<< doormats doorn >>

doormen Meaning in Odia (Oriya). ( doormen ଶବ୍ଦର ଓଡିଆ ଅର୍ଥ)



ଦ୍ୱାରପାଳ,

Noun:

ଦ୍ୱାରପାଳ,

doormen తెలుగు అర్థానికి ఉదాహరణ:

ତାଙ୍କୁ ଅହିରାବଣଦ୍ୱାରା ପାତାଲଲୋକର ଦ୍ୱାରପାଳ ଭାବରେ ନିଯୁକ୍ତ କରାଯାଇଥିଲା ।

ଏହି ବିଗ୍ରହଙ୍କ ସଙ୍ଗରେ ମାଧବ, ଆଗରୁ ରଥରେ ବ୍ୟବହୃତ ହୋଇଥିବା ରଥର ସାରଥି, ଘୋଡ଼ା, ପାର୍ଶ୍ୱଦେବତା, ଶୁଆ, ଦ୍ୱାରପାଳ, ଧ୍ୱଜାଦଣ୍ଡ ଓ ମହାପ୍ରଭୁଙ୍କର ଖଟଶେଜ ଆଦିକୁ ମଧ୍ୟ ସମାଧିସ୍ଥ କରାଯାଏ ।

ଚଉଷଠି ଯୋଗିନୀ ପୀଠର ଚାରିପଟେ ସାଧକଙ୍କ ସୁରକ୍ଷା ନିମନ୍ତେ ୯ଟି ଯକ୍ଷିଣୀ ଥିବାବେଳେ ଦୁଇଟି କ୍ଷେତ୍ରୀୟ ଓ ଯକ୍ଷ ଦ୍ୱାରପାଳ ରହିଛନ୍ତି ।

|ଭାଗବତ ପୁରାଣର ବର୍ଣ୍ନନା ଅନୁସାରେ କୁମ୍ଭକର୍ଣ୍ଣ ପୂର୍ବ ଜନ୍ମରେ ବିଷ୍ଣୁଙ୍କ ଦ୍ୱାରପାଳ ବିଜୟ ଥିଲେ ।

ଘଟଣାକ୍ରମରେ ବିଜୟ ତାଙ୍କ ଭାଇ ତଥା ଅନ୍ୟ ଦ୍ୱାରପାଳ ଜୟ ବ୍ରହ୍ମାଙ୍କ ଚାରି ମାନସ ପୁତ୍ର ସନତ, ସନନ୍ଦନ, ସନାତନ ଏବଂ ସନତ କୁମାରଙ୍କଦ୍ୱାରା ଅଭିଶାପରେ ଦଣ୍ଡିତ ହୋଇଥିଲେ ।

ରଥଯାତ୍ରା ପୂର୍ବଦିନ ଭୋର ୪ଟାରୁ ମଙ୍ଗଳା ଆଳତୀ ଆରମ୍ଭ ହୋଇ ଅବକାଶ ନୀତି, ରୋଷପାକ, ସାହାଣ ମେଲା ଦର୍ଶନ, ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ପୂଜା, ମା ଭୁବନେସ୍ୱରୀଙ୍କ ପୂଜା, ସକାଳ ଧୂପ, ଭୋଗ ମଣ୍ଡପ, ବେଶ ସଜ୍ଜା ଓ ଦିନ ୨ଟା ସୁଦ୍ଧା ମହାପ୍ରଭୁ ଲିଙ୍ଗରାଜ, ବାସୁଦେବ ଓ ମା ଭୁବନେଶ୍ୱରୀ ବା ରୁକୁଣାଙ୍କ ପହଣ୍ଡି ହୋଇଥାଏ ।

କବାଟ ନିକଟରେ ଦ୍ୱାରପାଳ ଭାବରେ ଦୁଇଟି ସଶସ୍ତ ଶୈବ୍ୟ ଦ୍ୱାରପାଳ ମୂର୍ତି ମଧ୍ୟ ରହିଛି ।

ହନୁମାନ ଏହାର ଦ୍ୱାରପାଳ ଅଟନ୍ତି ।

ଏହି ଦ୍ୱାରଟି ବିଷ୍ଣୁଙ୍କ ଦ୍ୱାରପାଳ ଜୟ ଓ ବିଜୟଙ୍କ ନାମ ଅନୁସାରେ ହୋଇଛି ।

ଦ୍ୱାରପାଳ ଅଛନ୍ତି ଜୟ-ବିଜୟ ।

ଏଠାରେ ପ୍ରତ୍ୟହ 'ଦ୍ୱାରପାଳ ପୂଜା' କରାଯାଏ ।

ଏହି ତୋରଣର ଉପର ଅଂଶରେ ଦୁଇଟି ଦ୍ୱାରପାଳ ମୂର୍ତ୍ତି ବିଦ୍ୟମାନ ।

ଆହୁରି ମଧ୍ୟ ସେମାନେ ରାଜମହଲ ଭିତରକୁ ପଶି ଦ୍ୱାରପାଳ ଓ ଜଗୁଆଳିମାନ‌ଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ ।

doormen's Usage Examples:

The Garage has had two doormen Sam "The Man" and Jon Hampton Graff, Laura (2012-04-30).


industry including housekeepers, cooks, servers, dishwashers, doormen, and concierges walked off the job as members of the Unite Here labor union.


In New York City, doormen and elevator operators are unionized and typically represented by SEIU.


pressing of a record they would play it to people they called the old greys – doormen in grey suits.


usually led him to be cast as a comic heavy, and often played policemen, doormen, prizefighters, or bullies.


roles such as stable grooms, janitors, elevator operators, valets, cooks, bellhops, doormen, butlers, and bartenders.


They also resemble Jai and Vijay, the doormen of Lord.


staffers were required to wear Russian tunics for this engagement, and the doormen wore full-length Cossack coats, fur hats and accessories.


hospitality rooms, private outdoor garden and park, valet parking and full-time doormen and security.


There are also relics of two doormen.


myths descended from them), including that of Nergal overcoming the seven doormen guarding the gates to the Underworld.


Harold"s Cafe for breakfast, but were followed by Koschmider"s doormen with coshes, who beat the musicians as punishment.


United States, 32BJ members include office cleaners, security officers, doormen, porters, maintenance workers, engineers, bus drivers and aides, window.



Synonyms:

porter, night porter, gatekeeper, ostiary, door guard, doorkeeper, commissionaire, hall porter, guard, ticket collector, ticket taker,

Antonyms:

employer, layman, refrain,

doormen's Meaning in Other Sites