<< disporting disports >>

disportment Meaning in Odia (Oriya). ( disportment ଶବ୍ଦର ଓଡିଆ ଅର୍ଥ)



ବିସ୍ଥାପନ,

Noun:

ବର୍ଣ୍ଣ, ଗତି, ଚାଲ ଯିବା, ଚାରିଟ୍,

disportment తెలుగు అర్థానికి ఉదాహరణ:

ଭଗ୍ନ ହାଡର ଦୁଇ ଖଣ୍ଡ ମଧ୍ୟରେ କୋଣ ରହିବ ନାହିଁ, ଚକ୍ରାକାର ଘୁର୍ଣ୍ଣନ(Rotation) ରହିବ ନାହିଁ, ବିସ୍ଥାପନ ରହିବ ନାହିଁ, ଏକ ସରଳ ରେଖାରେ ରହିବ ଓ ହାଡ ପରଷ୍ପର ସଂଲଗ୍ନ ରହିବ; ଏହି ଲକ୍ଷ୍ୟ ସାଧନ ନିମନ୍ତେ ଚିକିତ୍ସା କରାଯାଏ ।

|ମହାକାଶ ବିଜ୍ଞାନ|ଆଲୋକ ପରି ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗରେ ଡୋପ୍ଲର୍ ପ୍ରଭାବ ଯୋଗୁଁ ନୀଳ ବିସ୍ଥାପନ ବା ଲୋହିତ ବିସ୍ଥାପନ ଦେଖାଦିଏ ଓ ଏହି ବିସ୍ଥାପନକୁ ଆଧାର କରି ମହାକାଶ ବିଜ୍ଞାନୀମାନେ ଅନେକ ପରୀକ୍ଷଣ କରିଥାନ୍ତି ।

ଜର୍ମାନୀୟ ହେରୁଲୀୟଙ୍କ ହାତରେ ରାଭେନ୍ନାର ପତନ ସହିତ ଖ୍ରୀଷ୍ଟାବ୍ଦ ୪୭୬ରେ ଓଡୋଆସେରଙ୍କ ଦ୍ବାରା ରମୁଲସ ଅଗଷ୍ଟସଙ୍କ ବିସ୍ଥାପନ ଯୋଗୁଁ ଶେଷରେ ପଶ୍ଚିମ ରୋମୀୟ ସାମ୍ରାଜ୍ଯ ଭାଙ୍ଗି ପଡିଲା ।

ଆଶୁ ଚିକିତ୍ସା ବିଭାଗକୁ (Emergency medicine) ଆସୁଥିବା ବଡ଼ ଗଣ୍ଠି ବିସ୍ଥାପନର ଏହା ପ୍ରାୟ ୫୦% ।

|ଆଉ ଏକ ଜାଣିବା ବିଷୟ ହେଲା ଯେ ଲୋହିତ ବିସ୍ଥାପନଦ୍ୱାରା ଆମ ମହାକାଶ କେତେ ପ୍ରସାରିତ ହୋଇଛି ତାହା ମଧ୍ୟ ସ୍ଥିର କରାଯାଏ ।

| ଅଭିନୟ |ଲୋଚନୀ ବାଗ୍|ଶରତ ପୂଜାରୀ|ଅଶ୍ରୁମୋଚନ ମହାନ୍ତି|ଅଶୋକ ମିଶ୍ର|ସ୍ୱାତୀ ରାୟ| କାହାଣୀ |ଚଳଚ୍ଚିତ୍ରଟି, କୋରାପୁଟ ଜିଲ୍ଲାରେଔଦଗୀକରଣ ଯୋଗୁ ପରଜା ଜନଜାତୀ ଲୋକଙ୍କର ବିସ୍ଥାପନ ଜନୀତ ସମସ୍ୟା ଉପରେ ପର୍ଯ୍ୟବସିତ ଥିଲା ।

|ଗୀତ|ଆଧାର|ବାହାର ଆଧାର|୨୦୦୯ର ଓଡ଼ିଆ କଥାଚିତ୍ର ତରଙ୍ଗ ଉତ୍ସ ଓ ଦେଖଣାହାରୀ ବା ଶ୍ରୋତା ମଧ୍ୟରେ ଆପେକ୍ଷିକ ଗତି ରହିଥିଲେ ତରଙ୍ଗର ଦୈର୍ଘ୍ୟ ବା ଆବୃତ୍ତିରେ ପରିବର୍ତ୍ତନ ଘଟି ଯେଉଁ ପ୍ରଭାବ ଅନୁଭୂତ ହୁଏ ତାହାକୁ ଡୋପ୍ଲର୍ ପ୍ରଭାବ (ଈଂରାଜୀରେ Doppler Effect) ବା ଡୋପ୍ଲର୍ ବିସ୍ଥାପନ (ଈଂରାଜୀରେ Doppler Shift) କୁହାଯାଏ ।

ବେଗର ମାପ ପାଇଁ ଡୋପ୍ଲର୍ ପ୍ରଭାବ ବ୍ୟବହାର ହୁଏ ସତ, କିନ୍ତୁ ଆବୃତ୍ତି ବିସ୍ଥାପନ ପରିବର୍ତ୍ତେ ଏହି ଯନ୍ତ୍ରରେ କଳା ବିସ୍ଥାପନ (Phase Shift)ରୁ ଡୋପ୍ଲର୍ ପ୍ରଭାବ ସମ୍ପର୍କୀୟ ଗଣନା କରାଯାଇଥାଏ ।

ବିସ୍ଥାପନ ଓ ତା' ପରର କ୍ଷତିପୂରଣର ଦୁଃଖ ବ୍ୟକ୍ତ କରିବା ପାଇଁ ଦୁଇଜଣଙ୍କ ଗଣମାଧ୍ୟମକୁ ଖୋଜିବାର କାହାଣୀକୁ ନେଇ ଏହି ଚଳଚ୍ଚିତ୍ର ଗତିଶୀଳ ।

ଯଦି କୋଣ ବେଶୀ ଥାଏ, ଅଥବା ବିସ୍ଥାପନ ଅତ୍ୟଧିକ ଥାଏ ତେବେ ଏହାର ସଂଯୋଗ କରଣ(Reducton) ଆବଶ୍ୟକ ହୋଇଥାଏ ଓ ବୟସ୍କମାନଙ୍କ କ୍ଷେତ୍ରରେ ଅପରେଶନ୍ ଆବଶ୍ୟକ ହୁଏ ।

ବିସ୍ଥାପନ ଯୋଗୁଁ ଏକ ପ୍ରତିକାରକ ପରିପଥରେ (compensating circuit ) ସଂସାଧନ (correction) ବିଦ୍ୟୁତ ସ୍ରୋତ ପ୍ରବାହିତ ହୁଏ, ଯାହାର ଚୁମ୍ବକୀୟ ବଳ ଶୂନ୍ୟପରିଚୟକର (null detector ) ସୂଚକଟିକୁ ଶୂନ୍ୟସ୍ଥାନରେ ପୁନଃସ୍ଥାପିତ କରିଥାଏ ।

ବାସାଲ ସେଲ କର୍କଟ ରୋଗ ଅପେକ୍ଷା ଏହି ସ୍କ୍ୱାମସ ସେଲ ଚର୍ମ କର୍କଟରେ ଅଧିକ ବିସ୍ଥାପନ (spread to distant areas) ଦେଖାଯାଏ ।

ବରଂ ଏହି ପ୍ରକାରର ଲୋହିତ ବିସ୍ଥାପନକୁ ମହାକାଶୀୟ ଲୋହିତ ବିସ୍ଥାପନ କୁହାଯାଏ ଓ ସାଧାରଣ ଆପେକ୍ଷିକ ତତ୍ତ୍ୱ ବା ରବର୍ଟସନ୍-ୱାକର୍ ମାପକଦ୍ୱାରା ଏହି ବିସ୍ଥାପନ ନିର୍ଦ୍ଧାରିତ ହୁଏ ।

disportment's Meaning in Other Sites