<< doctoral doctorates >>

doctorate Meaning in Odia (Oriya). ( doctorate ଶବ୍ଦର ଓଡିଆ ଅର୍ଥ)



ଡକ୍ଟରେଟ୍, ଉଚ୍ଚ ପଦସ୍ଥ ବ୍ୟକ୍ତି,

Noun:

ଡକ୍ଟରେଟ୍,

doctorate తెలుగు అర్థానికి ఉదాహరణ:

ସେ ବିଜ୍ଞାନରେ ଡକ୍ଟରେଟ୍ ପାଇବାରେ ପ୍ରଥମ ଭାରତୀୟ ମହିଳା ଥିଲେ ।

ବମ୍ବେ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ଲାଭ କରିସାରିଲା ପରେ ସେ ଇଂଲଂଡ୍ର ଅକ୍ସଫର୍ଡ୍ ବିଶ୍ୟବିଦ୍ୟାଳୟକୁ ଶିକ୍ଷାଳାଭ ପାଇଁ ଗଲେ ।

ଅଗଷ୍ଟ ୨୦୧୧ରେ ଦି ମୋଣ୍ଟଫୋର୍ଟ ୟୁନିଭର୍ସିଟି ତରଫରୁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ମଧ୍ୟ ମିଳିଛି ।

ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି ଦେଇଛି ।

|ବୃତ୍ତି ପାଇ ପାଭ୍ଲଭ୍ ଏକ ଗବେଷଣାଗାରରେ କାର୍ଯ୍ୟ କରିବା ସହିତ ନିଜର ଡକ୍ଟରେଟ୍ ଡିଗ୍ରୀ ପାଇଁ ଗବେଷଣା ନିବନ୍ଧ ଲେଖିଥିଲେ ଓ ୧୮୮୩ ମସିହାରେ ଡକ୍ଟରେଟ୍ ଡିଗ୍ରୀରେ ଭୂଷିତ ହୋଇଥିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମାଜତତ୍ତ୍ୱରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରି ସେ ୧୯୯୯ ମସିହାରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଲେ ।

ଅର୍ଥନୀତି, ଶିକ୍ଷା ଏବଂ ମାନବିକ ଅଧିକାରରେ ସଂସ୍କାର ଆଣିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ବିକ୍ରମସିଂହେ ଅଷ୍ଟ୍ରେଲିଆର ଡେକିନ୍ ବିଶ୍ୱବିଦ୍ୟାଳୟରୁ ଫେବୃଆରୀ ୧୪, ୨୦୧୭ରେ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧୀରେ ସମ୍ମାନିତ କରାଯାଇଛି ।

ସେ ସଂଗୀତ ବିଷାରଦ,ସଂଗୀତ ଭାସ୍କର ଆଦି ପାଠ୍ୟକ୍ରମରେ ସ୍ୱର୍ଣ୍ଣପଦକ ପ୍ରାପ୍ତ ହେବା ସହ ସଂଗୀତର ଉଚ୍ଚତର ଗବେଷଣା କରି ଡକ୍ଟରେଟ୍ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି ।

|ଆବିଷ୍କାର|୧୮୭୯ ମସିହାରେ ମେରିଲ୍ୟାଣ୍ଡ୍‍ର ବାଲ୍ଟିମୋର୍‍ସ୍ଥିତ ଜନ୍ ହପ୍‍କିନ୍‍ସ୍ ବିଶ୍ୱବିଦ୍ୟାଳୟରେ ନିଜ ଡକ୍ଟରେଟ୍ ଡିଗ୍ରୀ ପାଇଁ ପରୀକ୍ଷଣ କରୁଥିବା ସମୟରେ ଏଡ୍‍ୱିନ୍ ହଲ୍ ଏହି ପ୍ରଭାବ ପ୍ରଥମ ଥର ଦେଖିଥିଲେ ।

doctorate's Usage Examples:

He obtained his doctorate of philosophy at the university of Erlangen in 1781 with a thesis entitled De varietatibus specierum in naturale productis.


obtaining his doctorate in 1887 with a thesis on manganite, polianite and pyrolusite.


The University of Surrey then awarded Musk an [doctorate].


After a year as a laboratory assistant, he went to Germany for further study and received his doctorate from the University of Leipzig.


Jones holds a Doctor of Letters from the University of Technology Sydney and honorary degrees from University of Wollongong, Doctor of Science from Macquarie University and Doctor of Laws from the University of Melbourne, and doctorates from Griffith and Deakin Universities.


He had also arranged for Bruckner's career to be supported in other ways, including financial assistance from the nobility, and an honorary doctorate from the University of Vienna.


from Yale Law School, and an honorary doctorate of laws from Georgetown University.


He has a doctorate in disaster management, he also has a bachelor of Law degree and master of business administration degree.


She also managed to keep her literary career on track, continuing to publish short stories and winning several awards for her work, including the Katherine Mansfield Prize in 1961, Guggenheim Fellowships in 1959 and 1961, and an honorary doctorate from UCD in 1968.


Lu obtained his doctorate in 1981, based on his dissertation Entwicklung vorgesteuerter Proportionalventile mit 2-Wege-Einbauventil als Stellglied und mit geräteinterner Rückführung.


by doctorates in canon law, and then in the thirteenth century by doctorates in medicine, grammar, logic and philosophy.


doctorate in law with a dissertation entitled De eo quod justum est circa ludos scenicos operasque modernas.


He went on for graduate study and earned a doctorate in anthropology from Yale University in 1937.



Synonyms:

Doctor of Public Health, D.A., Doctor of Medicine, Doctor of Theology, Doctor of Philosophy, academic degree, DD, AMusD, DMD, MD, DPH, DMus, Doctor of Education, DEd, DO, OD, Doctor of Arts, Doctor of Musical Arts, Doctor of Optometry, EdD, MusD, DDS, doctor"s degree, Doctor of Dental Surgery, Doctor of Sacred Theology, ThD, degree, STD, Doctor of Music, Doctor of Divinity, Doctor of Dental Medicine, Doctor of Osteopathy,

Antonyms:

immoderation, intense, high, mild, low,

doctorate's Meaning in Other Sites