<< discinct discipled >>

disciple Meaning in Odia (Oriya). ( disciple ଶବ୍ଦର ଓଡିଆ ଅର୍ଥ)



ଶିଷ୍ୟ, ଅନୁସରଣକାରୀ, ଭକ୍ତ,

Noun:

ଶିଷ୍ୟ, ଚେଲା |, ଭକ୍ତ,

disciple తెలుగు అర్థానికి ఉదాహరణ:

ଲିଓନାର୍ଡ଼ୋଙ୍କ ପାଣ୍ଡୁ ଲିପିରୁ ଶିଷ୍ୟମାନଙ୍କ ପରିଚୟ ମିଳିଥିଲା ।

ଓଡ଼ିଶୀ ସଙ୍ଗୀତର ବିଭିନ୍ନ ପାରମ୍ପରିକ ବିଭାଗ ଯଥା : ଚଉପଦୀ, ଛାନ୍ଦ, ଚମ୍ପୂ, ଭଜନ, ଜଣାଣ, ସରିମାନ ଇତ୍ୟାଦିରେ ସେ ପ୍ରବୀଣ ଥିଲେ ଓ ଅନେକ ଶିଷ୍ୟଙ୍କୁ ଏହା ଶିକ୍ଷା ଦେଇଥିଲେ ।

ପରେ ମିସେସ୍‌ ଓଲିବୁଲ, ମିସ୍‌ ମୁଲାର୍‌, ମିସ୍‌ ମ୍ୟାକ୍‌ଲାଉଡ, ମିସ୍‌ ନୋବେଲ୍‌ ପ୍ରଭୃତି ଶିଷ୍ୟାମାନେ ମଧ୍ୟ ସ୍ୱାମୀଜୀଙ୍କ ନିକଟରେ ସମବେତ ହେଲେ ।

ଶିଷ୍ୟମାନଙ୍କଠାରୁ ଜଣାପଡୁଥିଲା ସେ ସାଧୁଙ ନାମ ସନ୍ଥ ମାଧବ ଦାସ ।

ସେମାନଙ୍କର ଶିକ୍ଷା ସମାପ୍ତ ଦ୍ରୋଣାଚାର୍ଯ୍ୟ ତାଙ୍କ ଶିଷ୍ୟମାନଙ୍କୁ କହିଲେ କି ଗୁରୁ ଦକ୍ଷିଣା ଭାବେ ସେମାନେ ଦ୍ରୁପଦଙ୍କୁ ବନ୍ଦୀ କରି ତାଙ୍କ ସମ୍ମୁଖରେ ହାଜର କରାନ୍ତୁ ।

ତାଙ୍କ ପ୍ରଚାରିତ ଧର୍ମୀୟ ଚିନ୍ତାଧାରାରେ ରାମକୃଷ୍ଣ ମିଶନର ପ୍ରତିଷ୍ଠା କରିଥିଲେ ତାଙ୍କର ପ୍ରଧାନ ଶିଷ୍ୟ ସ୍ୱାମୀ ବିବେକାନନ୍ଦ ।

ଅଧୁନା ଶ୍ରୀ ଭୀମ ପଣ୍ଡାଙ୍କ ଶିଷ୍ୟ କବିସୂର୍ଯ୍ୟନଗରର ଶ୍ରୀ ନବଘନ ପରିଡ଼ାଙ୍କ ଦଳ ସବୁଠାରୁ ଉତ୍ତମ ଓ ପ୍ରସିଦ୍ଧ ଦଳ ଭାବେ ଖ୍ୟାତି ଲାଭ କରିଛି ।

|ତା’ ନିକଟରେ ମ୍ୟାଥ୍ୟୁ, ଜୁଡ୍ ଓ ସାଇମନ୍ ନାମକ ତିନି ଶିଷ୍ୟ ଉପବିଷ୍ଟ ।

ତାଙ୍କର ଶିଷ୍ୟ ରାମ ଦାସଙ୍କୁ ଆଦେଶ ଦେଇ ଭୂମି ଖୋଜିବା ପରେ ଏକ ନୂତନ ସହର ସହିତ ଯାହାର କେନ୍ଦ୍ରରେ ଏକ ମନୁଷ୍ୟଦ୍ୱାରା ବନା ଯାଇଥିବା ଜଳାଶୟ କରିଥିଲେ, ଏହାକୁ ଗୁରୁ ଦା ଚକ ମଧ୍ୟ କୁହାଯାଇଥାଏ ।

ସ୍ୱାମୀଜୀ ତାଙ୍କର ପାଶ୍ଚାତ୍ୟ ଶିଷ୍ୟମାନଙ୍କୁ ଭାରତର ଧର୍ମ, କୃଷି ଓ ସଂସ୍କୃତି ସହିତ ସମ୍ୟକ୍‌ଭାବରେ ପରିଚିତ କରାଇବା ପାଇଁ ସମସ୍ତଙ୍କୁ ନେଇ ଦ୍ୱିତୀୟଥର ଆଲମୋଡ଼ା ଆସିଲେ ।

ଅନନ୍ତପୁର ଶାସନର ଶର୍ମ୍ମା ଦ୍ୱିଜବର, ପ୍ରାଚୀ କୂଳର ଦାସ ମହାପାତ୍ର, ଗଣେଶ ପତି, ଗଣକକୁଳ କାହ୍ନୁଙ୍କ ପୁତ ପରୀକ୍ଷିତ, ଯାଜପୁର ବନ୍ଧୁ ମହାନ୍ତି ଆଦି ଦାସଙ୍କ ପ୍ରମୁଖ ଶିଷ୍ୟ ଥିଲେ ।

ତାଙ୍କର ଅଚ୍ୟୁତାନନ୍ଦ, ଗୋପାଳ, ଜଗଦିଶ ଓ ସ୍ୱରୂପ ନାମକ ଆଉ ଚାରି ପୁଅ ଥିଲେ ଯେଉଁମାନେ ସନ୍ୟାସ ବ୍ରତ ଧାରନ କରି ଚାଲିଗଲେ ଓ ସେମାନେ କାହାକୁ ଶିଷ୍ୟ କରିନଥିଲେ ।

disciple's Usage Examples:

According to Buddhist tradition, the Buddha declared her his female disciple foremost in wisdom.


1375–1393), a disciple of Theodosius of Tarnovo.


Theologian John Gill suggests that "the disciples were not allowed change of raiment, either because superfluous, or too magnificent to appear in, or too troublesome.


work entitled Philosophiae naturalis sive physicae: tomus III, continens geologian, biologian, phytologian generalis, by Michael Christoph Hanov, a disciple.


follows up the previous verses where Jesus bids his disciples not to fear calumnies, and here not even to fear death.


337-440)Saint Theodoric (Thierry, Theodericus), Abbot of Mont d'Or near Rheims in the north of France; priest and disciple of the blessed Bishop Remigius (c.


He conducted research in order to learn what would most appeal to each of his subjects, and adopted the role of disciple, admirer, surrogate, or potential victim as necessary.


It was founded in 1472 by Rongpa Chenakpa, a disciple of Tsongkhapa, and now houses about 2,500 monks.


Because the previous chapter ends with the words Come now, let us go, Plummer, in the Cambridge Bible for Schools and Colleges, suggests that Jesus and His disciples have rise[n] from table and prepare[d] to depart, but that the contents of the next three chapters (15-17) are spoken before they leave the room.


The ministry of a Chief Apostle cannot be proved by the Bible as well as no other church leader can derive his absolute power from the special position of Peter among the disciples.


From the time of the 5th the two offices were known as Yab Sey Gonpo or Father/Son Protectors characterising their spiritual provenance as emanations of Amitābha and Avalokitesvara as well as their interchangeable guru/disciple relationship.


6th century BC) was the scribe, disciple, secretary, and devoted friend of the Biblical prophet Jeremiah.


Lett (14 November 1813–9 December 1858) was an Anglo-Irish-Canadian filibusterer who was a disciple of William Lyon Mackenzie.



Synonyms:

Lamaist, follower, Druse, Manichee, Rasta, absolutist, dualist, Jainist, Unitarian, adherent, Lutheran, totalitarian, Sikh, Zoroastrian, Shintoist, Hinayanist, Ismailian, Manichean, Druze, votary, Monophysite, Taoist, Hussite, antinomian, Aristotelean, Satanist, amoralist, Zen Buddhist, Donatist, Tao, animist, Trinitarian, diabolist, Rastafarian, Ismaili, Tantrist, Manichaean, Bahai, Neoplatonist, Socinian, Peripatetic, Apostle, Mahdist, Mahayanist, Aristotelian, Mithraist, clericalist, Arminian,

Antonyms:

father, superior, nonadhesive, democratic, leader,

disciple's Meaning in Other Sites