<< diminishes diminishing returns >>

diminishing Meaning in Odia (Oriya). ( diminishing ଶବ୍ଦର ଓଡିଆ ଅର୍ଥ)



ହ୍ରାସ ପାଉଛି, କମା,

Adjective:

ସଂକ୍ଷିପ୍ତ,

diminishing తెలుగు అర్థానికి ఉదాహరణ:

ନଦୀର ନିମ୍ନାଂଶରେ ଜଳର ଶୀଘ୍ର ଅପସରଣ ପାଇଁ ପାକିସ୍ତାନ ନିର୍ମାଣ କରିଥିବା ଭିତ୍ତିଭୂମି ଯୋଗୁଁ ବନ୍ୟା ପରିସ୍ଥିତିରେ ପାକିସ୍ତାନରେ ବନ୍ୟା ଜଳ ହ୍ରାସ ପାଉଛି କିନ୍ତୁ ଏହି ବନ୍ୟାଜଳ ଭାରତର କଚ୍ଛ ଲବଣମରୁକୁ ପ୍ଳାବିତ କରୁଛି ; ଯାହା ଅନୁଚ୍ଛେଦ – ୪ (୩କ)ର ଉଲ୍ଲଂଘନ ।

ତାହା ବ୍ଯତୀତ ଆକଳନ ଅନୁସାର ଏହି ହ୍ରଦକୁ ବାର୍ଷିକ 40,000 ଘାନା ମିଟର ପଟୁ ମାଟି ଜଳ ସହିତ ଆସୁଥିବାରୁ ହ୍ରଦର ଜଳଧାରଣ କ୍ଷ୍ୟମତ ହ୍ରାସ ପାଉଛି

ପକ୍ଷୀଧରା ବ୍ୟବସାୟ ବଢ଼ି ଚାଲିବାରୁ ସାମ୍ପ୍ରତିକ ସମୟରେ ଭୂଇଁଖୁଣ୍ଟିଙ୍କ ସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଉଛି

ଶିକାର ଅଭାବରୁ ଏହି ଅଞ୍ଚଳରେ ବଳିଆ କୁକୁରଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି

ନଦୀ ଜଳ ଅତି ପ୍ରଦୂଷିତ ହେବାରୁ ବିରଳ ସିନ୍ଧୁ ନଦୀ ଡଲ୍‍ଫିନ୍‍ମାନଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଛି

ଏମାନଙ୍କ ସଂଖ୍ୟା ହ୍ରାସ ପାଉଛି ଓ ଜାଲରେ ଧରା ପଡ଼ୁଥିବା ଏହି ଶାଙ୍କୁଚଙ୍କୁ ଲକ୍ଷ୍ୟ କଲେ ଜଣାଯିବ ଯେ ଏମାନଙ୍କ ଆକାର ମଧ୍ୟ କ୍ରମଶଃ ଛୋଟ ହେବାରେ ଲାଗିଛି ।

ଏତତ୍ ବ୍ୟତୀତ ଖଣି, ବଣନିଆଁ ଓ ଜଙ୍ଗଲ ଉଚ୍ଛେଦ ଯୋଗୁଁ ଏହି ମାଙ୍କଡ଼ମାନଙ୍କ ସଂଖ୍ୟା ହ୍ରାସ ପାଉଛି

ଅଧିବାସ କ୍ଷୟ ଓ ମନୁଷ୍ୟମାନଙ୍କଠାରୁ ଦୂରେଇ ରହିବା ପ୍ରବୃତ୍ତି ହେତୁ ଏମାନଙ୍କ ସଂଖ୍ୟା ଦ୍ରୁତମାତ୍ରାରେ ହ୍ରାସ ପାଉଛି

diminishing's Usage Examples:

subject to bacterial and fungal infections, making them unsuitable for replanting and greatly diminishing stocks.


The vatadage has a three-tiered conical roof, spanning a height of 40–50 feet, without a center post, and supported by pillars of diminishing height Image:Kofukuji08s3200.


Sinatra-style singing, which was definitely suffering from the law of diminishing returns.


deceptive: even within the chaotic regions, there are an infinite number of diminishingly small islands that are never visited during iteration, as shown in the.


The former 3-storey, square brick belfry of diminishing sizes, probably the largest in the province, has lost its top storeys.


Further, migration to other parts of India and the ever-increasing pressure of globalization has led to diminishing importance of Garhwali for the local population.


It is thought that the diminishing in colors in the last two centuries is due to the limitation of its use.


A trade-off (or tradeoff) is a situational decision that involves diminishing or losing one quality, quantity, or property of a set or design in return.


and is based on the argument that the non-industrial sector has diminishing returns to scale.


In general, longer and more powerful crowd control effects render the victims immune to damage or will break after they take damage, and in PvP combat these effects have so-called diminishing returns, which means applying the same effect repeatedly will decrease the length of the effect for the next application.


rhizomes are subject to bacterial and fungal infections, making them unsuitable for replanting and greatly diminishing stocks.


Today"s opinion aggrandizes the latter, with the predictable consequence of diminishing the former.


An estrade tree was pruned into a series of diminishing horizontal tiers like a sweetmeat stand, the French estrade coming from Spanish.



Synonyms:

decreasing,

Antonyms:

augmentative, increasing,

diminishing's Meaning in Other Sites