devot Meaning in Odia (Oriya). ( devot ଶବ୍ଦର ଓଡିଆ ଅର୍ଥ)
ଭକ୍ତ,
Verb:
ସ୍ୱତନ୍ତ୍ର ଭାବେ ନିଯୁକ୍ତ |, ବଳିଦାନ କରିବା |,
People Also Search:
devotedevoted
devotedly
devotedness
devotee
devotees
devotes
devoting
devotion
devotion to god
devotional
devotional song
devotionalism
devotionally
devotionals
devot తెలుగు అర్థానికి ఉదాహరణ:
ଏହି ବେଳର ସ୍ମୃତି ସେ ପରବର୍ତ୍ତୀ କାଳରେ ତାଙ୍କର ସ୍ତ୍ରୀ-ଭକ୍ତମାନଙ୍କ ଆଗରେ ପ୍ରକାଶ କରି କହିଥିଲେ, ‘ସେତେବେଳେ ମୋର ମନେ ହେଉଥିଲା, ଅନ୍ତର ମଧ୍ୟରେ କେହି ଯେପରି ଗୋଟିଏ ପୂର୍ଣ୍ଣାନନ୍ଦର କଳସ ସ୍ଥାପନ କରି ରଖିଛି ।
ଏହା ଈଶ୍ୱରଙ୍କ ପ୍ରତି ଭକ୍ତିଭାବର ଚିହ୍ନ ଥିଲା ।
କାଳଭୈରବ ଆଜ୍ଞାମାନି ନିଜକୁ ଗୋଡ଼ପଟରୁ ଭକ୍ଷଣ କରି ଛାତି ପାଖରେ ପହଞ୍ଚିବା ପରେ ଶିବ ତାକୁ ସେଇଠି ଅଟକି, ସେହି ରୂପରେ ମନ୍ଦିରର ମୁଖଶାଳା ବା ପ୍ରବେଶଦ୍ୱର ସାଜିବାକୁ ନିର୍ଦ୍ଦେଶ ଦେଲେ ଓ ଯେଉଁ ଭକ୍ତ ସେଥିମଧ୍ୟରେ ପ୍ରବେଶ କରି ଠାକୁର ଦର୍ଶନକୁ ଯିବ ତାହର ସମସ୍ତ ପାପ କ୍ଷୟ ହେବ ବୋଲି ମହାଦେବ ଆଜ୍ଞା କଲେ ।
ତତ୍କାଳୀନ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏହି ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା ।
ସେତିକିବେଳେ ହଠାତ୍ ପ୍ରତ୍ୟକ୍ଷ ଦେଖିଲା ଭଳି ଦେଖିଲେ, ଜଗନ୍ନାଥ ନିଜେ ତାଙ୍କ ପାଖରେ ଉପସ୍ଥିତ ହୋଇ ବ୍ରଜ ଗମ୍ଭୀରବାଣୀରେ କହୁଛନ୍ତି, ଆରେ ... ତୁମେ କ'ଣ ଜାଣିନାହଁ ମୁଁ ଇଚ୍ଛାମୟ, ଭକ୍ତର ଇଚ୍ଛାକୁ ମୁଁ ନିଜ ଇଚ୍ଛା ଭଳି ଗ୍ରହଣ କରିଥାଏ ।
ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି ।
ବୈଷ୍ଣବ ପରମ୍ପରାରେ ଭକ୍ତି ବାଦୀ ବିଚାରିଟିଧାରା ଅତିରିକ୍ତ ଶକ୍ତିର ସିଦ୍ଧାନ୍ତ ବି ସମାହିତ।
ତେଣୁ ଓଡ଼ିଶାର ଜ୍ଞାନ ଭକ୍ତି ଭାବରେ ମହାପ୍ରଭୁଙ୍କ ଷୋଳକଳାକୁ ସମ୍ପୂର୍ଣ୍ଣ୍ଣ ଭାବେ ଦର୍ଶାଯାଇଛି ଏବଂ ଶ୍ରୀକୃଷ୍ଣ ତାଙ୍କଠାରୁ ଗୋଟିଏ କଳା ରୂପରେ ଧାରା ଯାଇଛି ।
ଏହାକୁ ଛଅଭାଗରେ ବିଭକ୍ତ କରାଯାଇପାରେ:|ସମାନତାର ଅଧିକାର|ସ୍ବତନ୍ତ୍ର ବା ସ୍ୱାଧୀନତାର ଅଧିକାର|ଶୋଷଣ ବିରୋଧ ଅଧିକାର|ଧର୍ମଗତ ସ୍ୱାଧୀନତାର ଅଧିକାର|ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର|ସାମ୍ବିଧାନିକ ପ୍ରତିକାରଗତ ଅଧିକାର|ସମ୍ପତ୍ତିଗତ ଅଧିକାର ମୌଳିକ ଅଧିକାର ଅନ୍ତର୍ଗତ ନୁହେଁ ।
ଶିରିଡି ସାଇବାବା ଅଷ୍ଟୋତ୍ତରଶତନାମାବଳୀ ସାଇଙ୍କୁ ପ୍ରସନ୍ନ କରିବାପାଇଁ ଭକ୍ତମାନଙ୍କର ଅବଦାନ ବୋଲି ବିଶ୍ୱାସ କରାଯାଏ ।
devot's Usage Examples:
He grants good health, wealth and cattle to his devotees.
The Museum publishes academic books and devotes special presentations to Armenian literary figures.
The temple is thronged by devotees during this time.
which Wegas sings about the devotion two people can have for each other, likening it to the Odyssey.
The following two months were devoted to torpedo trials along the North Atlantic Coast, which showed that Intrepid's design was generally unsatisfactory.
In 1961 he also founded one of the first sleep laboratories in New York City at the Maimonides Medical Center, devoted to the experimental study of dreams and telepathy.
In 1984, he gave up his job and devoted himself full-time to political activism.
As a result, the legislature still devotes considerable time to local matters, and.
Major projects (2011–present)The Hepworth Wakefield gallery (2003–2011) The Hepworth Wakefield is a gallery devoted to the work of the sculptor Barbara Hepworth.
of Sir Rowland"s specific services to London can give any idea of his unwearying devotion to the city of his adoption".
Worship is an act of religious devotion usually directed towards a deity.
There is a permanent exhibition devoted to the Northern War and the Livonian War.
called Ram Dhun) is a notable bhajan (Hindu devotional song) widely popularised by Mahatma Gandhi.