<< disproportion disproportional >>

disproportionable Meaning in Odia (Oriya). ( disproportionable ଶବ୍ଦର ଓଡିଆ ଅର୍ଥ)



ଅସଙ୍ଗତ,

Adjective:

ଅସଙ୍ଗତ, ଅସଙ୍ଗତ |,

disproportionable తెలుగు అర్థానికి ఉదాహరణ:

| ଆଧାର | ବାହାର ଆଧାର |ବଙ୍ଗଳାଦେଶର ଅଭିନେତ୍ରୀ|୧୯୯୬ ଜନ୍ମ|ଜୀବିତ ବ୍ୟକ୍ତି ବ୍ୟକ୍ତିତ୍ୱ ବିକାର (Personality disorders/ PD ) ମାନସିକ ରୋଗ ଗୋଷ୍ଠୀ ରୋଗ ଯେଉଁଥିରେ ଅସଙ୍ଗତ ଆଚରଣ, ଚିନ୍ତାଧାରା ଏବଂ ଅନୁଭବ ଦେଖାଯାଏ ।

|ଏହା ଅସଙ୍ଗତ ବା ଯୁକ୍ତିବିରୁଦ୍ଧ ବୋଲି ଲୋକଟି ଜାଣିପାରେ ।

ମୌଳିକ ଭାବେ ଏହି ଦୁଇ ସିଦ୍ଧାନ୍ତ ପରସ୍ପରଠାରୁ ସଂପୂର୍ଣ୍ଣ ଅସଙ୍ଗତ ମନେହୁଏ, କିନ୍ତୁ ହକିଙ୍ଗ ତାକୁ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ ।

ଅନ୍ୟାନ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅପଶ୍ମାର ବାତ, ଅସଙ୍ଗତ ବ୍ୟବ‌ହାରଦ୍ୱାରା ସଂକ୍ରମଣ, ନିଶାଗ୍ରସ୍ତ ଓ ଦୀର୍ଘକାଳୀନ ବ୍ୟବ‌ହାର କଲେ ପ୍ରୋପୋଫଲ୍ ଇନଫ୍ୟୁଜନ୍ ସିଣ୍ଡ୍ରୋମ ଇତ୍ୟାଦି ହୁଏ ।

|ଏହା ଅସଙ୍ଗତ ଓ ଯୁକ୍ତିବିରୁଦ୍ଧ ବୋଲି ଲୋକଟି ଜାଣିପାରେ ।

|ଆଧୁନିକ ଜ୍ୟାମିତି|ଇଉକ୍ଲିଡଙ୍କଦ୍ୱାରା ପ୍ରଣିତ ଜ୍ୟାମିତିରେ କେତେକ ତାର୍କିକ ଅସଙ୍ଗତି ରହିଥିବା କଥା ବିଖ୍ୟାତ ଦାର୍ଶନିକ ଓ ଗଣିତଜ୍ଞ ବର୍ଟ୍ରାଣ୍ଡ ରସେଲ (Bertrand Russell) ତାଙ୍କର Mathematics and Metaphysics ପ୍ରବନ୍ଧରେ ଦର୍ଶାଇ ଦେବାପରେ ଜ୍ୟାମିତିକୁ ତ୍ରୁଟିମୁକ୍ତ କରି ଏକ ବଳିଷ୍ଠ ତର୍କସମ୍ମତ ଭିତ୍ତିଭୂମିରେ ପ୍ରତିଷ୍ଠିତ କରିବାର ପ୍ରଚେଷ୍ଟା କରାଗଲା ।

ଡାକ୍ତରୀ କାରଣ ମଧ୍ୟରେ ରକ୍ତ ବା ରକ୍ତ ପଦାର୍ଥ ଅସଙ୍ଗତ ଥିଲେ ବା ସଞ୍ଚାରକ୍ଷମ ରୋଗ ସମ୍ଭାବନା ମୂଖ୍ୟ ଅଟେ ।

ରକ୍ତ ଅସଙ୍ଗତ ହେଲେ ସାଂଘାତିକ ପ୍ରତିକ୍ରିୟ ସୃଷ୍ଟି ହୁଏ (ଆକ୍ୟୁଟ ହେମୋଲାଇଟିକ ରିଆକସନ) ହୋଇ ହେମୋଲାଇସିସ (ଲୋହିତ ରକ୍ତ କଣିକା ନଷ୍ଟ) ହୋଇଯାଏ, ବୃକ୍‌କ ଫେଲ ହୁଏ ଓ ସଞ୍ଚାର ସକ୍ ହୋଇ ମୃତ୍ୟୁ ହୋଇପାରେ ।

ଭୟାନ‌କ ରୂପରେ ପ୍ରଦର୍ଶିତା ଦୁର୍ଗାଙ୍କୁ ଶାନ୍ତା ନାମ ଦେବା ଅସଙ୍ଗତ ଲାଗୁଛି ।

୨୦୧୭ ମସିହାରେ ଏହା କାଢ଼ି ନ ହେଉଥିବା ଓ ଜେନେଟିକ ଅସଙ୍ଗତି ଥିବା ତ‌ଥା ମେଟାସ୍ଟାସିସ ହୋଇଥିବା କଠିନ ଅର୍ବୁଦର ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା ।

ଅସଙ୍ଗତ ବାର୍ତ୍ତାଳାପ incoherent speech ଓ ବ୍ୟବ‌ହାର ଦେଖାଯାଏ ।

ଯଦି ଏହି ଛୋଟ ଅସଙ୍ଗତି ବାରମ୍ବାର ପ୍ରତ୍ୟେକ ଦିନ ଏକ ବର୍ଷକ ପାଇଁ ହୁଏ,ଏହା ବର୍ଷ ଶେଷକୁ ଏକ ସେକେଣ୍ଡ ଭାବେ ଯୋଡ଼ା ହେବ ।

disproportionable's Meaning in Other Sites