differentiability Meaning in Odia (Oriya). ( differentiability ଶବ୍ଦର ଓଡିଆ ଅର୍ଥ)
ଭିନ୍ନତା,
ପାର୍ଥକ୍ୟ,
People Also Search:
differentiabledifferentiae
differential
differential analyzer
differential blood count
differential calculus
differential equation
differential limen
differentially
differentials
differentiate
differentiated
differentiates
differentiating
differentiation
differentiability తెలుగు అర్థానికి ఉదాహరణ:
ଏହି ରୋଗ ବିଷୟରେ ଏକ ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣ (autistic culture) ବିକଶିତ ହୋଇଛି; କେତେକ ରୋଗୀ ଆରୋଗ୍ୟ କାମନା କରୁଛନ୍ତି ଓ ଅନ୍ୟମାନେ ଏହାକୁ ରୋଗ ଭାବରେ ବିବେଚନା ନକରି ଏକ ଭିନ୍ନତା ରୂପେ ବିବେଚନା କରିବାକୁ ଅଧିକାର ଆନ୍ଦୋଳନ (accepted as a difference and not treated as a disorder) କରୁଛନ୍ତି ।
|ଭିନ୍ନତା|ପ୍ରାୟ ସବୁ ମନ୍ଦିରରେ ଭଗବାନଙ୍କ ମୂର୍ତ୍ତି ପଥର କିମ୍ବା ଧାତୁରେ ତିଆରି ହେଉଥିବାବେଳେ କିନ୍ତୁ ଏହି ମନ୍ଦିର ପରିସରରେ ଥିବା ସମସ୍ତ ମୂର୍ତ୍ତି କୌଣସି ଧାତୁ କିମ୍ବା ପଥରରେ ତିଆରି ନହୋଇ ୭୦ଟି ଔଷଧୀୟ ସାମଗ୍ରୀ ମିଶ୍ରଣରେ ତିଆରି ହୋଇଛି ।
ତଟକା ପ୍ରସ୍ତୁତ ହୋଇଥିବା ଓ ବୋତଲ ମସଲା ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଟମ୍ ୟୁମ୍ ସୁପ୍ର ସ୍ୱାଦରେ ଯଥେଷ୍ଟ ଭିନ୍ନତା ରହିଥାଏ ।
|ଏହି ରୋଗର କାରଣରେ ବିଭିନ୍ନତା ଦେଖାଯାଏ ।
ଭୌଗୋଳିକ ଅବସ୍ଥିତି ସହ ଏମାନଙ୍କ ରଙ୍ଗରେ ବିଭିନ୍ନତା ପରିଲକ୍ଷିତ ହୁଏ ଓ ଏହି ଆଧାରରେ ଅନେକ ପକ୍ଷୀଙ୍କୁ ଉପପ୍ରଜାତି ଭାବେ ଚିହ୍ନଟ କରାଯାଉଛି ।
ବିଭିନ୍ନତା ଓ ବିଭେଦତା ମଧ୍ୟରେ ଏକତା ସ୍ଥାପନ କରି ଓଡ଼ିଶାକୁ ଗୌରବ ବିମଣ୍ଡିତ କରିବା ଗଙ୍ଗବଂଶର ରାଜାମାନଙ୍କର ପାରଦର୍ଶିତା ପ୍ରକଶ କରିଥିଲା ।
| ଦ୍ରାବିଡ଼ ସ୍ଥାପତ୍ୟ ଶୈଳୀ |ନିର୍ମାଣ ସମୟ ଅନୁସାରେ କେତେକ ବିଭିନ୍ନତା ଦେଖାଦେଲେ ମଧ୍ୟ ଦ୍ରାବିଡ଼ ଶୈଳୀରେ ଯେଉଁ ୪ଟି ମୁଖ୍ୟ ଉପାଦାନ ରହିଛି, ତାହା ହେଲା:|- ମୁଖ୍ୟ ମନ୍ଦିରକୁ ବିମାନ କୁହାଯାଏ ।
ଏହି ଯାନିଯାତ୍ରାର ବିଭିନ୍ନତାକୁ ନେଇ "ବାର ମାସରେ ତେର ଯାତ" ନାମକ ଲୋକୋକ୍ତି ରହିଛି ।
ବୟସ୍କ ଅଣ୍ଡିରା ଓ ତରୁଣ ପାଣିଗୁଣ୍ଡୁରୀ ଦେଖିବାକୁ ପ୍ରାୟ ଏକା ପରି (କେବଳ ଛାତି ପାଖର ଦାଗରେ ଭିନ୍ନତା ଥାଏ) ।
ଛଞ୍ଚାଣ ଓ ଚିଲ ମଧ୍ୟରେ ଭିନ୍ନତା ଏତିକି ଯେ ଚିଲର ଲାଞ୍ଜ ଉଡ଼ିବା ବେଳେ କଣ୍ଟଚାମଚ ପରିଦେଖାଯାଏ ଓ ଏହା ସାମାନ୍ୟ ଛୋଟ ।
| ଅଧିନିୟମ ସମ୍ପର୍କରେ |ପାରିବାରିକ ମାମଲାଗୁଡିକରେ ଏହାର ପକ୍ଷ ତଥା ବିଷୟବସ୍ତୁର ଭିନ୍ନତା ଦୃଷ୍ତିରୁ ଏଭଳି ମାମଲାର ବିଚାର ପ୍ରକ୍ରିୟା ଅନ୍ୟସବୁ ସାଧାରଣ ଦେୱାନୀ ମାମଲାର ବିଚାର ଭଳି ନ ହୋଇ ଏକ ବିଶେଷ ଧାରା ମାଧ୍ୟମରେ ହେବା ଦରକାର ବୋଲି ଭାରତୀୟ ଆଇନ କମିଶନ ତାଙ୍କ ୫୯ତମ ବିବରଣୀରେ ପ୍ରକାଶ କରିଥିଲେ ।
|ବିଶ୍ୱ ବ୍ରହ୍ମାଣ୍ଡରେ ଭାରତର ଧର୍ମରେ ବିଭିନ୍ନତା ସବୁଠାରୁ ଅଧିକ ଅଟେ , ଯେଉଁଥିରେ କିଛି ସାଂସ୍କୃତିୟ ସଂସ୍ଥାର ଧର୍ମ ସାମିଲ ଅଛନ୍ତି ।
ତେଣୁ ଧୂଳିଆ ବୋଡ଼ା ପ୍ରଜାତିଙ୍କ LD୫୦ର ମାନରେ ମଧ୍ୟ ବିଭିନ୍ନତା ଦେଖିବାକୁ ମିଳେ ।
differentiability's Usage Examples:
differential equations which, together with certain continuity and differentiability criteria, form a necessary and sufficient condition for a complex.
is a self-similar fractal curve that was first described and whose differentiability properties were analysed by Ernesto Cesàro in 1906 and Georg Faber.
generalization of Lebesgue"s theorem on the differentiability of the indefinite integral, which is that Φ : [0, T] → R given by Φ ( t ) ∫ 0 t φ ( s ) d.
In mathematics, Kōmura"s theorem is a result on the differentiability of absolutely continuous Banach space-valued functions, and is a substantial generalization.
once on an open set is analytic on that set (see "analyticity and differentiability" below).
by replacing differentiability requirements with those provided by rectifiable sets, while maintaining the general algebraic structure usually seen.
demonstration that continuity did not imply almost-everywhere differentiability upended mathematics, overturning several proofs that relied on geometric intuition.
— an Asplund space or strong differentiability space is a type of well-behaved Banach space.
In complex analysis, complex-differentiability is defined using the same definition as single-variable real functions.
operators and differentiability (1989), which reported new results and streamlined proofs of earlier results.
the functions f n {\displaystyle f_{n}} , such as continuity, Riemann integrability, and, with additional hypotheses, differentiability, are transferred.