<< difform diffract >>

difformity Meaning in Odia (Oriya). ( difformity ଶବ୍ଦର ଓଡିଆ ଅର୍ଥ)



ଭିନ୍ନତା,

Noun:

ଅକ୍ଷମତା |, ବିକଳାଙ୍ଗତା |,

difformity తెలుగు అర్థానికి ఉదాహరణ:

ଏହି ରୋଗ ବିଷୟରେ ଏକ ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣ (autistic culture) ବିକଶିତ ହୋଇଛି; କେତେକ ରୋଗୀ ଆରୋଗ୍ୟ କାମନା କରୁଛନ୍ତି ଓ ଅନ୍ୟମାନେ ଏହାକୁ ରୋଗ ଭାବରେ ବିବେଚନା ନ‌କରି ଏକ ଭିନ୍ନତା ରୂପେ ବିବେଚନା କରିବାକୁ ଅଧିକାର ଆନ୍ଦୋଳନ (accepted as a difference and not treated as a disorder) କରୁଛନ୍ତି ।

|ଭିନ୍ନତା|ପ୍ରାୟ ସବୁ ମନ୍ଦିରରେ ଭଗବାନଙ୍କ ମୂର୍ତ୍ତି ପଥର କିମ୍ବା ଧାତୁରେ ତିଆରି ହେଉଥିବାବେଳେ କିନ୍ତୁ ଏହି ମନ୍ଦିର ପରିସରରେ ଥିବା ସମସ୍ତ ମୂର୍ତ୍ତି କୌଣସି ଧାତୁ କିମ୍ବା ପଥରରେ ତିଆରି ନହୋଇ ୭୦ଟି ଔଷଧୀୟ ସାମଗ୍ରୀ ମିଶ୍ରଣରେ ତିଆରି ହୋଇଛି ।

ତଟକା ପ୍ରସ୍ତୁତ ହୋଇଥିବା ଓ ବୋତଲ ମସଲା ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଟମ୍ ୟୁମ୍ ସୁପ୍‍ର ସ୍ୱାଦରେ ଯଥେଷ୍ଟ ଭିନ୍ନତା ରହିଥାଏ ।

|ଏହି ରୋଗର କାରଣରେ ବିଭିନ୍ନତା ଦେଖାଯାଏ ।

ଭୌଗୋଳିକ ଅବସ୍ଥିତି ସହ ଏମାନଙ୍କ ରଙ୍ଗରେ ବିଭିନ୍ନତା ପରିଲକ୍ଷିତ ହୁଏ ଓ ଏହି ଆଧାରରେ ଅନେକ ପକ୍ଷୀଙ୍କୁ ଉପପ୍ରଜାତି ଭାବେ ଚିହ୍ନଟ କରାଯାଉଛି ।

ବିଭିନ୍ନତା ଓ ବିଭେଦତା ମଧ୍ୟରେ ଏକତା ସ୍ଥାପନ କରି ଓଡ଼ିଶାକୁ ଗୌରବ ବିମଣ୍ଡିତ କରିବା ଗଙ୍ଗବଂଶର ରାଜାମାନଙ୍କର ପାରଦର୍ଶିତା ପ୍ରକଶ କରିଥିଲା ।

| ଦ୍ରାବିଡ଼ ସ୍ଥାପତ୍ୟ ଶୈଳୀ |ନିର୍ମାଣ ସମୟ ଅନୁସାରେ କେତେକ ବିଭିନ୍ନତା ଦେଖାଦେଲେ ମଧ୍ୟ ଦ୍ରାବିଡ଼ ଶୈଳୀରେ ଯେଉଁ ୪ଟି ମୁଖ୍ୟ ଉପାଦାନ ରହିଛି, ତାହା ହେଲା:|- ମୁଖ୍ୟ ମନ୍ଦିରକୁ ବିମାନ କୁହାଯାଏ ।

ଏହି ଯାନିଯାତ୍ରାର ବିଭିନ୍ନତାକୁ ନେଇ "ବାର ମାସରେ ତେର ଯାତ" ନାମକ ଲୋକୋକ୍ତି ରହିଛି ।

ବୟସ୍କ ଅଣ୍ଡିରା ଓ ତରୁଣ ପାଣିଗୁଣ୍ଡୁରୀ ଦେଖିବାକୁ ପ୍ରାୟ ଏକା ପରି (କେବଳ ଛାତି ପାଖର ଦାଗରେ ଭିନ୍ନତା ଥାଏ) ।

ଛଞ୍ଚାଣ ଓ ଚିଲ ମଧ୍ୟରେ ଭିନ୍ନତା ଏତିକି ଯେ ଚିଲର ଲାଞ୍ଜ ଉଡ଼ିବା ବେଳେ କଣ୍ଟଚାମଚ ପରିଦେଖାଯାଏ ଓ ଏହା ସାମାନ୍ୟ ଛୋଟ ।

| ଅଧିନିୟମ ସମ୍ପର୍କରେ |ପାରିବାରିକ ମାମଲାଗୁଡିକରେ ଏହାର ପକ୍ଷ ତଥା ବିଷୟବସ୍ତୁର ଭିନ୍ନତା ଦୃଷ୍ତିରୁ ଏଭଳି ମାମଲାର ବିଚାର ପ୍ରକ୍ରିୟା ଅନ୍ୟସବୁ ସାଧାରଣ ଦେୱାନୀ ମାମଲାର ବିଚାର ଭଳି ନ ହୋଇ ଏକ ବିଶେଷ ଧାରା ମାଧ୍ୟମରେ ହେବା ଦରକାର ବୋଲି ଭାରତୀୟ ଆଇନ କମିଶନ ତାଙ୍କ ୫୯ତମ ବିବରଣୀରେ ପ୍ରକାଶ କରିଥିଲେ ।

|ବିଶ୍ୱ ବ୍ରହ୍ମାଣ୍ଡରେ ଭାରତର ଧର୍ମରେ ବିଭିନ୍ନତା ସବୁଠାରୁ ଅଧିକ ଅଟେ , ଯେଉଁଥିରେ କିଛି ସାଂସ୍କୃତିୟ ସଂସ୍ଥାର ଧର୍ମ ସାମିଲ ଅଛନ୍ତି ।

ତେଣୁ ଧୂଳିଆ ବୋଡ଼ା ପ୍ରଜାତିଙ୍କ LD୫୦ର ମାନରେ ମଧ୍ୟ ବିଭିନ୍ନତା ଦେଖିବାକୁ ମିଳେ ।

difformity's Usage Examples:

Medieval Geometry of Qualities and Motions; a treatise on the uniformity and difformity of intensities known as Tractatus de configurationibus qualitatum et motuum.


medieval geometry of qualities and motions: a treatise on the uniformity and difformity of intensities known as Tractatus de configurationibus qualitatum et motuum.



difformity's Meaning in Other Sites