<< dispersively dispirit >>

dispersoid Meaning in Odia (Oriya). ( dispersoid ଶବ୍ଦର ଓଡିଆ ଅର୍ଥ)



ବିଛିନ୍ନ,

Adjective:

ଛିନ୍ନଭିନ୍ନ |,

dispersoid తెలుగు అర్థానికి ఉదాహరణ:

|ବାହ୍ୟ ପରିବେଶରୁ ବିଛିନ୍ନ ରଖିବାକୁ କ୍ୟୁବିଟ ଅର୍ଥାତ କ୍ୱାଣ୍ଟମ କମ୍ପ୍ୟୁଟରକୁ ପରମ ଶୁନ୍ୟ (Absolute zero) ତାପମାତ୍ରାରେ ରଖିବାକୁ ପଡ଼େ ; ଯାହାକି ପାଖାପାଖି ୦ କେଲଭିନ ବା -୨୭୩ ଡିଗ୍ରୀ ସେଲସିୟସ ଅଟେ ।

ଜାତୀୟ କଂଗ୍ରେସରୁ ବିଛିନ୍ନ ହେବାପରେ ଏମ.କେ. ଏକ ଶକ୍ତିଶାଳୀ ସଶସ୍ତ୍ର ବାହିନୀ ଭାବେ ଉଭା ହେଲା ।

|ସଂସ୍କୃତ ଶବ୍ଦ ତନ୍ତ୍ରର ଅନ୍ୟ ଏକ ଅର୍ଥ ହେଲା "ବୁଣିବା" ଅର୍ଥ ଅବିଛିନ୍ନତା)।

ଆଗରୁ ଏହି ଭାଷାରେ ଖୁବ କମ ତଥ୍ୟ ଥିବାରୁ ଆଗର ଭାସଭାଷୀଙ୍କ ସ୍ମୃତିରୁ ମିଳିଥିବା ତଥ୍ୟ ଅନୁସାରେ ଏହାକୁ ଏକ ବିଛିନ୍ନ ଭାଷା ଭାବେ ଗଣାଯାଇଥିଲା ।

ଶେଷ କ୍ଷଣ ପର୍ଯ୍ୟନ୍ତ ପୂର୍ବନିର୍ଦ୍ଧାରିତ ଯୋଯନା ଅନୁଯାୟୀ କାର୍ଯ୍ୟ କରୁଥିଲାବେଳେ ନିର୍ଦ୍ଧାରିତ ପଥରୁ ବିଚ୍ୟୁତ ହୋଇଥିଲା ଏବଂ ୨.୧ କିଲୋମିଟର ଉଚ୍ଚତାରେ ଥିବା ସମୟରେ ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା।

ସମ୍ପୁର୍ଣ୍ଣ ବନ୍ଦ ହେବା ପୂର୍ବରୁ ଏହି ଜମାଟ ରକ୍ତ ବିଛିନ୍ନ ହୋଇ ଗୋଟିଏ ଏମ୍ବୋଲସରେ ପରିଣତ ହୁଏ ।

ଜଙ୍ଗଲ ପରିବେଶରେ ଏହା ବୃହତକାୟ ବନ୍ୟ ତୃଣଭୋଜୀ ପ୍ରାଣୀଙ୍କ (ଯଥା ହାତୀ) ଖାଦ୍ୟ ହୁଏ | ପରିବେଶବିତ୍ ସେକର ଓ ସୁକୁମାରଙ୍କଦ୍ୱାରା ବକ୍ସା ବ୍ୟାଘ୍ର ଅଭୟରଣ୍ୟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏସୀୟ ହାତୀମାନେ ଓଉ ଫଳ ପ୍ରତି ଆକର୍ଶିତ ହୋଇ ଏହି ବୃକ୍ଷ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିହନ ବିଛିନ୍ନକାରୀ ଭବେ କାର୍ଯ୍ୟ କରନ୍ତି ।

ଚନ୍ଦ୍ର ଭୂମିପୃଷ୍ଠକୁ ଅବତରଣ କରିବାବେଳେ ବିକ୍ରମ ଲ୍ୟାଣ୍ଡରଟି ନିର୍ଦ୍ଧାରିତ କକ୍ଷପଥରୁ ବିଚ୍ୟୁତ ହୋଇଥିଲା ଏବଂ ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଉଚ୍ଚତାରେ ଥିବା ସମୟରେ ଇସ୍ରୋ ସହ ସମସ୍ତ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା।

 ଏଥିରେ କୁସୁଣ୍ଡା କେବଳ ଯେ  ବଂଶଗତ ଭାବେ ନୁହେଁ ବରଂ ଧ୍ୱନିଗତ ଭାବେ ନିଶ୍ଚିତ ରୂପେ  ତା'ର ପଡ଼ୋଶୀ ଭାଷାମାନଙ୍କଠାରୁ ବିଛିନ୍ନ ଭାଷା ବୋଲି ପ୍ରକାଶିତ ।

ଠିକ ସେହି ସମୟରେ କ୍ରିମିଆନ୍ ଖାନାଟ୍ (Crimean Khanate) ଗୋଲଡେନ୍ ହୋର୍ଡ଼ (Golden Horde)ର ଏକମାତ୍ର ବଂଶଧର ଅବିଛିନ୍ନ ଭାବରେ ଦାକ୍ଷୀଣାତ୍ୟ ରୁଷିଆ ଉପରେ ଅତିର୍କିତ ଆକ୍ରମଣ ଚାଲୁ ରଖିଥିଲେ l ୧୫୭୧ରେ ଭାଲଗାର ପୁନରୁଦ୍ଧାର ପାଇଁ ଖାନାତସ୍, କ୍ରିମୀଆନ ଓ ସେମାନନ୍କର ଓତମାନ୍ ମିଳିତ ଶକ୍ତି କେନ୍ଦ୍ରିୟ ରୁଷିଆକୁ ଆକ୍ରମଣ କରି, ମସ୍କୋର କିଛି ଅଂଶ ଜାଳି ନଷ୍ଟ କରିଦେଇଥିଲେ ।

| ଆଧାର | ବାହ୍ୟ ଲିଙ୍କ |ଚିକିତ୍ସା ବିଜ୍ଞାନ କୁସୁଣ୍ଡା (କୁସଣ୍ଡା ନାମରେ ମଧ୍ୟ ଜଣା) ପଶ୍ଚିମ ଓ କେନ୍ଦ୍ରୀୟ ନେପାଳରେ କଥିତ ଏକ ବିଛିନ୍ନ ଭାଷା ।

dispersoid's Usage Examples:

material strength because of fine grain size, refined distribution of dispersoid and/or secondary precipitate phases, as well as tolerance to impurity.



dispersoid's Meaning in Other Sites