doolie Meaning in Odia (Oriya). ( doolie ଶବ୍ଦର ଓଡିଆ ଅର୍ଥ)
ଡୁଲି, ପାଲାନ୍କିନ୍,
Noun:
ମଟ୍ଟେ |,
People Also Search:
doolittledoom
doomed
doomful
dooming
dooms
doomsday
doomsday book
doomsdays
doomsman
doomster
doomy
doon
doone
door
doolie తెలుగు అర్థానికి ఉదాహరణ:
ଚତୁର୍ଥ ଶତାବ୍ଦୀର ବୋୱର୍ ପାଣ୍ଡୁଲିପିଦ୍ୱାରା ଚରକ ସଂହିତା ଉଦ୍ଜୀବିତ ରହିଥିଲା ।
କାକବିନ ରାମାୟଣର ପୁରୁଣା ପାଣ୍ଡୁଲିପି ଓ ପୋଥିକୁ ଯେପରି ସଂରକ୍ଷିତ କରି ରଖାଯାଇଛି ସେଥିରୁ ଏହାର ଲୋକପ୍ରିୟତା ଓ ଆଦୃତି କେତେ ଅଧିକ ଥିଲା ତାହାର ସମ୍ୟକ ଧାରଣା ମିଳିଥାଏ ।
କିନ୍ତୁ ୯୫୦ରେ ଲିଖିତ ଏକ ପାଣ୍ଡୁଲିପିରେ କୁହାଯାଇଛି ଯେ, ଉକ୍ତ ସମୟରେ ଏହି ଶାଳଟି ପ୍ରାୟ ୪୮ ମିଟର ଉଚ୍ଚତା ସହ ସବୁଠାରୁ ଉଚ୍ଚ କୋଠା ଥିଲା, ଯାହା ୪୫ ମିଟର ଉଚ୍ଚର ତୋଦାଇଜି ବୌଦ୍ଧ ମନ୍ଦିରଠାରୁ ମଧ୍ଯ ଉଚ୍ଚ ।
ନାମରେ ପ୍ରାଚୀନ ନେପାଳର ସଙ୍ଗୀତ ପାଣ୍ଡୁଲିପିରେ ମୃଦଙ୍ଗ ଉପରେ ଏକ ଦୀର୍ଘ ପ୍ରବନ୍ଧ ରହିଛି ଯାହାର ନାମ ହେଉଛି ମୃଦଙ୍ଗ ଅନୁକରଣମ ।
ବର୍ତ୍ତମାନ ମଧ୍ୟ ଆହୁରି ପୁରାତନ ପୁସ୍ତକ , ଦଲିଲ , ପାଣ୍ଡୁଲିପି ସଂଗ୍ରହ କାର୍ଯ୍ୟ କରାଯାଉଛି ।
ସେହି ପାଣ୍ଡୁଲିପିରେ ୧୨ଟି ଦୋହା, ୧୦ଟି କବିତା ଓ ୩ଟି ସୱିଇୟା ଲିଖିତ ଥିଲା ।
ପରବର୍ତ୍ତୀ କାଳରେ ସେହି ପାଣ୍ଡୁଲିପି ସି.ଇ. ଲୁଆର୍ଡ଼ ହାତରେ ପଡ଼ିଥିଲେ ଓ ତାହାକୁ ଏଲ.ଏମ. କ୍ରମ୍ପ ଇଂରାଜୀ ଭାଷାରେ ସନ ୧୯୨୬ରେ ଅନୁବାଦ କରି ତାହାର ଶୀର୍ଷକ ରଖିଥିଲେ: ପଦ୍ମ ମହିଳା ମାଣ୍ଡୁର ରାଣୀ ରୂପମତୀ: ଅସାମାନ୍ୟ ବିଶ୍ୱସ୍ତତାର କାହାଣୀ (The Lady of the Lotus: Rupmati, Queen of Mandu: A Strange Tale of Faithfulness in 1926)।
ବୋୱର୍ ପାଣ୍ଡୁଲିପି ଦୃଢ଼ବଳଙ୍କ କୃତି କିନ୍ତୁ ଏଥିରେ ସ୍ଥାନ ପାଇଥିବା ଚରକଙ୍କ ନିୟମମାନ ବହୁବର୍ଷ ପୂର୍ବେ ପ୍ରଣୀତ ହୋଇଥିଲା ।
ମୂଳ ପାଣ୍ଡୁଲିପିଟି ତାଙ୍କ ନାତି ଫୁଲାଦ ଖାନ ହାତରେ ପଡ଼ିବା ପରେ ନିଜ ସାଙ୍ଗ ମିର ଜାଫର ଅଲି ସାଥିରେ ମିଶି ସନ ୧୬୫୩ରେ ସେହି ପାଣ୍ଡୁଲିପିର ଏକ ପ୍ରତିଲିପି (କପି) ତିଆରି କଲେ ।
ଏହା ବ୍ୟତୀତ ଏଠାରେ ହୋଇଥିବା ବିଭିନ୍ନ ସର୍ବେକ୍ଷଣରୁ ଖ୍ରୀଷ୍ଟାବ୍ଦ ଦ୍ୱାଦଶରୁ ଚତୁର୍ଦ୍ଦଶ ଶତାବ୍ଦୀ କାଳର ବହୁ ମୂଲ୍ୟବାନ ବୌଦ୍ଧ ଚିତ୍ର, ମୂର୍ତ୍ତି, ପାଣ୍ଡୁଲିପି ତଥା ଅନ୍ୟାନ୍ୟ ସାମଗ୍ରୀ ଆବିଷ୍କୃତ ହୋଇପାରିଛି ।
ପରବର୍ତ୍ତୀ ଗୁରୁମାନଙ୍କଦ୍ୱାରା ଦୀନବନ୍ଧୁ ଦାସଙ୍କ ପାଣ୍ଡୁଲିପିକୁ ସଂଶୋଧନ କରି ସେଥିରେ ଛାନ୍ଦ ଚୌପଦୀ ସଂଯୋଗ କରିବା ଫଳରୁ ଏହାକୁ ସମସ୍ତ ଶ୍ରେଣୀର ଲୋକ ଗ୍ରହଣ କଲେ ।
| ପାଣ୍ଡୁଲିପି |ସ୍କନ୍ଦ ପୁରାଣର ପାଣ୍ଡୁଲିପି ନେପାଳ, ତାମିଲନାଡୁ (ତାମିଲ୍:கந்த புராணம்)ଓ ଭାରତର ଅନ୍ୟ କେତେକ ସ୍ଥାନରୁ ମିଳିଛି ।
ଏହା ପରେ ସେ ତାଙ୍କର ସମସ୍ତ ପ୍ରଦର୍ଶନ ନିମନ୍ତେ ନିଜେ ପାଣ୍ଡୁଲିପି ଲେଖିଥିଲେ ।
doolie's Usage Examples:
However, in the growing chaos of the faltering attack, the doolie carriers left the injured Nicholson by.
eventually relented and was placed in a doolie.
between the three became heated during the day, Petty calling it "a wing-doolie" of a race.
He assumes that it is a group of doolie-bearers who"ve just arrived.
official literature from the US Air Force Academy still uses the word "doolie" extensively, the term was never particularly popular with cadets and fell.