drained Meaning in Odia (Oriya). ( drained ଶବ୍ଦର ଓଡିଆ ଅର୍ଥ)
ନିଷ୍କାସିତ, ଆପିଟ୍,
Adjective:
ଆପିଟ୍ |,
People Also Search:
drainerdrainers
draining
draining board
drainpipe
drainpipes
drainplug
drains
draisine
drake
drakes
drakestone
dralon
dram
drama
drained తెలుగు అర్థానికి ఉదాహరణ:
|ନିଦାନୀୟ ନମୁନା|ସଂଜ୍ଞାନୁସାରେ ଅଣ-ସଂକ୍ରମଣକ୍ଷମ ମାନବ ବା ପଶୁ ପଦାର୍ଥମାନଙ୍କୁ ନିଦାନୀୟ ନମୁନା କୁହାଯାଏ ଯେଉଁଥିରେ ଥାଏ ରକ୍ତ, ଲାଳ (saliva), ନିଷ୍କାସିତ ଦ୍ରବ୍ୟ (excreta), ଶାରୀରିକ ତନ୍ତୁ (tissue), ତନ୍ତୁ ତରଳ ପଦାର୍ଥ (tissue fluid) ଓ ରକ୍ତ ସଞ୍ଚାରଣ ନିମନ୍ତେ ରକ୍ତ ପଦାର୍ଥ (blood products) ।
ଏକ ପ୍ରକାଶିତ ରିପୋର୍ଟ ଅନୁସାରେ, ଜେ.କେ. କାଗଜ କଳରୁ ନିଷ୍କାସିତ ରାସାୟନିକ ଆବର୍ଜନାଦ୍ୱାରା ନାଗାବଳୀ ଜଳରେ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଛି ।
ରୋଗଗ୍ରସ୍ତ ବାୟୁନଳୀ ବୃଦ୍ଧିପ୍ରାପ୍ତ ହେବା ଯୋଗୁ ଏହାର ସ୍ରାବ ନିଷ୍କାସିତ ହୋଇ ପାରେ ନାହିଁ ।
ଅତ୍ୟାଥିକ ପାଣି ପୂର୍ବ ପାଚରିର ଏକ ରାସ୍ତା ମାଧ୍ୟମରେ ନିଷ୍କାସିତ ହୋଇଥାଏ ।
|୧୯୮୦ ଦଶନ୍ଧିରେ ତାମିଲନାଡ଼ୁର ଅମରାବତୀ ଜଳଭଣ୍ଡାର ଓ ଏହାକୁ ନିଷ୍କାସିତ ହେଉଥିବା ଚିନାର୍, ତେନାର୍ ଓ ପମ୍ବାର୍ ନଦୀମାନଙ୍କରେ ଗୋମୁହାଁ କୁମ୍ଭୀରଙ୍କ ସଂଖ୍ୟା ସର୍ବାଧିକ ଥିଲା ।
ପୁଣି ସହରରୁ ନିଷ୍କାସିତ ମଇଳା ଏହି ହ୍ରଦ ନିକଟରେ ପକାଯାଉଥିବାରୁ ଏବଂ ଏହା ନିକଟରେ ଅନେକ ନିର୍ମାଣ କାର୍ଯ୍ୟ ବଢିଚାଲିଥିବାରୁ ହ୍ରଦର ଅବସ୍ଥିତି ସଂକଟାପନ୍ନ ଅବସ୍ଥାକୁ ଆସିଗଲାଣି ।
ଅଙ୍ଗାରକାମ୍ଳ ସୃଷ୍ଟି ହେବାର କାରଣ ଅସ୍ପଷ୍ଟ, ତଥାପି ବରଫରେ ଥିବା ଜୈବ ପଦାର୍ଥର ଅକ୍ସିଡେସନ୍ ପ୍ରକ୍ରିୟାରୁ କିମ୍ବା ରିଆର ଆଭ୍ୟନ୍ତରୀଣ ଗ୍ୟାସ ନିଷ୍କାସିତ ହୋଇ ଏହା ସୃଷ୍ଟି ହୋଇଥାଇପାରେ ।
ପେରିଟୋନିଆଲ ଡାଏଲିସିସ ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ତରଳ ପଦାର୍ଥ ଉଦର ଗହ୍ୱର (abdominal cavity) ମଧ୍ୟକୁ ପ୍ରବେଶ କରେଇ ଦେବା ପରେ ନିଷ୍କାସିତ କରିଦିଆଯାଏ ଓ ଏହି ପଦ୍ଧତିର ଦିନରେ ଅନେକ ଥର ପୁନରାବୃତ୍ତି କରିବାକୁ ପଡ଼େ ।
|| ଭୌଗୋଳିକ ତଥ୍ୟ |ଚୀନ-ଉତ୍ତର କୋରିଆ ସୀମାରେ ଥିବା ପେକ୍ଟୁ ପର୍ବତରେ ସମୁଦ୍ର ପତନରୁ ପ୍ରାୟ ୨୫୦୦ ମିଟର୍ ଉଚ୍ଚତାରୁ ୟାଲୁ ନଦୀ ନିଃସୃତ ହେବାପରେ ଲିନ୍ଜିଆଂଗ୍ର ଉତ୍ତର-ପୂର୍ବରେ ୧୩୦ କି.ମି. ପ୍ରବାହିତ ହୋଇ ହ୍ୟେସାନ୍ର ଦକ୍ଷିଣରେ ୩୦୦ କି.ମି. ପ୍ରବାହିତ ହେଲା ପରେ ଚୀନର ଡାଣ୍ଡୋଂଗ୍ ଓ ଉତ୍ତର କୋରିଆର ସିନୁଇଜୁ ସହର ମଧ୍ୟରେ କୋରିଆ ଉପସାଗରରେ ନିଷ୍କାସିତ ହେଉଛି ।
ଥିଆମିନ ପରିସ୍ରାରେ ଅଧିକ ନିଷ୍କାସିତ ହେଉଥିବାରୁ ମଧୁମେହ ରୋଗରେ ଏହାର ଆବଶ୍ୟକତା ଅଧିକ ଥାଏ ।
|ହିପୋକ୍ରେଟ ସମୟର ମଧ୍ୟ ଯୁଗୀୟ ସମୟରେ ଲୁହକୁ ଦେହର ରସ ବୋଲି ଗଣନା କରାଯାଉଥିଲା ଓ ମସ୍ତିଷ୍କରେ ଜମା ହୋଇ ରହିଥିବା ଅତ୍ୟଧିକ ରସ (humor) କାନ୍ଦିବାଦ୍ୱାରା ନିଷ୍କାସିତ ହେବ ବିଶ୍ୱାସ କରାଯାଉଥିଲା ।
ବ୍ରହ୍ମପୁତ୍ର ନଦୀ ବିସ୍ତୃତ ଗାଙ୍ଗେୟ ତ୍ରିକୋଣଭୂମିରେ ପ୍ରଥମେ ପଦ୍ମା ନଦୀ (ବଙ୍ଗଳାଦେଶରେ ଗଙ୍ଗା ନଦୀର ନାମ) ଓ ପରେ ମେଘନା ନଦୀ ସହିତ ମିଳିତ ହୋଇ ବଙ୍ଗୋପସାଗରରେ ନିଷ୍କାସିତ ହୋଇଛି ।
ସୀସା ଓ ଅନ୍ୟାନ୍ୟ ଓଜନିଆ ଧାତୁ ସହିତ ବନ୍ଧନ ସୃଷ୍ଟିକରି ପରିସ୍ରାରେ (urine) ନିଷ୍କାସିତ ହୋଇଯାଏ ।
drained's Usage Examples:
The north of the province is drained towards the Arctic Ocean, and the northern rivers have comparatively higher.
The western unit is largely drained by Crow Creek.
formed (such as abscesses), they may have to be surgically drained or debrided.
In July 1994, an ice-dammed surface lake drained via a subglacial tunnel through Goddard Glacier [sv].
Additionally, an onerous lease with Civic Stadium rapidly drained the team of cash.
The Tourane expedition had tied down French resources unprofitably and drained French manpower, and the eventual evacuation of Tourane was.
Until the 1970s, the Mar Canal drained into this lake providing navigability up to Ganderbal via the Anchar lake.
It acclimates best to dry places, such as sand, gravel, and chalk, and requires a well-drained.
The marshlands around the Abbey were later drained and sanitised, which resulted in four springs which served as a source of fish for the Abbey's inhabitants and the neighbouring hamlets.
They are best grown in well-drained soil in full sun, and have a long flowering period from spring to summer.
where not only industries dispose of waste water, but also unpurified sewerages are drained into this river.
They believed that baths drained the spirits of the bathers, and that to revive the three vital principles in the body, the animal, the spiritual and the natural, the bath's walls should be covered with pictures of activities like hunting, of lovers, and of gardens and palm trees.
In 1859 Sydney"s sewerage system consisted of five outfall sewers which drained to Sydney Harbour.
Synonyms:
exhausted, empty,
Antonyms:
active, live, undrained,