<< dissemblings disseminate >>

dissembly Meaning in Odia (Oriya). ( dissembly ଶବ୍ଦର ଓଡିଆ ଅର୍ଥ)



ବିଚ୍ଛେଦ,

Verb:

ଛଦ୍ମବେଶ |,

dissembly తెలుగు అర్థానికి ఉదాహరణ:

ଆଞ୍ଜେଲିନା ତାଙ୍କର ପ୍ରାକ୍ତନ ପତି ଜନି ଲୀ ମିଲର୍ ଏବଂ ବିଲ୍ଲି ବ‌ବ୍‌ଙ୍କୁ ଛାଡ଼ିବା ପରେ ବ୍ରାଡ଼ ପିଟଙ୍କୁ ବିବାହ କରିଥିଲେ ଏବଂ ୨୦୧୬ରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇଥିଲା ।

| ଅଦାଲତଙ୍କ ରାୟ |ଉକ୍ତ ମାମଲାରେ ଭାରତର ଉଚ୍ଚତମ ନ୍ୟାୟାଲୟଙ୍କ ରାୟ ତଥା ନିର୍ଦ୍ଦେଶ ଏହିପରି:|ଲିଙ୍ଗଗତ ପରିଚୟ ଜଣେ ବ୍ୟକ୍ତିର ସମ୍ମାନ ପାଇଁ ଅବିଚ୍ଛେଦ୍ୟ ଅଟେ ।

| ବ୍ୟକ୍ତିଗତ ଜୀବନ |ଓମ ୧୯୯୧ ମସିହାରେ ଅଭିନେତା ଅନ୍ନୁ କପରୁଙ୍କର ଭଉଣୀ ନିର୍ଦ୍ଦେଶକ / ଲେଖକ ସୀମା କପୁରଙ୍କୁ ବିବାହ କରିଥିଲେ, କିନ୍ତୁ ଆଠ ମାସ ପରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା ।

ମୃତ ପ୍ରସବ ହେଲେ ଅବସାଦ, ଆର୍ଥିକ‌ହାନୀ (financial loss) ଓ ପାରିବାରିକ ବିଚ୍ଛେଦ (family breakdown) ଭଳି ଜଟିଳ ସମସ୍ୟା ଉତ୍ପନ୍ନ ହୁଏ ।

୮ ନଭେମ୍ବର ୨୦୧୮ରେ ଉଭୟଙ୍କ ଛାଡ଼ପତ୍ର କଥା ନିଜେ ଇଶ୍ରାତ୍ ଜାହାଁ ସର୍ବସାଧାରଣରେ ପ୍ରକାଶ କରିଥିଲେ ଏବଂ ଉଭୟ ଦମ୍ପତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କଳହ ଯୋଗୁଁ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା ।

|ବିବାହ ବିଚ୍ଛେଦ ମଧ୍ୟ ଆମେରିକୀୟଙ୍କ ମଧ୍ୟରେ ବନ୍ଧୁତା କମିବାର ଏକ କାରଣ ।

ତବୁଙ୍କର ଜନ୍ମପରେ ତାଙ୍କର ପିତାମାତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ।

ମଡେଲ ଶ୍ୱେତା ଜୟଶଙ୍କରଙ୍କ ସହ ସାତ ବର୍ଷ ବୈବାହିକ ଜୀବନ ଅତିବାହିତ କରିବାପରେ ୨୦୦୧୧ରେ ବିବାହ ବିଚ୍ଛେଦ ଘଟିଥିଲା ।

ତାଙ୍କର ଆଇନ୍ ଅନୁଯାୟୀ ବିବାହ ବିଚ୍ଛେଦ ହୋଇଥିଲା ଏବଂ ଆନି ନିଜ ଝିଅକୁ ନିଜ ସ‌ହ ନେଇ ଆସିଥିଲେ।

ମାତ୍ର ୨୦୧୨ରେ ଅଦିତି ତାଙ୍କ ବିବାହ ବିଷୟରେ ଜଣାଇଥିଲେ, ଏବଂ ୨୦୧୩ରେ ଉଭୟଙ୍କର ବିବାହ ବିଚ୍ଛେଦ ଘଟିଥିଲା ।

| ଶାଗ ଓ ପରମ୍ପରା |ଶାଗ କେବଳ ଏକ ଖାଦ୍ୟ ନୁହେଁ, ଏହା ଓଡ଼ିଶାର ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଂଗ ।

dissembly's Meaning in Other Sites