<< disapproves disapprovingly >>

disapproving Meaning in Odia (Oriya). ( disapproving ଶବ୍ଦର ଓଡିଆ ଅର୍ଥ)



ନାପସନ୍ଦ, ଅନିଚ୍ଛା,

Adjective:

ଅନିଚ୍ଛା |,

disapproving తెలుగు అర్థానికి ఉదాహరణ:

ବଡ଼ ଶୁଙ୍କବିଶିଷ୍ଟ ଇଷ୍ଟର୍ଣ୍ଣ ଧଳା ପାଇନ୍ ଗଛରେ ମଧ୍ୟ ସାଜସଜ୍ଜା କରିବା କଷ୍ଟସାଧ୍ୟ, ତେଣୁ କିଛି ଲୋକେ ଏହା ବ୍ୟବହାର କରିବା ନାପସନ୍ଦ କରିଥାନ୍ତି ଓ ଏହା କ୍ୱଚିତ୍ ବ୍ୟବହୃତ ହୁଏ ।

ଶିବଙ୍କର ଅସ୍ୱାଭାବିକ ଜୀବନ ଯାତ୍ରା, ଚାଲିଚଳନ ଓ ବେଶଭୁଷାକୁ ସେ ନାପସନ୍ଦ କରୁଥିଲେ ।

ମାତ୍ର କିଛି ସମୀକ୍ଷକ ତାଙ୍କ ଅଭିନୟକୁ ନାପସନ୍ଦ କରିଥିଲେ ।

ଏହି ଶାସକ ନବୀନ ବିଚାରଙ୍କ ବିରୋଧୀ ଥିଲେ ଏବଂ ରାଷ୍ଟ୍ରୀୟ ଏକତାର କଥାକୁ ନାପସନ୍ଦ କରୁଥିଲେ କିନ୍ତୁ ଜର୍ମାନ ରାଜ୍ୟର ଜନତାରେ ରାଷ୍ଟ୍ରୀୟତା ଏବଂ ସ୍ବତନ୍ତ୍ରତାର ଭାବନା ବିଦ୍ୟମାନ ଥିଲା ।

ଦକ୍ଷ ଶିବଙ୍କର ଶ୍ମଶାନରେ ବାସ କରିବା ଓ ବିଚିତ୍ର ବେଶଭୂଷାକୁ ନାପସନ୍ଦ କରୁଥିଲେ ।

ପରେ ପରେ ସେ ବିଭିନ୍ନ ମଡେଲିଂର କାର୍ଯ୍ୟ କରିଥିଲେ ମାତ୍ର ଧିରେ ଧିରେ ସେ ସେସବୁକୁ ନାପସନ୍ଦ କରିଥିଲେ ଏବଂ ଅଭିନୟରେ ନୃଷ୍ଟିନିବେଷ କରିଥିଲେ ।

|୧୮୩୫ ମସିହାରେ ଭାରତର ବିଦ୍ୟାଳୟରେ ଇଂରାଜୀ ଶିକ୍ଷାର ମାଧ୍ୟମ କରାଯାଇଥିଲା ଏବଂ ଅନେକ ଭାରତୀୟ ବ୍ରିଟିଶ ଶାସନକୁ ନାପସନ୍ଦ କରିଥିଲେ।

ସାଧାରଣତଃ ବ୍ଲଡ ଗ୍ୟାସ ବ୍ୟବ‌ହାରକୁ ନାପସନ୍ଦ କରାଯାଏ ।

|ମୂଳତଃ, ସାମାଜିକ ମାଧ୍ୟମରେ ଲୋକେ କରୁଥିବା କଥୋପକଥନ (ଯଥା ଟ୍ୱିଟ୍, କମେଣ୍ଟ୍), ସନ୍ଧାନ (ଯଥା ଗୁଗଲ୍, ବିଙ୍ଗ୍), ପ୍ରତିକ୍ରିୟା (ଯଥା ଲାଇକ୍, ଶେଆର୍) ଇତ୍ୟାଦିର ବିଶ୍ଳେଷଣରୁ ସେମାନଙ୍କ ପସନ୍ଦ ବା ନାପସନ୍ଦର ପୂର୍ବାନୁମାନ କରାଯାଇପାରିବ ।

ଏହି ଚଳଚ୍ଚିତ୍ରଗୁଡ଼ିକୁ ମଧ୍ୟ ସମୀକ୍ଷକମାନେ ନାପସନ୍ଦ କରିଥିଲେ ।

ସନ ୧୯୭୯ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏଭଳି ନାମକୁ ନାପସନ୍ଦ କରି ଆଲକୋହୋଲ ଡିପେଣ୍ଡେନ୍ସ ସିଣ୍ଡ୍ରୋମ ନାମକରଣ କରିଥିଲେ ।

ଅନେକ ବୁଦ୍ଧିଜୀବୀ ଓ ଭାଷାପ୍ରେମୀ ଏହାର ନାମକରଣକୁ ନାପସନ୍ଦ କରିଥିଲେ ।

ଏହି କଥାଚିତ୍ରରେ ତାଙ୍କର ଅଭିନୟକୁ ସମୀକ୍ଷକମାନେ ନାପସନ୍ଦ କରିଥିବାବେଳେ ତାଙ୍କ ନୃତ୍ୟକୁ ପ୍ରସଂଶା କରିଥିଲେ ।

disapproving's Usage Examples:

Portuguese as a single language, also use the word Castrapo to refer disapprovingly to the current standard form of Galician, which they consider to be.


Docker"s disapproving father had her followed by private detectives; on discovering her association.


77% of Obama voters (with 8% disapproving and 15% unsure) and 44% (with 21% disapproving and 35% unsure) of Romney"s voters, boosted his performance in.


incorporating his usual persona as a drunken henpecked husband with a shrewish wife, disapproving mother-in-law, and savage children.


hurricane, approved by 77% of Obama voters (with 8% disapproving and 15% unsure) and 44% (with 21% disapproving and 35% unsure) of Romney"s voters, boosted his.


It"s the kind of fiction that is glumly disapproving of its own sordid details, such as one about a lady who has.


showing her struggling against gorillas as Vincent Van Gogh looks on disapprovingly.


connects to the practice of audiences throwing rotten tomatoes when disapproving of a poor stage performance, the original inspiration comes from a scene.


disapprovingly as his detested boss, security chief Afanasi Gorchakov, fraternizes in the spaceport bar with three new arrivals to the backward planet Krishna:.


Various forms of witchcraft and divination are mentioned in the Hebrew Bible (Tanakh or Old Testament), generally (but not always) in a disapproving tone.


show, and legendary British actor John Houseman plays Edward"s dour and disapproving father.


This culminates in her deception involving Frances' illegitimate mixed-race child: who was in fact given up for adoption by his disapproving aunt.


allegations about members of a given ethnicity or racial group or to refer to them in a derogatory (that is, critical or disrespectful), pejorative (disapproving.



Synonyms:

unfavorable, unfavourable,

Antonyms:

affirmative, amicable, favorable,

disapproving's Meaning in Other Sites