<< divorcing divot >>

divorcive Meaning in Odia (Oriya). ( divorcive ଶବ୍ଦର ଓଡିଆ ଅର୍ଥ)



ଛାଡପତ୍ର,

Noun:

ଫରାକାଟ |, ପରିତ୍ୟାଗ, ଛାଡପତ୍ର |,

Verb:

ବିଚ୍ଛିନ୍ନ କର |, ପରିତ୍ୟାଗ କରିବା, ପତ୍ନୀ ଛାଡିବା, ବିଚ୍ଛିନ୍ନ କରନ୍ତୁ |, ଛାଡପତ୍ର |,

People Also Search:

divot
divots
divulgate
divulge
divulged
divulgement
divulgence
divulgences
divulges
divulging
divulsion
divulsive
divvies
divvy
divying

divorcive తెలుగు అర్థానికి ఉదాహరణ:

ପରେ ସେ ଟେଲିଫୋନଦ୍ୱାରା ସେହି କନ୍ୟାକୁ "ଟ୍ରିପଲ ତଲାଖ"ଦ୍ୱାରା ଛାଡପତ୍ର ଦେଇଦେଲେ ।

ତେବେ, ପରବର୍ତ୍ତୀ ସମୟରେ ବୈଦିକ ଧର୍ମରେ କୁସଂସ୍କାରର ପ୍ରବେଶ ଯୋଗୁଁଁ ବିବାହ ସମ୍ପର୍କିତ ବ୍ୟାପାରରେ ସ୍ୱାମୀ ଏବଂ ସ୍ତ୍ରୀର କର୍ତ୍ତବ୍ୟ ତଥା ଅଧିକାର ସ୍ପଷ୍ଟ କରିବା ସହ ଛାଡପତ୍ର ବା ବିବାହ ବିଛେଦ ବ୍ୟବସ୍ଥାର ଆବଶ୍ୟକତା ଅନୁଭୂତ ହେଲା ।

୧୯୫୩ରେ ପିତାମାତାଙ୍କ ଛାଡପତ୍ର ପରେ ସେ ତାଙ୍କ ପିତାଙ୍କଦ୍ୱାରା ପାଳିତ ହୋଇଥିଲେ ।

ବିଭିନ୍ନ ଧର୍ମରେ ବିବାହ ତଥା ଛାଡପତ୍ରର ମହତ୍ତ୍ୱ ଅଲଗା ।

ତତ୍‌କାଳୀନ ମୁଖ୍ୟ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ତାଙ୍କ ରାୟରେ ଏକଥା ସ୍ପଷ୍ଟ କଲେ କି ଧାରା ୪୯୭ ଅସାମ୍ବିଧାନିକ ହେଲେ ବି ଏହା ପୂର୍ବ ଭଳି ଛାଡପତ୍ର ମାମଲାରେ ଏକ କାରଣ ଭାବେ ଗଣ୍ୟ ହେବ ।

ଏ ସମ୍ପର୍କିତ ମୁସଲିମ ଆଇନରେ ବିବାହ ବିଚ୍ଛେଦ ଦୁଇ ପ୍ରକାର ହୋଇପାରିବ, ଯଥା,|୧) ନ୍ୟାୟୀକ ବିବାହ ବିଚ୍ଛେଦ|"ମୁସଲିମ ବିବାହ ଅଧିନିୟମ ୧୯୩୯" ର ଧାରା ୨ର ବ୍ୟବସ୍ଥା ଅନୁଯାୟୀ: ଜଣେ ବିବାହିତ ମୁସଲମାନ ମହିଳା ନିମ୍ନଲିଖିତ କାରଣରୁ ଯେକୌଣସି ଗୋଟିଏ କିମ୍ବା ଅଧିକ କାରଣରୁ ତାଙ୍କ ବିବାହ ବିଚ୍ଛେଦ ବା ଛାଡପତ୍ର ପାଇଁ ଏକ ଡ଼ିକ୍ରୀ ପାଇବାକୁ ହକଦାର ହେବେ ।

ଜାତାପୁ ସଂପ୍ରଦାୟରେ ଛାଡ଼ପତ୍ର, ବିଧବା ବିବାହ ଏବଂ ଛାଡପତ୍ର ହୋଇଥିବା ସ୍ତ୍ରୀର ପୁନଃବିବାହ ଅନୁମତିପ୍ରାପ୍ତ ଓ ବହୁବିବାହ ବିରୋଧରେ କୌଣସି ପ୍ରତିବନ୍ଧକ ନାହିଁ ।

|ପ୍ରାଥମିକ ଅବସ୍ଥାରେ ସ୍ୱତନ୍ତ୍ର ବିବାହ ଅଧିନିୟମରେ ଛାଡପତ୍ରର ବ୍ୟବସ୍ଥା ନ ଥିଲେ ବି, 'The Divorce Act, 1869' ର ପ୍ରାବଧାନ ପ୍ରକାରେ ଏହିମାନେ ଛାଡପତ୍ର ଡିକ୍ରୀ ହାସଲ କରିପାରିବେ ବୋଲି ଆଇନଗତ ବ୍ୟବସ୍ଥା ରହିଲା ।

ଏଥିପାଇଁ ଯେ କୋଉଣସି ପକ୍ଷ କିମ୍ବା ଉଭୟ ପକ୍ଷ (ପରସ୍ପର ସମ୍ମତି କ୍ରମେ) ଅଦାଲତର ଆଶ୍ରୟ ନେଇପାରିବେ ଏବଂ ଅଦାଲତି ପ୍ରକ୍ରୀୟା ମାଧ୍ୟମରେ ଉପଯୁକ୍ତ ସ୍ଥଳେ ଛାଡପତ୍ର ବା ବିବାହ ବିଚ୍ଛେଦର ଏକ ଡିକ୍ରୀ ହାସଲ କରିପାରିବେ ।

ଏହା ବ୍ୟତୀତ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ମାନଙ୍କ ପାଇଁ 'The Divorce Act, 1869' ରେ ବିବାହ ବିଚ୍ଛେଦ ବା ଛାଡପତ୍ର ବ୍ୟବସ୍ଥା ରହିଲା ।

ଉଭୟ ପତ୍ନୀଙ୍କ ସହ କିଛିଦିନ ମିଳିମିଶି ଚଳିବା ପରେ ସ୍ୱାମୀ ଜଣକ ପ୍ରଥମ ପତ୍ନୀ ଶାହା ବାନୁଙ୍କୁ ତଲାକ (ଛାଡପତ୍ର) ଦେଲେ ।

| ମୁସଲିମ ବ୍ୟକ୍ତିଗତ ଆଇନରେ ବିବାହ ବିଚ୍ଛେଦ |ମୁସଲିମ ବ୍ୟକ୍ତିଗତ ଆଇନ ବିବାହ ବିଚ୍ଛେଦ ପାଇଁ ଯେଉଁ ପ୍ରାବଧାନ ରହିଛି ତଦନୁସାରେ ସ୍ୱାମୀ ତାର ଇଛାନୁସାର ଅର୍ଥାତ କୋଉଣସି ଯୁକ୍ତି ଯୁକ୍ତ କାରଣ ନ ଥାଇ ବି ସ୍ତ୍ରୀକୁ ଛାଡପତ୍ର ଦେଇପାରିବ ।

ଉକ୍ତ ପ୍ରାବଧାନ ପ୍ରକାରେ ମୁସଲମାନ ପୁରୁଷଟିଏ ମାତ୍ର ତିନିଥର ତଲାକ (ଆରବୀ ଭାଷାରେ ବିବାହ ବିଚ୍ଛେଦର ପ୍ରତିଶବ୍ଦ ) ଶବ୍ଦ ଉଚ୍ଚାରଣ କରି (ମୌଖିକ, ଲିଖିତ କିମ୍ବା କୌଣସି ଇଲେକ୍ଟୋନିକ ଉପକରଣ ମାଧ୍ୟମରେ) ନିଜ ସ୍ତ୍ରୀକୁ ଆଇନତଃ ଛାଡପତ୍ର (ବିବାହବେଚ୍ଛେଦ) ଦେଇପାରିବେ ।

divorcive's Meaning in Other Sites