discourse Meaning in Odia (Oriya). ( discourse ଶବ୍ଦର ଓଡିଆ ଅର୍ଥ)
ବକ୍ତବ୍ୟ, ବାର୍ତ୍ତାଳାପ,
Noun:
ଆଲୋଚନା, ବାର୍ତ୍ତାଳାପ, କଥାବାର୍ତ୍ତା |, ପ୍ରବନ୍ଧଗୁଡ଼ିକ, ଉପଦେଶ, ଭିନ୍ନତା |, ଭାଷଣ,
People Also Search:
discourseddiscourser
discourses
discoursing
discoursive
discourteous
discourteously
discourteousness
discourtesies
discourtesy
discover
discoverable
discovered
discoverer
discoverers
discourse తెలుగు అర్థానికి ఉదాహరణ:
ଜଟିଳ ତଥ୍ୟର ସରଳ ତର୍ଜମା, ଶୁଦ୍ଧ ଇଂରାଜୀ ଓ ସାବଲୀଳ ଢଙ୍ଗରେ କଥାବସ୍ତୁର ଉପସ୍ଥାପନ ଥିଲା ତାଙ୍କ ବକ୍ତବ୍ୟର ବିଶେଷତ୍ୱ ।
Microsoft ବକ୍ତବ୍ୟ ଅନୁବାଦ ସବୁରେ (including Microsoft Translator live and Skype Translator) ସମାନ ପ୍ରକାରର ଟେକ୍ନୋଲୋଜି ବ୍ୟବହାର କରୁଛି . Harvard NLP group ମଧ୍ୟ OpenNMT ନାମରେ ,ଏକ open source ନିଉରାଲ ମେସିନ ଟ୍ରାନ୍ସଲେସନ ବ୍ୟବସ୍ଥା ତିଆରି କରିଛି ।
ଏହି ସଂସ୍ଥାର ବକ୍ତବ୍ୟ ଅନୁସାରେ ଗର୍ଭନିରୋଧକ ନ ପାଇଥିବା ସମସ୍ତ ମହିଳା ଯଦି ଆଧୁନିକ ଉପାୟ ଅବଲମ୍ବନ କରିଥାଆନ୍ତେ, ତେବେ ୨୪ ନିୟୁତ ଗର୍ଭପାତ (୧୪ ନିୟୁତ ଅଣସୁରକ୍ଷିତ) , ୬ ନିୟୁତ ମିସକ୍ୟାରେଜ, ୭୦,୦୦୦ ମାତୃ ମୃତ୍ୟୁ ଓ ୫୦୦,୦୦୦ ଘଟଣାକୁ ପ୍ରତିରୋଗ କରିପାରିଥାଆନ୍ତେ ।
କେତୋଟି ଉଦାହରଣ ମାଧ୍ୟମରେ ଏହି ପ୍ରସଙ୍କକୁ ଅବତାରଣା କରାଯାଇପାରେ –|ମଦ୍ୟପ ସ୍ୱାମୀର ଅତ୍ୟାଚାରରେ ସ୍ତ୍ରୀର ବକ୍ତବ୍ୟ ନିମ୍ନୋକ୍ତ ଝୁମରରେ-|‘‘ହାତେ ମାରିଲେ ସହିନେଲି, ଭାତେ ମାରିଲେ ସହିନେଲି|ତେବେ ବି ତୋର ଦିନ କେଳେ କେଚେଗୋ|ସହି ସହି ଆର ସହିବି କେତେ ।
ଏହା ବ୍ୟତୀତ ସେ ୬୫ରୁ ଅଧିକ ଗବେଷଣା ମୂଳକ ଲେଖା ଓ ୨୦ରୁ ଅଧିକ ପାଟେଣ୍ଟର ଅଧିକାରୀ ତଥା ବହୁ ବୈଷୟିକ ଆଲୋଚନା ଚକ୍ରରେ ବକ୍ତବ୍ୟ ପ୍ରଦାନ କରିଛନ୍ତି।
ଏହାର ତୃତୀୟ ସଂସ୍କରଣରେ ବ୍ରୁସ ସି. ବର୍ଣଡଟଙ୍କ(Bruce C. Berndt) ବକ୍ତବ୍ୟ ସନ୍ନିବେଶିତ ହୋଇଛି।
ବିବାଦୀୟ ବକ୍ତବ୍ୟ ଦେବା ଯୋଗୁଁ ସେ ଦିଲ୍ଲୀ ଦଳର କୋଚ ପଦରୁ ମଧ୍ୟ ବହିସ୍କୃତ ହେଇଥିଲେ ।
ତାଙ୍କ ବକ୍ତବ୍ୟର କଥାବସ୍ତୁକୁ ନେଇ "ହିନ୍ଦୁ ଭିଉ ଅଫ ଲାଇଫ" ନାମକ ପୁସ୍ତକ ପ୍ରଣୟନ କରାଗଲା ।
" ଏହି ମନୀଷୀଙ୍କ ଯୁକ୍ତିଯୁକ୍ତ ବକ୍ତବ୍ୟ ଶୁଣି ଗୋଲ ଟେବୁଲ୍ ବୈଠକରେ ଉପସ୍ଥିତ ବ୍ରିଟିଶ ସରକାରଙ୍କର ପ୍ରତିନିଧିମାନେ ସ୍ତବ୍ଧ ହୋଇଯାଇଥିଲେ ।
ଓଡ଼ିଶୀ ନୃତ୍ୟର ବାନ୍ଧ ଓ ଶବ୍ଦ ନୃତ୍ୟ ଉପରେ ସେ ଅନେକ ପ୍ରବନ୍ଧ ଓ ରିସର୍ଚ୍ଚ ପେପର ଲେଖିଛନ୍ତି ତଥା ଦେଶ ବିଦେଶରେ ଅନେକ କର୍ମଶାଳାରେ ଏ ବାବଦରେ ନିଜର ବକ୍ତବ୍ୟ ରଖିଛନ୍ତି ।
|ତାଙ୍କର ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମାନତା ବକ୍ତବ୍ୟ ଯୋଗୁ ଓଲସ୍ଟୋନକ୍ରାଫ୍ଟଙ୍କୁ ଆଧୁନିକ ଫେମିନିଷ୍ଟ ଭାବରେ ବର୍ଗୀକରଣ କରାଯାଇପାରେନି କାରଣ ସମାନତା କଳ୍ପନା ତାଙ୍କୁ ମିଳିନଥିଲା ।
|ଦଫା ୨୦୫– କୌଣସି ଦେବାନୀ ବା ପୌଜଦାରୀ ମୋଦ୍ଦମାରେ ଯଦି କେହି ନିଜକୁ ଅନ୍ୟ ବ୍ୟକ୍ତି ବୋଲି ପରିଚୟ ଦେଇ ବିଭିନ୍ନ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି କୌଣସି ସ୍ୱୀକାରୋକ୍ତି, ବକ୍ତବ୍ୟ, ଦୋଷ ସ୍ୱୀକାର କରନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ୩ବର୍ଷ ଜେଲଦଣ୍ଡ କିମ୍ବା ଜୋରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ ।
discourse's Usage Examples:
Fourth Book of Maccabees, also called 4 Maccabees or IV Maccabees, is a homily or philosophic discourse praising the supremacy of pious reason over passion.
Civil discourse on statismIn the early 1930s, the Ministry of Home Affairs began arresting left-wing political dissidents, generally in order to exact a confession and renouncement of anti-state leanings.
Furthermore, black women suffer on both racist and sexist fronts, marginalized not only by larger systems of oppression but by existing feminist discourse that disregards their intersectionality.
fresh air, in the rain and the sun, How we rejoiced as we struggled and panted – Hardly believable, forty years on! How we discoursed of them, one with.
He was also a major figure in the consolidation of critical discourse analysis.
Producing text within a discourse community, according to Patricia Bizzell, cannot take place unless the writer can define her goals in terms of the community's interpretive conventions.
which all participants in discourse have equal opportunities to engage in constative (assertions of fact), normative, and expressive speech acts, and in which.
a form of rude expression or discourse intended to offend or hurt; vituperation, or deeply seated ill will, vitriol.
(species, built structures, artistic compositions) chosen as a convenient reference point around which to build discourse; such a model is almost always chosen.
published Two Upbuilding Discourses, 1843 and continued to publish discourses along with his pseudonymous books.
differs from discourse analysis in that it highlights issues of power asymmetries, manipulation, exploitation, and structural inequities in domains such.
Synonyms:
context, linguistic context, linguistic unit, language unit, context of use,
Antonyms:
synonymous, forward, certainty, answer, agree,