<< devested devi >>

devesting Meaning in Odia (Oriya). ( devesting ଶବ୍ଦର ଓଡିଆ ଅର୍ଥ)



ନଷ୍ଟ କରିବା,

Noun:

ନିବେଶ,

devesting తెలుగు అర్థానికి ఉదాహరణ:

2170 ଦଶକ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ସରକାର ସେମାନଙ୍କ ସାଂସ୍କୃତିକ ବିରାସତକୁ ନଷ୍ଟ କରିବାର ପ୍ରୟାସ କରିଥିଲେ , ଯାହାର ଅନ୍ତର୍ଗତ ସେମାନଙ୍କ ପିଲାମାନଙ୍କୁ ପ୍ରାୟତଃ ମାତା-ପିତାଙ୍କଠାରୁ ଅଲଗା କରି ୟୁରୋପୀୟ ଶୈଳୀର ପାଠଶାଳାରେ ବନ୍ଦୀ ରଖା ଯାଉଥିଲା ।

ଏହି ଅପରେସନ୍ ସମୟରେ ଭାରତୀୟ ନୌସେନା ପାକିସ୍ତାନ ସେନାର ୩ଟି ଜାହାଜକୁ ନଷ୍ଟ କରିବାକୁ ସକ୍ଷମ ହୋଇଥିଲେ ।

ପୋଲିସ ହେଇଥିବା ତଥ୍ୟ ଅନୁଯାୟୀ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତମାନେ ଘଟଣା ପରେ ଉକ୍ତ ବସକୁ ଧୋଇଦେଇଥିଲେ ।

ବ୍ରିଟିଶ ଅଧିକାରୀ ଦୁତୀୟ ଏଙ୍ଗ୍ଲୋ-ଶୀଖ ଯୁଦ୍ଧ ପରେ ଇମାରତକୁ ନଷ୍ଟ କରିବାକୁ ଚାହିତିଲେ ଓ ପୁନଶ୍ଚ ଶୀଖ ସାମ୍ରାଜ୍ୟକୁ କ୍ୱଜ଼ରେ କରି ନେଇଥିଲେ।

ସେ ୨୦୦୨ ମସିହାରେ ବଜରଙ୍ଗ ଦଳ ଓଡ଼ିଶା ବିଧାନ ସଭା ଉପରେ କରିଥିବା ଆକ୍ରମଣରେ ଦଙ୍ଗା, ନିଆଁ ଲଗାଇବା, ପିଟାମରା, ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ପାଇଁ ମାମଲାରେ ଗିରଫ ହୋଇଥିଲେ ।

କାକୋରି ରେଳଗାଡ଼ି ଲୁଣ୍ଠନ, ସେବେକାର ଭାଇସରୟଙ୍କ ରେଳଗାଡ଼ି ନଷ୍ଟ କରିବାର ଉଦ୍ୟମ ଏବଂ ଲାଲ ଲଜପତ ରାଏ ହତ୍ୟାକରିଥିବା ଜେ.ପି.ସଉନଦରସ ହତ୍ୟାରେ ତାଙ୍କର ଅବଦାନ ଥିଲା ।

କିଛି ଉତ୍ପାତିଆ ଅସାମାଜିକ ବ୍ୟକ୍ତି ମୂର୍ତ୍ତିର ଗୋଟିଏ ହାତରେ ରଙ୍ଗ ଛିଞ୍ଚି ମୂର୍ତ୍ତିକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ।

ତତ୍କାଳୀନ ପାକିସ୍ତାନୀ ରାଷ୍ଟ୍ରପତି ପରଭେଜ ମୁଶରଫ୍ ମୋଇନୁଦ୍ଦିନ୍ ହାଇଦରଙ୍କୁ ଦୂତ ଭାବେ କାବୁଲ୍ ପଠାଇଥିଲେ ଓ ଏହି ମୂର୍ତ୍ତି ନଷ୍ଟ କରିବାର ନିନ୍ଦନୀୟ କାର୍ଯ୍ୟକୁ ଅଣ-ଇସ୍‍ଲାମୀୟ ବୋଲି କହି ରୋକିବାର ଚେଷ୍ଟା କରିଥିଲେ ।

|ସେ କାଳର ଚିତ୍ରାଙ୍କନ ମାଧ୍ୟମ ଓ ପ୍ରଣାଳୀ, ପାରିବେଶିକ ପ୍ରଭାବ ଓ ଚିତ୍ରକୁ ନଷ୍ଟ କରିବାର କୁପ୍ରଚେଷ୍ଟା ଯୋଗୁଁ ବର୍ତ୍ତମାନ ମୂଳ ଚିତ୍ରର ଖୁବ୍ କମ୍ ଅଂଶ ତିଷ୍ଠି ରହିଛି ।

ଦୁର୍ଗର ଅର୍ଥ ବିପଦ ବା ଦୁର୍ଗତି, ଆ ଅର୍ଥ ନଷ୍ଟ କରିବା

|ତାଲିବାନ୍ ମହାରାଜଦୂତ ସୈଦ ରହମତୁଲ୍ଲା ହାଶେମି ମତ ରଖିଥିଲେ ଯେ ସ୍ୱିଡେନ୍ ଦେଶର ଏକ କଳାକୃତି ସଂରକ୍ଷଣ ଗୋଷ୍ଠୀ ବାମିୟାନ୍ ବୁଦ୍ଧଙ୍କ ମୁଣ୍ଡର ସଂରକ୍ଷଣ ଓ ମରାମତି କାର୍ଯ୍ୟର ଦାୟିତ୍ୱ ନେବାକୁ ଚାହିଁଥିଲେ ଓ ସେମାନଙ୍କ ସହ ହୋଇଥିବା ଆଲୋଚନା ପରେ ଆଫଗାନି ସଂସ୍ଥାଙ୍କଦ୍ୱାରା ମୂର୍ତ୍ତିକୁ ନଷ୍ଟ କରିବାର ନିଷ୍ପତ୍ତି ନିଆଯାଇଥିଲା ।

ଯାହା ସର୍ପାଘାତ ରୋଗୀର ବିଷକୁ ନଷ୍ଟ କରିବାକୁ ସାହାଯ୍ୟ କରେ ଏବଂ ଅନ୍ୟ ଔଷଧୀୟ କାର୍ଯ୍ୟରେ ଲାଗିଥାଏ ।

devesting's Meaning in Other Sites