<< dispace disparaged >>

disparage Meaning in Odia (Oriya). ( disparage ଶବ୍ଦର ଓଡିଆ ଅର୍ଥ)



ଭେଦଭାବ, ତୁଚ୍ଛ, ନିନ୍ଦା କର,

Verb:

ଘୃଣା କରିବା,

disparage తెలుగు అర్థానికి ఉదాహరణ:

|ଆର୍ଥିକ ଅସୁବିଧା ତଥା ସହପାଠୀ ଏବଂ ଶିକ୍ଷକମାନଙ୍କଠାରୁ ଭେଦଭାବ ସତ୍ତ୍ୱେ ବାନୁ କମ୍ପ୍ୟୁଟର ଇଞ୍ଜିନିୟରିଂରେ ଡିପ୍ଲୋମା ଗ୍ରହଣ କରିଥିଲେ ।

ତେଣୁ ବଳଦକୁ ଉକ୍ତ ଖୁଣ୍ଟରୁ ଖୋଲିଦିଆଯିବା ପରେ ଆଉ କୌଣସି ଛୁଆଁଅଛୁଆଁ ଭେଦଭାବ ନଥାଏ ।

ତା ଛଡା ଛୁଆଁ ଅଛୁଆଁ ଭେଦଭାବ ଯୋଗୁ ଅନଗ୍ରସର ଶ୍ରେଣୀର ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିଲା ।

ଅନ୍ୟାନ୍ୟ ଯୁକ୍ତି ମଧ୍ୟରେ ମୁଖ୍ୟ ଯୁକ୍ତି ଦର୍ଶାଯାଇଥିଲା ଯେ ଏହା ଭାରତୀୟ ସମ୍ବିଧାନର ଧାରା ୧୪ର, ଯାହାକି ସମାନତାର ଅଧିକାର ଓ ଧାରା ୧୫ର ଯାହାକି ଜାତି, ବର୍ଣ୍ଣ ଏବଂ ଧର୍ମ ଆଧାରରେ ଭେଦଭାବ ନ କରିବା, ବିରୋଧାଚରଣ କରୁଅଛି ।

ଭାରତୀୟ ସମ୍ବିଧାନ, ସମାଜବାଦ , ଧର୍ମନିରପେକ୍ଷତା (secular), ଲୋକତନ୍ତ୍ର ପରି ସିଦ୍ଧାନ୍ତକୁ ଧ୍ୟାନରେ ରଖି ଜାତି ଉପରେ ଆଧାରିତ ଭେଦଭାବକୁ ଗିଅର୍କାନୂନୀ ଘୋଷିତ କରାଯାଇଅଛି ।

ସରକାରୀ ଚାକିରିରେ ଯେଉଁ ସ୍ଥାନରେ ରହୁଥିଲେ, ସେଠିକାର ଲୋକଙ୍କୁ ବୁଝାଇସୁଝାଇ ବାଳିକାଙ୍କ ପାଇଁ ବିଦ୍ୟାଳୟ ସ୍ଥାପନ କରିବା, ପରଦା ପ୍ରଥାର ଉନ୍ମୋଚନ, ଛୁଆଁଅଛୁଆଁ ଭେଦଭାବ ଦୂରୀକରଣ, ସ୍ୱତନ୍ତ୍ର ଓଡ଼ିଶା ଗଠନ ଓ ସ୍ୱରାଜ୍ୟ ପ୍ରାପ୍ତି ପାଇଁ ଉଦ୍ୟମ ଜାରି ରଖିଥିଲେ ।

ଆରୋପିତ ଭେଦଭାବ କାରଣରୁ ଛାଡ଼ିବା ପର୍ଯ୍ୟନ୍ତ ସେ ଜଣେ ପ୍ରୋଗ୍ରାମର ଭାବରେ ସେଠାରେ କାମ କରିଥିଲେ ।

|୨୦୧୫ ସୁଦ୍ଧା ଜାଗତିକ ପ୍ରାଥମିକ ଶିକ୍ଷା ଦାନ ଓ ଶିକ୍ଷାର ପୁଅ ଝିଅ ଭେଦଭାବ ବନ୍ଦ କରାଯିବ ।

 ଗର୍ବ ତ୍ୟାଗ କରି ଶୁଦ୍ଧାଶୁଦ୍ଧ ଭେଦଭାବ ଭାଜିଲେ ଯାଇ ତାଙ୍କ ଲକ୍ଷ୍ୟ ସାଧିତ ହୋଇପାରିବ ।

|ଅଧିକନ୍ତୁ, ୨୦୧୭ର ଏହି ଅଧିନିୟମରେ ମାନସିକ ରୋଗୀ ସାମାଜିକ ଘୃଣା ତଥା ଭେଦଭାବର ଶୀକାର ନ ହେବା ପାଇଁ ବିହିତ ବ୍ୟବସ୍ଥାର ପ୍ରାବଧାନ ରହିଛି ।

କେଶା ଲୁକେଙ୍କ ଉପରେ ଶାରିରୀକ, ମାନସିକ ଏବଂ ଯୌନ ଅତ୍ୟାଚାର ସ‌ହ ପାଉଣାର ଭେଦଭାବ କରିବାର ଅଭିଯୋଗ କରିଥିଲେ ।

ବର୍ଣ୍ଣ ଭେଦଭାବ ମଧ୍ୟ ଏହି ଆନ୍ଦୋଳନକୁ ଅହୁରୀ ଉତେଜିତ୍ତ କରିଛି।

disparage's Usage Examples:

The actual high watermark of APA membership actually lay somewhere between the calculating boastfulness of Traynor and the resentful disparagement of Sims, Humphrey J.


" Thom Jurek of AllMusic praises Jennings" performances but disparages the production of Danny Davis: "The window dressing added by Davis waters.


Nevertheless, it has been used with lawyerly but also lawyerish and thereby ironic insinuation as a term of disparagement[citation.


With the critical methods of the 16th century, Grosseteste's view of the Testaments was rejected, and the book was disparaged as a mere Christian forgery for nearly four centuries.


However the term "biological psychiatry" is sometimes used as a phrase of disparagement in controversial dispute.


Potter"s skill at versifying -- or for that matter, at composing clear, striking visual images", disparaged.


Wuorinen"s work has been called serialist, but he came to disparage that term as meaningless.


the following question in its petition for certiorari: "whether the disparagement provision in 15 U.


their side, disparage the connoisseurs, and only look upon them as the drudges who collect materials for them, but who personally have not the slightest.


the western hemisphere focuses on the English colonies and ignores or disparages the history of Spanish, Portuguese, and French America.


of racism, inspired by the power dynamics left by the power and wealth disparages of a colonial landscape.


The disparagers ask what it is independent of.


Circuit that the provisions of the Lanham Act prohibiting registration of trademarks that may "disparage" persons, institutions, beliefs, or national symbols.



Synonyms:

knock, depreciate, pick apart, pan, criticise, minimize, denigrate, derogate, pick at, discredit, disgrace, trash, tear apart, belittle, vilipend, deprecate, criticize,

Antonyms:

humanize, increase, approve, flatter, praise,

disparage's Meaning in Other Sites