divergences Meaning in Odia (Oriya). ( divergences ଶବ୍ଦର ଓଡିଆ ଅର୍ଥ)
ଭିନ୍ନତା, ବିକିରଣ, ଭ୍ରାନ୍ତି, ଅପସାରଣ,
Noun:
ବିକିରଣ, ଭ୍ରାନ୍ତି |, ଅପସାରଣ,
People Also Search:
divergenciesdivergency
divergent
divergently
diverges
diverging
divers
diverse
diversed
diversely
diverses
diversification
diversified
diversifiers
diversifies
divergences తెలుగు అర్థానికి ఉదాహరణ:
ଏହି ରୋଗ ବିଷୟରେ ଏକ ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣ (autistic culture) ବିକଶିତ ହୋଇଛି; କେତେକ ରୋଗୀ ଆରୋଗ୍ୟ କାମନା କରୁଛନ୍ତି ଓ ଅନ୍ୟମାନେ ଏହାକୁ ରୋଗ ଭାବରେ ବିବେଚନା ନକରି ଏକ ଭିନ୍ନତା ରୂପେ ବିବେଚନା କରିବାକୁ ଅଧିକାର ଆନ୍ଦୋଳନ (accepted as a difference and not treated as a disorder) କରୁଛନ୍ତି ।
|ଭିନ୍ନତା|ପ୍ରାୟ ସବୁ ମନ୍ଦିରରେ ଭଗବାନଙ୍କ ମୂର୍ତ୍ତି ପଥର କିମ୍ବା ଧାତୁରେ ତିଆରି ହେଉଥିବାବେଳେ କିନ୍ତୁ ଏହି ମନ୍ଦିର ପରିସରରେ ଥିବା ସମସ୍ତ ମୂର୍ତ୍ତି କୌଣସି ଧାତୁ କିମ୍ବା ପଥରରେ ତିଆରି ନହୋଇ ୭୦ଟି ଔଷଧୀୟ ସାମଗ୍ରୀ ମିଶ୍ରଣରେ ତିଆରି ହୋଇଛି ।
ତଟକା ପ୍ରସ୍ତୁତ ହୋଇଥିବା ଓ ବୋତଲ ମସଲା ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଟମ୍ ୟୁମ୍ ସୁପ୍ର ସ୍ୱାଦରେ ଯଥେଷ୍ଟ ଭିନ୍ନତା ରହିଥାଏ ।
|ଏହି ରୋଗର କାରଣରେ ବିଭିନ୍ନତା ଦେଖାଯାଏ ।
ଭୌଗୋଳିକ ଅବସ୍ଥିତି ସହ ଏମାନଙ୍କ ରଙ୍ଗରେ ବିଭିନ୍ନତା ପରିଲକ୍ଷିତ ହୁଏ ଓ ଏହି ଆଧାରରେ ଅନେକ ପକ୍ଷୀଙ୍କୁ ଉପପ୍ରଜାତି ଭାବେ ଚିହ୍ନଟ କରାଯାଉଛି ।
ବିଭିନ୍ନତା ଓ ବିଭେଦତା ମଧ୍ୟରେ ଏକତା ସ୍ଥାପନ କରି ଓଡ଼ିଶାକୁ ଗୌରବ ବିମଣ୍ଡିତ କରିବା ଗଙ୍ଗବଂଶର ରାଜାମାନଙ୍କର ପାରଦର୍ଶିତା ପ୍ରକଶ କରିଥିଲା ।
| ଦ୍ରାବିଡ଼ ସ୍ଥାପତ୍ୟ ଶୈଳୀ |ନିର୍ମାଣ ସମୟ ଅନୁସାରେ କେତେକ ବିଭିନ୍ନତା ଦେଖାଦେଲେ ମଧ୍ୟ ଦ୍ରାବିଡ଼ ଶୈଳୀରେ ଯେଉଁ ୪ଟି ମୁଖ୍ୟ ଉପାଦାନ ରହିଛି, ତାହା ହେଲା:|- ମୁଖ୍ୟ ମନ୍ଦିରକୁ ବିମାନ କୁହାଯାଏ ।
ଏହି ଯାନିଯାତ୍ରାର ବିଭିନ୍ନତାକୁ ନେଇ "ବାର ମାସରେ ତେର ଯାତ" ନାମକ ଲୋକୋକ୍ତି ରହିଛି ।
ବୟସ୍କ ଅଣ୍ଡିରା ଓ ତରୁଣ ପାଣିଗୁଣ୍ଡୁରୀ ଦେଖିବାକୁ ପ୍ରାୟ ଏକା ପରି (କେବଳ ଛାତି ପାଖର ଦାଗରେ ଭିନ୍ନତା ଥାଏ) ।
ଛଞ୍ଚାଣ ଓ ଚିଲ ମଧ୍ୟରେ ଭିନ୍ନତା ଏତିକି ଯେ ଚିଲର ଲାଞ୍ଜ ଉଡ଼ିବା ବେଳେ କଣ୍ଟଚାମଚ ପରିଦେଖାଯାଏ ଓ ଏହା ସାମାନ୍ୟ ଛୋଟ ।
| ଅଧିନିୟମ ସମ୍ପର୍କରେ |ପାରିବାରିକ ମାମଲାଗୁଡିକରେ ଏହାର ପକ୍ଷ ତଥା ବିଷୟବସ୍ତୁର ଭିନ୍ନତା ଦୃଷ୍ତିରୁ ଏଭଳି ମାମଲାର ବିଚାର ପ୍ରକ୍ରିୟା ଅନ୍ୟସବୁ ସାଧାରଣ ଦେୱାନୀ ମାମଲାର ବିଚାର ଭଳି ନ ହୋଇ ଏକ ବିଶେଷ ଧାରା ମାଧ୍ୟମରେ ହେବା ଦରକାର ବୋଲି ଭାରତୀୟ ଆଇନ କମିଶନ ତାଙ୍କ ୫୯ତମ ବିବରଣୀରେ ପ୍ରକାଶ କରିଥିଲେ ।
|ବିଶ୍ୱ ବ୍ରହ୍ମାଣ୍ଡରେ ଭାରତର ଧର୍ମରେ ବିଭିନ୍ନତା ସବୁଠାରୁ ଅଧିକ ଅଟେ , ଯେଉଁଥିରେ କିଛି ସାଂସ୍କୃତିୟ ସଂସ୍ଥାର ଧର୍ମ ସାମିଲ ଅଛନ୍ତି ।
ତେଣୁ ଧୂଳିଆ ବୋଡ଼ା ପ୍ରଜାତିଙ୍କ LD୫୦ର ମାନରେ ମଧ୍ୟ ବିଭିନ୍ନତା ଦେଖିବାକୁ ମିଳେ ।
divergences's Usage Examples:
Yuh does guh by dey house? Do you visit their home?Examples of other linguistic divergences from Standard English areAh does buy it.
This was a critical step in identifying the source of infinities and divergences.
States concerning the liability of the producer for damage caused by the defectiveness of his products is necessary because the existing divergences may distort.
approach to clinical treatment that would seek to remain respectful towards divergences in meaning-making.
Some critics have virtually ignored the participation of Nashe — yet the presence of a collaborator may help to explain the play's divergences from Marlowe's standard dramaturgy.
Penn defended the divergences from the original Dark Phoenix stories, stating that the Phoenix was not a firebird-shaped cosmic force because it doesn't fit into the world, and that Cyclops did not have as much screentime as Wolverine because the latter was more popular and with Cyclops, you can't see his eyes.
terms of a strictly convex function; they form an important class of divergences.
Interpretation was translated and edited by Gerard Lecomte as Le traité des divergences du hadit d"Ibn Qutayba (Damascus: Institut Français du Damas, 1962, xlviii.
OverviewRegularization procedures deal with infinite, divergent, and nonsensical expressions by introducing an auxiliary concept of a regulator (for example, the minimal distance \epsilon in space which is useful, in case the divergences arise from short-distance physical effects).
photons, these divergences are well understood.
different phylogenetic trees representing the history of evolutionary divergences among five species, 236 different connected graphs with eight vertices.
American football resulted from several major divergences from association football and rugby football, most notably the rule changes were instituted by Walter Camp, a Yale University athlete and coach who is considered to be the Father of American Football.
In particular, UV divergences can.
Synonyms:
divergency, separation,
Antonyms:
similarity, same, agreement,