଔଷଧ ।

ଗ୍ଲୁକୁରୋନିକ ଏସିଡ (gluconic acid) ସ‌ହିତ କ୍ୟାଲସିଅମ କାର୍ବୋନେଟ (calcium carbonate) ବା କ୍ୟାଲସିଅମ ହାଇଡ୍ରକ୍ସାଇଡ (calcium hydroxide) ମିଶ୍ରଣ କରି ଏହା ଉତ୍ପାଦନ କରାଯାଏ ।

ଏହା ସ‌ହିତ ଫିନୋଲ (phenol) ଓ କ୍ୟାଲସିଅମ ହାଇଡ୍ରକ୍ସାଇଡ (calcium hydroxide) ମିଶେଇ କାଲାମିନ ଲୋସନ ତିଆରି କରାଯାଏ ।

ମୋଟ ଫଳରେ ଫସଫୋମୋନୋଇସ୍ଟର ଭାଙ୍ଗିଯାଇ ଏକ ଫସଫେଟ ଆୟନ ଓ ମୁକ୍ତ ହାଇଡ୍ରକ୍ସିଲ ଦଳ ପ୍ରସ୍ତୁତ ହୋଇଯାଏ ।

|ସନ ୧୯୫୮ରେ ମେଡ୍ରକ୍ସିପ୍ରୋଜେସ୍ଟେରନ ଆସେଟେଟ ପେଟେଣ୍ଟ ହୋଇଥିଲା ଓ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।

drooks's Meaning in Other Sites