<< dialysable dialysed >>

dialyse Meaning in Odia (Oriya). ( dialyse ଶବ୍ଦର ଓଡିଆ ଅର୍ଥ)



ଡାଏଲିସି,

ଡାୟଲିସିସ୍ ଦ୍ୱାରା ପୃଥକ |,

dialyse తెలుగు అర్థానికి ఉదాహరణ:

ଏହି ଅବସ୍ଥା ସାଧାରଣତଃ ଲୌହ ମାତ୍ରାଧିକ (iron overdose) ହେଲେ, ସଂଖ୍ୟାଧିକ ରକ୍ତ ସଞ୍ଚାରଣ (blood transfusion) ବା ଜେନେଟିକ (genetic condition) ଦୋଷରୁ ହେମୋକ୍ରୋମାଟୋସିସ (hemochromatosis) ହେଲେ ଓ ଡାଏଲିସିସରେ (dialysis) ଥିବା ଲୋକର ଆଲୁମିନିଅମ ବିଷମୟ (aluminium toxicity) ହେଲେ ଏହି ଔଷଧ ବ୍ୟବ‌ହାର କରାଯାଏ ।

ହେମୋଡାଏଲିସିସ (Hemodialysis) ମଧ୍ୟ ଆବଶ୍ୟକ ହୋଇପାରେ ।

|ଏହାର କାରଣ ସାଧାରଣତଃ ଜଣା ପଡିନାହିଁ | ମେଦ ବହୁଳତା, ଧୂମପାନ, ଉଚ୍ଚ ରକ୍ତଚାପ, କ୍ରନିକ୍ ବୃକ୍‌କ ରୋଗ, ଡାଏଲିସିସ, ପଲିସିଷ୍ଟିକ ବୃକ୍‌କ ରୋଗ, ସିକ୍ଲ ସେଲ୍ ରୋଗ, କେତେକ ରାସାୟନିକ ପଦାର୍ଥର ସଂସ୍ପର୍ଶଏବଂ ବୃକ୍‌କ ପଥର ରୋଗ ଇତ୍ୟାଦି ଏହି ରୋଗ ସଙ୍କଟ ସୃଷ୍ଟି କରିପାରେ ।

ଚାରୋଟି ସାଧାରଣ ଟାଇପ ରୋଗ ନାମ:- ଲାଇଟ ଚେନ ବା ଏଏଲ (AL), ପ୍ରଦାହ ବା ଏଏ (AA), ଡାଏଲିସିସ ବା (ଆଲଫାବିଟା୨ଏମ୍) ବା (Aβ2M) ଓ ଅନୁବଂଶୀୟ ତ‌ଥା ବୃଦ୍ଧ ବୟସ ବା ଏଟିଟିଆର (ATTR) ।

| ମୃତ୍ୟୁ |୨୦୨୧ ଡିସେମ୍ବରରେ ସେ କଟକରେ ବୃକକ ତ୍ରୁଟି ନିମନ୍ତେ ଡାଏଲିସିସ ପାଇଁ ଚିକିତ୍ସିତ ହେଉଥିବା ବେଳେ ଅବସ୍ଥାରେ ହୃଦଘାତ ଅନୁଭବ କରିଥିଲେ ।

ପେରିଟୋନିଆଲ ଡାଏଲିସିସ ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ତରଳ ପଦାର୍ଥ ଉଦର ଗ‌ହ୍ୱର (abdominal cavity) ମଧ୍ୟକୁ ପ୍ରବେଶ କରେଇ ଦେବା ପରେ ନିଷ୍କାସିତ କରିଦିଆଯାଏ ଓ ଏହି ପଦ୍ଧତିର ଦିନରେ ଅନେକ ଥର ପୁନରାବୃତ୍ତି କରିବାକୁ ପଡ଼େ ।

ଏହାର ଚିକିତ୍ସାରେ ଆକ୍ଟିଭେଟେଡ ଚାରକୋଲ (activated charcoal), ଶିରାଭ୍ୟନ୍ତର ସୋଡ଼ିଅମ ବାଇକାର୍ବୋନେଟ (sodium bicarbonate ସ‌ହିତ ଡେକ୍ସଟ୍ରୋଜ (dextrose) ଓ ପୋଟାସିଅମ କ୍ଲୋରାଇଡ, ହେମୋଡାଏଲିସିସ (dialysis) ବ୍ୟବ‌ହାର କରାଯାଏ ।

ଏହା ଏକ‌କ ଭାବରେ ଦିଆଯାଏ ବା ହେମୋଡାଏଲିସିସ (hemodialysis) ସ‌ହିତ ଦିଆଯାଏ ।

ଥାଲିଅମ ବିଷକ୍ରିୟାରେ ପାକସ୍ଥଳୀ ଧୁଆ (gastric lavage), ଆକ୍ଟିଭେଟେଡ ଚାରକୋଲ (activated charcoal), ବଳପୂର୍ବକ ମୂତ୍ରତ୍ୟାଗ ବା ଫୋର୍ସଡ ଡାଇୟୁରେସିସ (forced diuresis) ଓ ହେମୋଡାଏଲିସିସ (hemodialysis) ସ‌ହିତ ପ୍ରୁସିଆନ ବ୍ଲୁ ଦିଆଯାଏ ।

|ହାର୍ନିଆ ସୃଷ୍ଟି ନିମନ୍ତେ ସଙ୍କଟ କାରକ ନାମ: ଧୁମ୍ରପାନ, କ୍ରନିକ ଅବସ୍ଟ୍ରକ୍ଟିଭ ପଲମୋନାରୀ ଡିଜିଜ, ମୋଟାପା, ଗର୍ଭାବସ୍ଥା, ପେରିଟୋନିଆଲ ଡାଏଲିସିସ, କୋଲାଜେନ ଭାସ୍କୁଲାର ଡିଜିଜ, ପୂର୍ବରୁ ହୋଇଥିବା ଆପେଣ୍ଡିକସ ଅପରେଶନ ।

|** ହୃତ୍‌ପିଣ୍ଡ ଅପରେଶନ|** ହେମୋଡାଏଲିସିସ୍|ରକ୍ତ କ୍ଷୟ|ଅଣବିକଶିତ ଆନିମିଆ- ଅଭାବୀ ଲୋହିତ ରକ୍ତ କଣିକା ତିଆରି ସ‌ହିତ ପରୀକ୍ଷାଗାରରେ ବାରମ୍ବାର ରକ୍ତ ସଂଗ୍ରହ ।

dialyse's Usage Examples:

Unusual for proteins, this enzyme crystallizes when dialysed against distilled water.


iridodialyses may be asymptomatic and require no treatment, but those with larger dialyses may have corectopia or polycoria and experience monocular diplopia, glare.


The institute provides 80,000 dialyses each year[citation needed].


physicians during treatment, report data on infections potentially caused by dialyses, seek permission prior to closing a clinic, and strengthening anti-discrimination.


description field of research at Hannover Medical School (in German) History of dialyses at the Hannover Medical School (in German) entry on the website of the.


molecules stack together as micelles of very large size, too large to be even dialysed.


Those with traumatic iridodialyses (particularly by blunt trauma) are at high risk for angle recession, which may cause glaucoma.


regular dialysis, it can be also seen in patient with CKD but have never dialysed too.


Blood is dialysed against a human serum albumin (HSA) dialysate solution that allows blood.


In an interview, Barry said he had been undergoing four-hour dialyses three times a week as treatment for a problem with his kidney.


to speak on his technique of long dialysis and long intervals between dialyses (the contrary is the rule) at a meeting of the National Kidney Foundation.


during treatment, report data on infections that might have been caused by dialyses, seek permission from the government of California prior to closing a clinic.



Synonyms:

dialyze, separate,

Antonyms:

connect, join, stay,

dialyse's Meaning in Other Sites