dishorned Meaning in Odia (Oriya). ( dishorned ଶବ୍ଦର ଓଡିଆ ଅର୍ଥ)
ବିଚଳିତ,
Adjective:
ବିକୃତ,
People Also Search:
dishousedishoused
dishpan
dishrag
dishumour
dishumoured
dishwasher
dishwashers
dishwater
dishy
disillusion
disillusioned
disillusioning
disillusionise
disillusionised
dishorned తెలుగు అర్థానికి ఉదాహరణ:
ସପ୍ତର୍ଷିମାନେ ଏ କଥା ଜାଣିପାରି ଅବିଚଳିତା ଅରୁନ୍ଧତୀଙ୍କୁ ବଶିଷ୍ଠଙ୍କ ପାଖେ ସ୍ଥାନ ଦେଲେ ଓ ବାକି ୬ ଜଣଙ୍କୁ ନିଜ ନିଜ ପାଖରୁ ତଡ଼ିଦେଲେ ।
ରାଜା ଦୁଷ୍ମନ୍ତଙ୍କ ଦରବାରରେ ପହଞ୍ଚିବା ପରେ ଶକୁନ୍ତଳା ଆଶ୍ଚର୍ଯ୍ୟ ତଥା ବିଚଳିତ ହୋଇଯାଇଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କୁ ଚିହ୍ନି ପାରିନଥିଲେ କିମ୍ବା ତାଙ୍କ ବିଷୟରେ କିଛି ସ୍ମରଣ କରିପାରି ନଥିଲେ ।
ବିଚଳିତ ହୋଇ ସେ ପ୍ରାର୍ଥନା କରିବା ଆରମ୍ଭ କରିଦେଲେ ।
ରମାଦେବୀଙ୍କ ଏତାଦୃଶ କାର୍ଯ୍ୟ ଇଂରେଜ ସରକାରଙ୍କୁ ବିଚଳିତ କରିଦେଲା ।
ଏହା ପରେ ଯୁବକ ଜଣକ ଆଗେ ଆଗେ ଚାଲିଲେ ଓ ଭଗବାନ ପଛେ ପଛେ.ବାଟରେ ବାଲିଗଦାରେ ଚାଲୁଥିଲା ବେଳେ ଯୁବକଙ୍କୁ ଭଗବାନଙ୍କ ପଦଶବ୍ଦ ଶୁଣାଗଲାନି ତେଣୁ ସେ ବିଚଳିତ ହେଇ ପଛକୁ ଅନେଇଲେ।
ଗୋବିନ୍ଦ ବିଚଳିତ ହୋଇ ପଛକୁ ଚାହିଁଦେଲେ, ଦେଖିଲେ, ତ୍ରିଜଗଧାତ୍ରୀ, ଜ୍ୟୋତିର୍ମୟୀ ମାଆ ଘୋଡ଼ା ଉପରେ ବସିଛନ୍ତି।
ସାହେବ ଓ ତାଙ୍କ ଅମଲାମାନଙ୍କର ଏ ଅତ୍ୟାଚରରେ ବିଚଳିତ ଲକ୍ଷ୍ମଣ ନାୟକ ନିଜ ଲୋକଙ୍କ ଦୂରବସ୍ଥା ବିଷୟରେ ତତ୍କାଲିନ ଘୁମର ଗ୍ରାମ ପଞ୍ଚାୟତର କଂଗ୍ରେସ ସଭାପତି ନିଳକଣ୍ଠ ପାତ୍ରଙ୍କୁ ଜଣାଇଥିଲେ ।
ଗୋଟିଏ ପରିସ୍ଥିତିରୁ ଆଉ ଗୋଟିଏ ପରିସ୍ଥିତିକୁ ଗଲେ ଲୋକଟି ହଠାତ୍ ବିଚଳିତ ହୋଇପଡ଼େ ।
ପୁରାଣରେ ଅଛି ଯେ ସପ୍ତର୍ଷିଙ୍କ ପତ୍ନୀମାନଙ୍କୁ ଇନ୍ଦ୍ର ପ୍ରଲୋଭନ ଦେଖାଇବାରୁ ବଶିଷ୍ଠ ପତ୍ନୀ ଅରୁନ୍ଧତୀଙ୍କ ଛଡ଼ା ଅନ୍ୟ ୬ ଜଣଙ୍କ ମନ ବିଚଳିତ ହେଲା ।
|ସେହି ସମୟରେ ପାଣ୍ଡୁଙ୍କର କୌଣସି ସନ୍ତାନ ନଥିଲେ ଏବଂ ଏହି କାରଣରୁ ସେ ବିଚଳିତ ହୋଇଥିଲେ ।
ତେବେ, କ୍ରୋଧରେ ବିଚଳିତ ଭୀମଙ୍କୁ ଏହାର ପ୍ରତିଶୋଧ ନେବାକୁ ତତକ୍ଷଣାତ ଯୁଧିଷ୍ଠିର ଗୁପ୍ତ ନିର୍ଦ୍ଦେଶ ଦେଇଥିଲେ ।
୨୦୦୭ ମସିହାରେ ବିଚଳିତ ଝିଅ ଭାବରେ 'ହାର୍ଟ ଏଫଏମ' ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ମଧ୍ୟ ତାଙ୍କୁ ୨୦୦୯ ମସିହାରେ ସାଇନିସ୍ ଶ୍ରୀଲଙ୍କା ଚଳଚ୍ଚିତ୍ର ମହୋତ୍ସବରେ ବହୁତ ପ୍ରଶଂସା ଏବଂ ଯୋଗ୍ୟତା ପୁରସ୍କାର ଆଣିଥିଲେ ।
କିନ୍ତୁ କେବେ ସେ ସତ୍ୟରୁ ବିଚଳିତ ହେଉ ନଥିଲେ ।