donated Meaning in Odia (Oriya). ( donated ଶବ୍ଦର ଓଡିଆ ଅର୍ଥ)
ଦାନ କରାଯାଇଛି, ଦାନ କରନ୍ତୁ,
Verb:
ଦାନ କରନ୍ତୁ |,
People Also Search:
donatellodonates
donating
donation
donations
donatism
donatist
donative
donator
donators
donatory
doncaster
donder
dondering
done
donated తెలుగు అర్థానికి ఉదాహరణ:
| ସମ୍ମାନ |ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ମାନଜନକ "ଡକ୍ଟରେଟ ଇନ ଲ" ପ୍ରଦାନ କରାଯାଇଛି ।
| ଆଧାର |ଚିକିତ୍ସା ବିଜ୍ଞାନ ଏହି ସନ୍ଦର୍ଭରେ ପୃଥିବୀର ସର୍ବାଧିକ ଜନବହୁଳ ସହର ଗୁଡିକର ତାଲିକା ପ୍ରଦାନ କରାଯାଇଛି ଯାହା କେବଳ ସହରମାନଙ୍କ ଜନସଂଖ୍ୟା ଉପରେ ଆଧାରିତ ।
|ଉପଯୁକ୍ତ ଦରକାରୀ ବ୍ୟକ୍ତିକୁ ଯେଭଳି ଏ ସୁବିଧା ପହଞ୍ଚିପାରିବ ପ୍ରତି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏକ ନିର୍ଦ୍ଧିଷ୍ଟ ଆର୍ଥିକ ସୀମା ମଧ୍ୟରେ ଏହି ପାଣ୍ଠିରୁ ଖର୍ଚ୍ଚ କରିବାର କ୍ଷମତା ପ୍ରଦାନ କରାଯାଇଛି ।
ପ୍ରାରମ୍ଭିକ ଭାବେ ସୁଭାଷଙ୍କ ଲିଖିତ ଆତ୍ମଜୀବନୀ ଭାରତ ପଥିକ ଓ ସୁଭାଷ ଚନ୍ଦ୍ରର ଅନ୍ତର୍ଧ୍ୟାନର କାହାଣୀ ନାଟ୍ୟକାର ଓ କଥାଚିତ୍ର ନିର୍ଦ୍ଦେଶକ ଗୋପାଳ ଘୋଷଙ୍କଦ୍ୱାରା ଦାନ କରାଯାଇଛି ।
|କାମ୍ବୋଡିଆରେ ମାଛ ଧରିବା ପାଇଁ ପ୍ରଣୀତ ନିୟମାନୁସାରେ ଈରାବତୀ ଡଲ୍ଫିନ୍ମାନଙ୍କୁ ସଙ୍କଟାପନ୍ନ ପ୍ରାଣୀ ଭାବେ ଅଭିହିତ କରାଯାଇ ସେମାନଙ୍କୁ ଆଇନ୍ ଦୃଷ୍ଟିକୋଣରୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯାଇଛି ।
ଆଇ. ବି. ଏମ୍.ଦ୍ୱାରା ଏହାକୁ "ଦି ସେଣ୍ଟର୍ ଅଫ୍ ଏକ୍ସଲେନ୍ସ"ର ମର୍ଯ୍ୟାଦା ପ୍ରଦାନ କରାଯାଇଥିବ ବେଳେ ବି. ଟେକ.ର ୫ଟି ବିଭାଗକୁ ଏ. ଆଇ. ସି. ଟି. ଇ. ପକ୍ଷରୁ "ନ୍ୟାସନାଲ୍ ବୋର୍ଡ୍ ଅଫ୍ ଆକ୍ରିଡିଟେସନ୍" ପ୍ରଦାନ କରାଯାଇଛି ।
୨୦୧୫ବର୍ଷରେ ଏହି ସମ୍ମାନ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି ।
ଏହି ମିଶନରେ ଜୁନ ୨୦୧୯ ପର୍ଯ୍ୟନ୍ତ ସମୂଦାୟ ୯୭୮ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଏହି ପୁରସ୍କାର ବର୍ତ୍ତମାନ ସୁଦ୍ଧା ୨୨ଟି ଦେଶର ୬୫ଜଣ ବୈଜ୍ଞାନିକଙ୍କୁ ପ୍ରଦାନ କରାଯାଇଛି ।
|ତାଙ୍କୁ ପାକିସ୍ଥାନର ଛାତ୍ରୀ ମଲାଲା ୟୁସୁଫଜାଇଙ୍କ ସହ ମିଳିତ ଭାବେ ୨୦୧୪ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି ।
| ସମ୍ପୂର୍ଣ୍ଣ ସୂଚୀ |ବିରଳତା ଦୃଷ୍ଟିରୁ ଗୌରହରି ଗ୍ରନ୍ଥାବଳୀର ପୁରାତନ ସଂସ୍କରଣରେ ପ୍ରକାଶିତ ହୋଇଥିବା ସମସ୍ତ ଚଉପଦୀ କବିତାଗୁଡ଼ିକର ସୂଚୀ ତଳେ ପ୍ରଦାନ କରାଯାଇଛି ।
|ଜେମିନି-୧୦ ଅଭିଯାନରେ ତାଙ୍କର କୃତି ପାଇଁ ସହଯୋଗୀ ୟଙ୍ଗଙ୍କ ସହ ନାସାଦ୍ୱାରା ତାଙ୍କୁ ୧୯୬୬ ମସିହାରେ NASA Exceptional Service Medal ପ୍ରଦାନ କରାଯାଇଛି ।
ତେବେ ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ ସର୍ତ୍ତଗୁଡିକୁ ଠିକଭାବେ ଯାଞ୍ଚ ନ କରାଯାଇ କେନ୍ଦ୍ରୀୟ ଜଳ କମିଶନ ଓ ଯାନ୍ତ୍ରୀକ ଉପଦେଷ୍ଟା କମିଟିଦ୍ୱାରା ପୋଲାଭରମକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ବୋଲି ସେ ଅଭିଯୋଗ କରିଥିଲେ ।
donated's Usage Examples:
In the late 1960s/early 1970's John Hay Whitney donated two small parcels of land in Manhasset to the County of Nassau and to the Manhasset-Lakeville Volunteer Fire Department.
Hamilton, commissioned Conrads to sculpt this statue, which was dedicated on November 22, 1880, and donated to the.
The Centre started out in a suburban house on Divinity Road with three students and a small library of donated books.
The North Circular products are hand knit in the UK with British yarns, from which 5% of all profits, and all of Cole's, are donated to the Environmental Justice Foundation.
The church is named in honor of the congregant who donated "8,000 of the "8,500 cost of its construction.
In 2004, portable bleachers were donated to UNM by the city of Albuquerque in 2004 to take the stadium's capacity beyond 39,000.
As a curling player he was active with the Ottawa Curling Club, and he donated a trophy to the club for competition.
He and his wife had previously stated that their farm would be donated to be converted into a city park after their deaths.
Under Aw Cheng Chye as chairman, Haw Par Brothers (Private) also attempted to sell Tiger Balm Garden of Hong Kong in 1961; the last piece of the garden was sold to Cheung Kong in 1998 and the main building of the mansion was donated to the Hong Kong Government.
Dahl was also among the founding fathers of the National Gallery of Norway (Norwegian: Nasjonalgalleriet), now the National Museum of Art, Architecture and Design, and donated his own art collection to the institution.
The victim had declined to accept the monetary compensation, and the court ordered that it be donated to women's organisations.
with his wife, he donated money to build the Providor as their golden wedding anniversary gift.
Synonyms:
present, gift, pledge, subscribe, give,
Antonyms:
starve, take, withdraw, deny, borrow,