<< diaglyphs diagnose >>

diagnosable Meaning in Odia (Oriya). ( diagnosable ଶବ୍ଦର ଓଡିଆ ଅର୍ଥ)



ନିଦାନ,

ନିଦାନ,

diagnosable తెలుగు అర్థానికి ఉదాహరణ:

ଏସଏଆରଏସ (SARS-CoV) କରୋନାଭୂତାଣୁ‌ ଯୋଗୁ ତୀବ୍ର ଶ୍ୱାସକ୍ରିୟା ସିଣ୍ଡ୍ରୋମ ବା ସିଭିଅର ଆକ୍ୟୁଟ ରେସପିରେଟରି ସିଣ୍ଡ୍ରୋମ (severe acute respiratory syndrome (SARS)) ହୁଏ ଯେଉଁଥିରେ ଏକ ସ୍ୱତନ୍ତ୍ର ନିଦାନ ଯୋଗୁ ଉଭୟ ଉର୍ଦ୍ଧ୍ୱ ଓ ନିମ୍ନ ଶ୍ୱାସକ୍ରିୟା ସଂକ୍ରମଣ (upper ଓ lower respiratory tract infection) ହୋଇପାରେ ।

ଉପନିଦାନିୟ ହାପୋଥାଇରଏଡିଜ୍‌ମ (Subclinical hypothyroidism) ଏକ ପ୍ରକାର ସାମାନ୍ୟ ଧରଣର ହାପୋଥାଇରଏଡିଜ୍‌ମ ଯେଉଁଥିରେ ସାଧାରଣ ଥାଇରକ୍‌ସିନ ସ୍ତର, ଅଧିକ ଟିଏସଏଚ ସ୍ତର ଥାଏ ଓ ଏହା ୪.୩–୮.୫% ଲୋକଙ୍କର ହୁଏ ।

|ନିଦାନୀୟ ନମୁନା|ସଂଜ୍ଞାନୁସାରେ ଅଣ-ସଂକ୍ରମଣକ୍ଷମ ମାନବ ବା ପଶୁ ପଦାର୍ଥମାନଙ୍କୁ ନିଦାନୀୟ ନମୁନା କୁହାଯାଏ ଯେଉଁଥିରେ ଥାଏ ରକ୍ତ, ଲାଳ (saliva), ନିଷ୍କାସିତ ଦ୍ରବ୍ୟ (excreta), ଶାରୀରିକ ତନ୍ତୁ (tissue), ତନ୍ତୁ ତରଳ ପଦାର୍ଥ (tissue fluid) ଓ ରକ୍ତ ସଞ୍ଚାରଣ ନିମନ୍ତେ ରକ୍ତ ପଦାର୍ଥ (blood products) ।

| ଶରୀରତାତ୍ତ୍ୱିକ ନିଦାନ |କେତେକ ଧରଣର ଅପସ୍ମାର ବାତ ଜିନ୍ ମ୍ୟୁଟେସନ ଯୋଗୁ ହେଉଥିବା ଜଣାଯାଏ ।

| ନିଦାନ | ଡିଏସଏମ |ଆଧାରିତ ହୋଇଛି :|ଡିଏସଏମ ( Diagnostic and Statistical Manual of Mental Disorders) ।

କେତେକ ରୋଗ ଯଥା ହାଡ଼ ପୋରିଆ(Osteoporosis), ସ୍ୱଳ୍ପ କେତେକ ପ୍ରକାରର ଅସ୍ଥି କର୍କଟ, ଓଷ୍ଟିଓଜେନେସିସ୍ ଇମ୍ପରଫେକ୍ଟା (Osteogenesis Imperfecta) ଓ ଏହିଭଳି ଅନେକ ରୋଗରେ ଅସ୍ଥି ଦୁର୍ବଳ ହୋଇ ଅତି ସାମାନ୍ୟ ବଳ ପ୍ରୟୋଗଦ୍ୱାରା ଭାଙ୍ଗିଯିବାରୁ ଏହାକୁ ନିଦାନ ଜନିତ ଅସ୍ଥି ଭଗ୍ନ (Pathological Fracture) ନାମ ଦିଆଯାଏ ।

| ନିଦାନଶରୀରତତ୍ତ୍ୱ ||ଅଧିକାଂଶ ଅନିବାର୍ଯ୍ୟ ଉଚ୍ଚ ରକ୍ତଚାପ ରୋଗରେ ହୃତ୍‌ପିଣ୍ଡରୁ ସମାନ ପରିମାଣ ରକ୍ତ ପ୍ରତି ସଂକୋଚନ ବେଳେ ବାହାରେ, କିନ୍ତୁ ରକ୍ତ ନଳୀମାନଙ୍କର ପ୍ରତିରୋଧ ଯୋଗୁ ରକ୍ତଚାପ ବଢ଼ିଯାଏ ।

|ରୋଗ ନିଦାନ|ଯଦିଓ, ବ୍ୟାଲେଣ୍ଟାଇନ ସୀଣ୍ଡ୍ରୋମର ସଠିକ ଏଟିୟୋପାଠୋଜେନେଟିକ ତନ୍ତ୍ର ଅଜ୍ଞାତ ଭାବେ ତିଆରି ହୋଇଛି ; ବହୁ ଲେଖକମାନେ ୟୁରିକ ଏସିଡ ସ୍ତର, ଏନୀମିୟା ଓ ନିମ୍ନ ହେମଟୋକ୍ରିଟିସ ବିନା ହେମୋଲିସିସ ବଢ଼ା ଯିବାର ସୂଚନା ଦେଇଛନ୍ତି ।

ସମ୍ଭାବ୍ୟ ସ୍ତନ କର୍କଟର ନିଦାନ ପାଇଁ ସ୍ତନ-ଆତ୍ମ ପରୀକ୍ଷା (BSE) ଏକ ସୁବିଧା କିନ୍ତୁ ଅବିଶ୍ୱସନୀୟ ବିଧି ଅଟେ ।

| ରୋଗ ନିଦାନ |ଟାଇଫଏଡ ଜୀବାଣୁ ଖାଦ୍ୟ ସାଥିରେ ଖାଦ୍ୟ ନଳୀରେ ପ୍ରବେଶ କରେ ଓ ପାକସ୍ଥଳୀରେ ପ୍ରବେଶ କରେ ।

|ସୂତ୍ର ସ୍ଥାନ|ନିଦାନ ସ୍ଥାନ|ବିମାନ ସ୍ଥାନ|ଶରୀର ସ୍ଥାନ|ଐନ୍ଦ୍ରୀୟ ସ୍ଥାନ|ଚିକିତ୍ସା ସ୍ଥାନ|ବିକଳ୍ପ ସ୍ଥାନ|ସିଦ୍ଧି ସ୍ଥାନ|ଚରକ ସଂହିତାରେ ଉପରଲିଖିତ ଆଠଟି ବିଷୟ ବା ସ୍ଥାନ ରହିଛି ।

| ନିଦାନଶରୀରତତ୍ତ୍ୱ |କୁଷ୍ଠ ରୋଗ କିପରି ସଂକ୍ରମିତ ହୁଏ ତାହାର ସଠିକ୍ ପଦ୍ଧତି ଏ ପର୍ଯ୍ୟନ୍ତ ଅଜଣା ଅଛି କିନ୍ତୁ ଲମ୍ବା ସମୟ ଧରି ଉଠାବସା କଲେ ଓ ନାକରୁ ନିର୍ଗତ ଟୋପାଦ୍ୱାରା (droplet infection) ଏହା ସମ୍ଭବ ବୋଲି ବିଶ୍ୱାସ କରାଯାଏ ।

diagnosable's Usage Examples:

particularly whether Centrosaurus and/or Monoclonius are valid genera, undiagnosable, or possibly members of the opposite sex.


Conditions diagnosable by culdoscopy include tubal adhesions (causing sterility), ectopic pregnancy.


Yet, after this, Ayu Khandro fell ill to an undiagnosable illness and was in weakened health for the next two years.


talampayensis to be undiagnosable in a 1994 study, and reclassified L.


in 2001 by Jastreboff and Jastreboff, it has yet to be considered a diagnosable condition.


"Supposedly suffering from an undiagnosable condition.


From a study of historical samples, the four strains or forms are not diagnosable by their mitochondrial DNA sequences.


This genus is diagnosable from all other members of the Chaetostoma group by having a fully plated.


If each user is allowed to do this on their own, then, the discipline soon degrades and the shop will be no easier to manage than one that consists of one-off computers with their own quirks, frequently requiring re-imaging and whose issues are not really diagnosable nor comparable to each other.


In order to be diagnosable, the interest must be recurrent and intense, present for at least six.


Rabies is undiagnosable before symptoms develop.


Some assert that parental alienation should be diagnosable in children as a mental disorder.


hemochromatosis and polycythemia; however, these rare diseases were unknown and undiagnosable before the advent of scientific medicine.



Synonyms:

identifiable,

Antonyms:

unrecognizable, unidentifiable,

diagnosable's Meaning in Other Sites