<< detractors detracts >>

detractory Meaning in Odia (Oriya). ( detractory ଶବ୍ଦର ଓଡିଆ ଅର୍ଥ)



ଘୃଣ୍ୟ, ବଦନାମ, ପ୍ରତାରଣାକାରୀ, ଅପସାରଣ, ହ୍ରାସ,

Noun:

ସମାଲୋଚକ |, ଅପବାଦ, ଅପହରଣକାରୀ |,

detractory తెలుగు అర్థానికి ఉదాహరణ:

ଆଦିବାସୀଙ୍କ ପ୍ରତି ଥିବା ଘୃଣ୍ୟ ମନଭାବକୁ ଦୂର କରିବା ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନରେ ସେ ଭାଗନେଇଥିଲେ ଏବଂ ୧୯୭୨ ମସିହାରେ ରାୟଗଡ଼ାଠାରେ ଗିରଫ ହୋଇଥିଲେ ।

ତେବେ ଦେଖାଗଲା ଯେ ବ୍ୟାବସାୟୀକ ଫାଇଦା ପାଇଁ ନାରୀର ରୂପ ଲାବଣ୍ୟକୁ ଅନୁଚିତ ଭାବେ ପ୍ରଦର୍ଶନ କରିବା ଭଳି ଘୃଣ୍ୟ ମାନସିକତାର ଶିକାର ହୋଇ କିଛି ବ୍ୟକ୍ତିବିଶେଷ ତଥା ବ୍ୟାବସାୟୀକ ସଂସ୍ଥା ଅର୍ଥ ଲୋଭ ଦେଖାଇ ନାରୀମାନଙ୍କୁ ବ୍ୟବହାର କରିବାକୁ ଲାଗିଲେ ।

|ଘୃଣ୍ୟ ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ ।

| ଇତିହାସ |ସାରା ବିଶ୍ୱରେ ଆତ୍ମହତ୍ୟା ଭଳି ଘୃଣ୍ୟ ଅପରାଧ ବିରୁଦ୍ଧରେ ଗଣ ସଚେତନତା କରାଇବା ଉଦ୍ଦେଶ୍ୟରେ The International Association for Suicide Prevention (IASP) ନାମକ ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥା World Federation for Mental Health (WFMH)ର ମିଳିତ ଆନୁକୁଲ୍ୟରେ ୨୦୦୩ ମସିହାରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଇତିହାସରେ କୁଷ୍ଠ ରୋଗକୁ ଗୋଟିଏ ଘୃଣ୍ୟ ରୋଗ ଭାବେ ଗଣାଯାଉଥିଲା ଯେଉଁ କାରଣରୁ ରୋଗୀ ଭୟରେ ଚିକିତ୍ସା କରିବାକୁ ପଛଘୁଞ୍ଚା ଦେଉଥିଲେ ।

ଏତଦ ବ୍ୟତିତ ଉତ୍କଳ ଦୀପିକା ବାଲ୍ୟବିବାହ ପରି ଘୃଣ୍ୟ ପ୍ରଥା ବିରୋଧରେ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲା ।

| ଅଧିନିୟମ ସଂପର୍କରେ |ଇଂରେଜ ଶାସିତ ଭାରତରେ ଯେଉଁ କେତୋଟି କୁତ୍ସିତ କୁସଂସ୍କାର ଭାରତରେ ପ୍ରଚଳିତ ଥିଲା ତନ୍ମଧ୍ୟରୁ ସତୀ ପ୍ରଥା ଅତ୍ୟନ୍ତ ଘୃଣ୍ୟ ତଥା ନିନ୍ଦନୀୟ ।

ବାଲ୍ୟବିବାହ ଓ ବହୁବିବାହ ଆଦି ଘୃଣ୍ୟ ପ୍ରଥା ଉଛେଦ କରିଥିଲେ।

|ସନ୍ତାନଟିଏ ପାଇବା ପାଇଁ ଅସନା ହାତରେ ଖାଇବା ଭଳି ଘୃଣ୍ୟ କାମ କରିବାକୁ ନିଃସନ୍ତାନ ନାରୀ ପଛାଇବ ନାହିଁ ବୋଲି ଏପରି ପ୍ରତିଜ୍ଞା ଷଠି ବୁଢ଼ୀ ନିକଟରେ କରିଥାଏ ।

detractory's Meaning in Other Sites