<< disquieten disquietening >>

disquietened Meaning in Odia (Oriya). ( disquietened ଶବ୍ଦର ଓଡିଆ ଅର୍ଥ)



ହତାଶ,

Adjective:

ବିରକ୍ତ,

disquietened తెలుగు అర్థానికి ఉదాహరణ:

କିଛି ଫଳ ନ ପାଇବା ହତାଶା ପରେ ଅବଶେଷରେ ନୂଆ ପରୀକ୍ଷାରେ ସଫଳ ହେବା ପରେ ଯେଉଁ ସମ୍ପୂର୍ଣ୍ଣ ଆନନ୍ଦ ମିଳେ ତାହାର ଉପମା ନାହିଁ ।

ହତାଶଭାବ ହେଉଛି ଭଗବାନଙ୍କ ବିରୋଧରେ ଅପରାଧ ।

ଏହାପରେ ୧୯୭୧ ମସିହାରେ ମୁକ୍ତିଲାଭ କରିଥିବା ପର୍‌ୱାନା ଚଳଚ୍ଚିତ୍ରରେ ହତ୍ୟାକାରୀ ସାଜିଥିବା ଜଣେ ହତାଶ ପ୍ରେମିକ ଚରିତ୍ରରେ ଅଭିନୟ କରି ସେ ପ୍ରଥମ ଥର ପାଇଁ ବିରୋଧୀ ଭାବରେ ଅବତୀର୍ଣ୍ଣ ହୋଇଥିଲେ ।

ପୁରୀରେ ପ୍ରତିଦିନ ଶହେରୁ ଊର୍ଦ୍ଧ୍ୱ ଶଙ୍ଖ ବିକ୍ରୀ ହେଉଥିବାବେଳେ ଏବେ ଭଲ ଶଙ୍ଖ ଆସୁନଥିବାରୁ ବ୍ୟବସାୟୀମାନେ ହତାଶ ହେଉଛନ୍ତି ସେହିପରି ଦିଲ୍ଲୀରେ ଏକ ଜାତୀୟ ମେଳାରେ ଓଡ଼ିଶାର ଶଙ୍ଖ ବିକ୍ରୀ ଉପରେ ଅଙ୍କୁଶ ଲାଗିବାରୁ ବ୍ୟବସାୟୀମାନେ ହତାଶ ହୋଇଛନ୍ତି ।

ଏହା ଫଳରେ ଆନ୍ତର୍ଜାତୀୟ ହତାଶା ସୃଷ୍ଟି ହୋଇଥିଲା ।

ଭୂପତିତ ହୋଇ ଆମେ ମାଟି କାମୁଡୁଛୁ ଆମ ଗତିବିଧି ଦେଖି ଜ୍ଞାନମଣ୍ଡଳର ପ୍ରଣେତା ବିନୋଦ କାନୁନଗୋ ସ୍ୱର୍ଗରେ ରହି ହତାଶବୋଧରେ ଜର୍ଜରିତ ନ ହୁଅନ୍ତୁ - ଏହା ହିଁ କାମ୍ୟ ।

ମାତ୍ର ବ୍ରିଟିଶ୍‍ ଦୂତାବାସ ଫ୍ରିଡାଙ୍କୁ ଭିସା ମନାକରିଦେଲେ ଓ ସେ ହତାଶ ହେଲେ ।

ଏହି କାନ୍ଦଣା ଯୋଗୁ ପିତାମାତା ହତାଶ ହୁଅନ୍ତି, ପ୍ରସବପର ଅବସାଦ (depression following delivery) ହୁଏ, ଡାକ୍ତରଙ୍କ ପାଖକୁ ଅଧିକ ଥର ଯିବାକୁ ପଡ଼େ ଓ ଶିଶୁ ଶୋଷଣ (child abuse) ହୁଏ ।

ହତାଶା, କ୍ରୋଧ, ଉଦ୍‌ବିଗ୍ନତା ଓ ନାସ୍ତି ସୂଚନା ଆହ୍ୱାନ ଅଧିକ ଥାଏ ।

ବର୍ଡର ଲାଇନ ପର୍ସନାଲିଟି ଡିଜ୍ଅର୍ଡର ଓ ମ୍ୟାନିକ୍ ଡିପ୍ରେସନ ଯୋଗୁ ହତାଶା ହୁଏ ଓ ଏହାଦ୍ୱାରା ଆତ୍ମହତ୍ୟା ହୁଏ ।

ତେବେ ତଥାପି ହତାଶ  ନ ହେଇ ସେମାନେ  ଜୀବନ ସଂଗ୍ରାମରେ ଆଗେଇ ଚାଲି ଥିଲେ ଓ ସାଧାରଣ ପଟି ପତ୍ନୀଙ୍କ ପରି ସଫଳ ଜୀବନ  ବିତେଇବାରେ ସଫଳ ହେଇଥିଲେ ।

disquietened's Usage Examples:

These developments disquietened the Venetians as well: their trade with the East had suffered considerably.


" not only is our body, spirit and senses so vexed, broken and disquietened that (no) longer are we of the ability by any means to endure so great.



disquietened's Meaning in Other Sites