drawback Meaning in Odia (Oriya). ( drawback ଶବ୍ଦର ଓଡିଆ ଅର୍ଥ)
ଅସୁବିଧା, ପ୍ରତିବନ୍ଧକ,
Noun:
ଅସୁବିଧା, ଅପାରଗତା |,
People Also Search:
drawbacksdrawbridge
drawbridges
drawcord
drawdown
drawee
drawees
drawer
drawers
drawing
drawing account
drawing board
drawing out
drawing room
drawing up
drawback తెలుగు అర్థానికి ఉదాహరణ:
ବଟିକା ଗିଳିବାରେ ଅସୁବିଧା ଥିଲେ ନାକ ସ୍ପ୍ରେ ବ୍ୟବହାର କରାଯାଇପାରେ ।
ତେବେ ପୁଲିସ ଚାକିରିରେ ବାରମ୍ବାର ବଦଳି ଯୋଗୁଁ ଗୀତ ଲେଖିବାରେ ଅସୁବିଧା ହେଉଥିଲା ।
ସ୍ତନ୍ୟପାନ ସମୟରେ ଏହା ଅସୁବିଧା କରେନି ।
ଅଧିକ ତରଙ୍ଗରେ ଚାଲୁଥିବା ୨ଜି ପ୍ରଣାଳୀରେ ଏହା ଏକ ବଡ଼ ଅସୁବିଧା କିନ୍ତୁ ଅଳ୍ପ ତରଙ୍ଗରେ ଚାଲୁଥିବା ପ୍ରଣାଳୀପାଇଁ କୌଣସି ପ୍ରତିବନ୍ଧକ ନୁହେଁ ।
|ଲୁରାସିଡନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଅଇ, ତରଳ ଝାଡ଼ା, ଚଳନ ଅସୁବିଧା (movement disorders) ହୋଇପାରେ ।
ଏହି ସରୁ ରକ୍ତ ନାଳିରେ ରକ୍ତ ଯାଇ ନ ପାରିବାରୁ ସଞ୍ଚାଳନ ଜନିତ ଅସୁବିଧା ହୁଏ ।
|ଆର୍ଥିକ ଅସୁବିଧା ତଥା ସହପାଠୀ ଏବଂ ଶିକ୍ଷକମାନଙ୍କଠାରୁ ଭେଦଭାବ ସତ୍ତ୍ୱେ ବାନୁ କମ୍ପ୍ୟୁଟର ଇଞ୍ଜିନିୟରିଂରେ ଡିପ୍ଲୋମା ଗ୍ରହଣ କରିଥିଲେ ।
କବକର ଏର୍ଗୋସ୍ଟିରଲ (ergosterol) ତିଆରି କ୍ଷମତାକୁ ଏହି ଔଷଧ କମେଇଦେବାଦ୍ୱାରା ତାହାର କୋଷ ଝିଲ୍ଲୀ (cell membrane) ତିଆରିରେ ଅସୁବିଧା ହୁଏ ।
ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଯୋନୀପଥ ଶୁଷ୍କ ହୋଇଯାଏ, ଶୋଇବାରେ ଅସୁବିଧା ହୁଏ ଓ ମିଜାଜ ଘଡ଼ି ଘଡ଼ି ବଦଳେ ।
ଏହି ଅସୁବିଧାକୁ ଦୂର କରିବାକୁ ମେ ୧୭ ତାରିଖକୁ ଡବ୍ଲ୍ୟୁ.ଏଚ୍.ଡେ. (World Hypertension Day ବା WHD) ହିସାବରେ ପାଳନ କରାହେଉଛି ।
ମାତ୍ର କିଛି ଅସୁବିଧା କାରଣରୁ ତାଙ୍କୁ ସେହି ବ୍ୟବସାୟରୁ ଓହରିଯିବାକୁ ପଡ଼ିଥିଲା ।
| ଅସୁବିଧା |କୌଣସି ଏକ ଫଣ୍ଡରେ ନିବେଶ କରିଲାବେଳେ (ଏଣ୍ଟ୍ରି ଲୋଡ) ବା ସେଥିରୁ ନିବେଶ ଟଙ୍କା କାଢ଼ିବାକୁ ଗଲାବେଳେ (ଏକ୍ଜିଟ ଲୋଡ) କିଛି ଟଙ୍କା ଦେବାକୁ ପଡ଼ିଥାଏ ।
ଏହି ଥଳିଗୁଡ଼ିକର ଭିତର ପାର୍ଶ୍ୱରେ ସାଇନୋଭିଆଲ ସ୍ତର ଥାଏ ଯେଉଁଥିରୁ ସାଇନୋଭିଆଲ ତରଳ ପଦାର୍ଥ ବାହାରି ଭିତର ପାର୍ଶ୍ୱ ଚିକ୍କଣ କରେ | ବର୍ସାଇଟିସ୍ ପ୍ରଭାବିତ ଅଞ୍ଚଳରେ ଚଳପ୍ରଚଳ ଅସୁବିଧା, ଦରଜ ଏବଂ ଯନ୍ତ୍ରଣା ହୋଇପାରେ | ଧୀରେ ଧୀରେ ଆରମ୍ଭ ହେଉଥିବା ବର୍ସାଇଟିସ୍ ରୋଗରେ ଯନ୍ତ୍ରଣା ଅନୁପସ୍ଥିତ ରହିପାରେ | ଏହି ରୋଗ ଜଟିଳ ହେଲେ ସେପ୍ଟିକ ବର୍ସାଇଟିସ୍ ହୋଇପାରେ ।
drawback's Usage Examples:
Planes such as the Frankfort horizontal plane or sella-nasion plane have their own drawbacks.
Some researchers tried to overcome this drawback by predefining and storing all the possible elementary holograms using special data.
exposed to heat, and can become a drawback when flint is used as a building material.
This includes mechanism for grievance redressal, simplified and timely disbursal of duty drawback, export incentives, rectification procedures and refunds.
flaws[citation needed] in the shared library concept and helps to avoid pitfalls of other solutions that led to drawbacks like DLL hell.
A major drawback in the use of all current dipstick methods is that the result is essentially qualitative.
drawback of standard SSB modulation is the generation of large envelope overshoots well above the average envelope level for a sinusoidal tone (even when.
Unfortunately, sometime in the 18th century the settlement suffered another drawback.
The flick pass had the significant drawback that.
Motivation Implementing an anonymous network on a service by service basis has its drawbacks, and it is debatable if such work should be built at the application level.
Since shaft-drives require gear hubs for shifting, they accrue all the benefits and drawbacks associated with such mechanisms.
Despite these drawbacks, the Psephos archive is an invaluable source of electoral data cross-sectionally and over time.
and safeguarding customs duties, determines the final computation or ascertainment of the duties or drawback accruing on an entry.
Synonyms:
catch, gimmick, disadvantage,
Antonyms:
reward, expedience, profitableness, advantage,