<< donnybrooks donors >>

donor Meaning in Odia (Oriya). ( donor ଶବ୍ଦର ଓଡିଆ ଅର୍ଥ)



ଦାତା,

Noun:

ଦାତା |,

People Also Search:

donors
dons
donship
dont
donut
donuts
donzel
doob
doodad
doodads
doodle
doodlebug
doodlebugs
doodled
doodler

donor తెలుగు అర్థానికి ఉదాహరణ:

| ଆଜିକାର ଦିନରେ ଦରମା ଏବଂ ଅନ୍ୟାନ୍ୟ ଦେୟ |ଆଜି, ବେତନର ଧାରଣା ସମୁଦାୟ ନିଯୁକ୍ତିର ଏକ ଅଂଶ ଭାବରେ ବିକଶିତ ହେବାରେ ଲାଗିଛି ଯାହା ନିଯୁକ୍ତିଦାତା କର୍ମଚାରୀମାନଙ୍କୁ ପ୍ରଦାନ କରନ୍ତି ।

|ଆଜିକାଲି, ଅଧିକାଂଶ ବିକଶିତ ଦେଶରେ ବୃଦ୍ଧାବସ୍ଥାରେ ଅବସର ପରେ ପେନ୍ସନ୍ ଯୋଗାଇବା ପାଇଁ ବ୍ୟବସ୍ଥା ଅଛି, ଯାହା ନିଯୁକ୍ତିଦାତା କିମ୍ବା ରାଜ୍ୟଦ୍ୱାରା ଅନୁଦାନ ପ୍ରାପ୍ତ ।

ସେମାନେ ୩୧ ଡିସେମ୍ବର ୨୦୧୫ ପୁର୍ବରୁ ଜାତୀୟ ପେନସନ ବ୍ୟବସ୍ଥା ଯୋଗ ଦେଇଥିବେ ଏବଂ ଆୟକରଦାତା ହୋଇନଥିବେ ।

ମଣ୍ଡେଲା ଅନ୍ୟ ସମ୍ବାଦଦାତାଙ୍କ ସହିତ ଗୋପନରେ ସାକ୍ଷାତ କରି ଏହା ଜଣେଇଦେଇଥିଲେ ଯେ ପ୍ୟାନ-ଆଫ୍ରିକାନ-କଂଗ୍ରେସର ପୋକୋ ଗୋଠସହ ମିଶି ଅଣ-ଅପାର୍ଥିଡ଼ ମାନେ ଏକ ବଡ଼ ବିପ୍ଳବ କରିବେ ।

"|ତାଙ୍କ ଅର୍ଥନୈତିକ ପରାମର୍ଶଦାତା ମାନେ ତାଙ୍କୁ ଟିକସ ହ୍ରାସ କରିବାର ଉପଦେଶ ଦେଲେ କିନ୍ତୁ ତା ବଦଳରେ କେନେଡ଼ି ଏକ ସନ୍ତୁଳିତ ବଜେଟ ବାଛିଲେ ।

୧୯୯୪ ଅପ୍ରେଲରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଉଦ୍ୟୋଗ ପରାମର୍ଶଦାତା ସମିତି (୧୯୯୪-୧୯୯୬), କୃଷି ମନ୍ତ୍ରଣାଳୟ ପରାମର୍ଶଦାତା ସମିତି, ବ୍ୟାପାର ପରାମର୍ଶଦାତା ସମିତି, ଆବାସ ସମିତି ଏବଂ ମାନବ ସଂସାଧନ ବିକାଶ ସମିତି ସହିତ ଜଡ଼ିତ ହୋଇଥିଲେ ।

ଜର୍ମାନ ରେଡ଼ିଓ ପାଇଁ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ ।

ବୃକ୍‌କ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲେ ଅନ୍ୟ ଏକ ଦାତାଠାରୁ ଏକ ବୃକ୍‌କ ଆଣି ପ୍ରତିସ୍ଥାପନ କରାଯାଏ ଓ ରିଜେକସନ (rejection) ନହେବା ନିମନ୍ତେ ଇମ୍ମ୍ୟୁନୋସପ୍ରେସାଣ୍ଟ (immunosuppressant) ଦିଆଯାଏ ।

ନ୍ୟାସନାଲ ସିକ୍ୟୁରିଟି ଆକ୍ଟ, ୧୯୮୦ ଅଧୀନରେ ଗଠିତ ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡର ଅଧ୍ୟକ୍ଷ ଭାବେ ଜଷ୍ଟିସ ମହାନ୍ତିଙ୍କୁ ମନୋନୀତ କରାଯାଇଥିଲା ।

୧୯୯୬ରେ ମୁକ୍ତିଲାଭ କରିଥିବା ନାଗାର୍ଜୁନଙ୍କ ପ୍ରଜୋଜିତ ଏବଂ ଅଭିନୀତ ଚଳଚ୍ଚିତ୍ର ‌ନିନ୍ନେ ପେଲ୍ଲାଦାତା‌ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସେହି ବର୍ଷର ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର ଘୋଷିତ ହୋଇଥିଲା ।

ତା ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା

କେବଳ ମାତ୍ର ଯେ ନିଯୁକ୍ତି ଦାତା ଓ କର୍ମଚାରୀଙ୍କ ମଧ୍ୟରେ ଯୌନ ଉତ୍ପୀଡ଼ନ ଘଟଣା ଘଟୁଛି ତା’ ନୁହେଁ; ଅନେକ କ୍ଷେତ୍ରରେ ଗୋଟିଏ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ମଧ୍ୟ ଯୌନ ଉତ୍ପୀଡ଼ନ ଘଟଣା ବହୁଳ ଭାବେ ଦେଖିବାକୁ ମିଳୁଛି।

| ଆଧାର |୧୯୧୧ ଜନ୍ମ|୧୯୬୯ ମୃତ୍ୟୁ|ଓଡ଼ିଆ ଲୋକ|୧ମ ଓଡ଼ିଶା ବିଧାନ ସଭାର ସଭ୍ୟ ଜିୟା ମୋଦୀ (ଜନ୍ମ ୧୯ ଜୁଲାଇ ୧୯୫୬) ଜଣେ ଭାରତୀୟ ଆଇନ ପରାମର୍ଶ ଦାତା

donor's Usage Examples:

Input from MMAL resulted in a wider car than the Japanese donor model to suit the Australian market and to compete with the popular Ford Falcon and Holden Commodore.


The charge-transfer association occurs in a chemical equilibrium with the independent donor (D) and acceptor (A) molecules: D + A.


hydrogen bond donors, acceptors, lipophilic areas, positively and negatively ionizable chemical groups) that describe the interaction of a bound small organic.


him on a frantic search to find the donor"s killer before a similar fate befalls him.


donor impurities create states near the conduction band while electron acceptor impurities create states near the valence band.


As of 2019, only thirty-one percent of the roughly 440,000 donors in Canada's stem cell registry are ethnically diverse—a figure that decreases to only three percent when examining those who are of mixed race.


York Times referred to modern American plutocrats as "The Donor Class" (list of top donors) and defined the class, for the first time, as "a tiny group.


thrombocytopenia, post-transfusion purpura, and some cases of platelet transfusion refractoriness to infusion of donor platelets.


sometimes used, where valves are used from human donors, as in aortic homografts and pulmonary autografts.


stars are so close together that the less dense donor star transfers matter to the white dwarf.


On the Democratic side, 2018 nominee Sri Preston Kulkarni won the nomination again in the March 3 primary, while on the Republican side a large number of candidates ran, including Fort Bend County Sheriff Troy Nehls, GOP donor Kathaleen Wall, and Pierce Bush, a member of the Bush family.


These astrophysical systems are composed of an accreting compact object, and a main sequence companion "donor" star.



Synonyms:

settlor, bestower, subsidizer, helper, tipper, altruist, contributor, giver, philanthropist, benefactor, abnegator, subscriber, subsidiser, conferrer, presenter, trustor, Indian giver, almsgiver,

Antonyms:

nonworker, captor, bad person,

donor's Meaning in Other Sites