<< dispense with dispenser >>

dispensed Meaning in Odia (Oriya). ( dispensed ଶବ୍ଦର ଓଡିଆ ଅର୍ଥ)



ବିତରଣ, ଲାଗୁ କରିବାକୁ, ଯୋଗାଇବାକୁ,

dispensed తెలుగు అర్థానికి ఉదాహరణ:

କାଇଜେନ୍ ପଦ୍ଧତି କଞ୍ଚାମାଲ କ୍ରୟ, ନିର୍ମିତ ବସ୍ତୁଙ୍କ ବିକ୍ରୟ, ବିତରଣ ଓ ବଣ୍ଟନ ଇତ୍ୟାଦି ସମସ୍ତ ପ୍ରକାରର ଔଦ୍ୟୋଗିକ ପ୍ରଣାଳୀ ପାଇଁ ପ୍ରଯୁଜ୍ୟ ।

କେନ୍ଦ୍ରସରକାରଙ୍କ ନୀତି ଅନୁସାରେ, ଯଦି ମାଗଣା ଔଷଧ ବିତରଣ କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଗୁଣବତ୍ତା ନିର୍ଦ୍ଦେଶାବଳୀର ସଫଳ ରୂପାୟନ ହୁଏ, ତେବେ ପ୍ରୋତ୍ସାହନ ଆକାରରେ ୫% ଅଧିକ ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଣ୍ଠି ମିଳିବ ।

| ପ୍ରମୁଖ ଉଷ୍ମୋତ୍ସ କ୍ଷେତ୍ର ଏବଂ ତା'ର ବିତରଣ |ଉଷ୍ମ ପ୍ରସ୍ରବଣ ପ୍ରାୟତଃ ଦୁର୍ଲଭ ଅଟେ, ଯାହାକୁ ଜଳ, ଉଷ୍ମତା ଏବଂ ପକ୍ଷ (ପ୍ଲବୀଙ୍ଗ)ର ସଂଯୋଗ ଆବଶ୍ୟକତା ପଡିଥାଏ ।

ବିଶ୍ୱବ୍ୟାଙ୍କ ପୂର୍ବ ତିନି ନଦୀ ଭାରତକୁ ଓ ପଶ୍ଚିମ ତିନି ନଦୀ ପାକିସ୍ତାନକୁ ଆବଣ୍ଟିତ କଲା ଓ ଏହି ଆବଣ୍ଟନରେ ଅତୀତରେ ହୋଇଥିବା ବିତରଣକୁ ଉପେକ୍ଷା କରାଗଲା ।

ଯାହା ଜଣାଯାଏ ଏ ଭାଇରସ ୨୦୧୧ ଡିସେମ୍ବର ୩୧ରୁ ରହିଛି ଯାହା OpenSSLର ୧.୦.୧ ସଂସ୍କରଣର ବିତରଣ ବେଳେ ମାର୍ଚ୍ଚ ୧୪ ବେଳକୁ ସମଗ୍ର ବିଶ୍ୱରେ ବ୍ୟାପିଛି ।

ବିଜ୍ଞାନାଗାରକୁ ଜ୍ଞାନ ବିତରଣ ପାଇଁ ବ୍ୟବହାର କରିବା ଓ ବିଜ୍ଞାନ ପ୍ରଭାବରେ ଜନସାଧାରଣଙ୍କୁ ଅଧିକ ଉପାର୍ଜନକ୍ଷମ କରାଇବା ତାଙ୍କ ଗବେଷଣାର ମୂଳ ଲକ୍ଷ୍ୟ ।

|ପୁଣି, ମନେ କରାଯାଉ ଯେ \displaystyle n କଣିକାକୁ \displaystyle g ଉପସ୍ତରରେ \displaystyle w(n,g) ପ୍ରକାର ଉପାୟରେ ବିତରଣ ବା ବିନ୍ୟାସ କରି ରଖାଯାଇପାରିବ ।

ବର୍ତ୍ତମାନ ପ୍ରଚଳିତ ପଏଣ୍ଟ୍ ବିତରଣ ବ୍ୟବସ୍ଥା ୨୦୧୦ ମସିହାରୁ ପ୍ରଚଳିତ ହୋଇଆସୁଛି ।

ତାଙ୍କର ଅଯାଚିତ କୃପା ବିତରଣ କରିବା ଦେଖି ଲୋକଙ୍କର ମନେ ହେଉଥିଲା ଯେ ସେ ଯେପରି ମାନବଲୀଳା ଶୀଘ୍ର ସମାପ୍ତ କରିବାକୁ ଚାହୁଁଛନ୍ତି ।

| ପରିବାସ, ଭୌଗୋଳିକ ବିତରଣ ଓ ସଂରକ୍ଷଣ ସ୍ଥିତି ||କେବଳ ଭାରତୀୟ ଉପଦ୍ୱୀପ, ଶ୍ରୀଲଙ୍କା ଓ କାମ୍ବୋଡ଼ିଆରେ ଦଦରାହଣା ପକ୍ଷୀ ପ୍ରଜନନ କରୁଥିବାର ତଥ୍ୟ ଲିପିବଦ୍ଧ କରାଯାଇଛି ।

ଏହାର ନିର୍ମାଣ ମାର୍ବେଲ ଷ୍ଟୁଡ଼ିଓ କରିଛି ଏବଂ ବିତରଣ କାମ ଡିଜନି ଷ୍ଟୁଡ଼ିଓ ମୋସନ ପିକ୍ଚର୍ସ କରିଛି ।

||| ଭୌଗୋଳିକ ବିତରଣ ଓ ପରିବାସ |||ଭାରତୀୟ କୋକିଶିଆଳ ଆର୍ଦ୍ର ଅରଣ୍ୟ ଓ ଅତ୍ୟନ୍ତ ଶୁଷ୍କ ସ୍ଥାନମାନଙ୍କ ବ୍ୟତୀତ ଭାରତୀୟ ଉପମହାଦେଶରେ ପ୍ରାୟ ସବୁ ସ୍ଥାନରେ ବ୍ୟାପ୍ତ ।

dispensed's Usage Examples:

The first modern vending machines were developed in England in the early 1880s and dispensed postcards.


touchscreen interface that operates similar to an ecommerce website, pay for purchases using a credit or debit card, and then the product is dispensed through.


gear dispensed with the combination lever which transmitted some of the crosshead motion to the valves.


Elizabeth-class battleships which became surplus when their aft casemate mountings turned out to be unworkable and were dispensed with.


justice was dispensed, investitures confirmed and other courts held before tolbooths were built.


Humble undecorated items included chamberpots, colanders and small disposable ointment pots (gallipots), dispensed.


thinner slices or even bony cuts of beef and that have dispensed with the larding process altogether.


The Ukraine one hundred-hryvnia bill (₴100) is one of the most common banknotes of the Ukrainian hryvnia; it is the main banknote dispensed from Ukrainian.


At one point, all fuel was dispensed in Texas due to New Mexico's higher gasoline taxes.


It is dispensed from a handheld canister, in a liquid stream.


Vending machines that dispensed varieties of goods were manufactured and distributed and existing beverage vending machines were given a new, sleeker look.


It is often dispensed in an aerosol foam spray or in cream form.


Canadian dollar; it is the primary banknote dispensed from Canadian automatic teller machines (ATMs).



Synonyms:

distributed,

Antonyms:

collective, concentrated,

dispensed's Meaning in Other Sites