<< deterrent deterring >>

deterrents Meaning in Odia (Oriya). ( deterrents ଶବ୍ଦର ଓଡିଆ ଅର୍ଥ)



ପ୍ରତିରୋଧକ,

Noun:

ପ୍ରତିବନ୍ଧକ |,

deterrents తెలుగు అర్థానికి ఉదాహరణ:

ପୂର୍ବରୁ ବସନ୍ତ ରୋଗରେ ବହୁ ଜୀବନହାନୀ ଘଟୁଥିଲା, ହେଲେ ବର୍ତ୍ତମାନ ବସନ୍ତ ପ୍ରତିରୋଧକ ଟିକା ନେବାଦ୍ୱାରା ବସନ୍ତ ରୋଗ ସମ୍ପୂର୍ଣ୍ଣ ଲୋପ ପାଇଯାଇଛି।

ମେଦାଳତା ଏକ ମୃତ୍ୟୁ ପ୍ରତିରୋଧକ୍ଷମ ଅବସ୍ଥା ଯାହା ପୃଥିବୀବ୍ୟାପି ବୟଃପ୍ରାପ୍ତ ଓ ପିଲାଙ୍କର ରୋଗ ହାରରେ ବୃଦ୍ଧି ଘଟୁଛି ।

ପ୍ରତିଦିନ ମହୁ ଖାଇଲେ ମଣିଷ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିପାଏ ଓ ମଣିଷ ସୁସ୍ଥ ସବଳ ରହେ।

| ବାନ୍ତି ପ୍ରତିରୋଧକ ଔଷଧ |ଓଣ୍ଡାନ୍ ସେଟ୍ରନ ଖାଇବାଦ୍ୱାରା ବାନ୍ତି କମିଯାଏ, ଶିରାରେ ଦିବାକୁ ଥିବା ସାଲାଇନ୍ ଇତ୍ୟାଦି କମ୍ ଦରକାର ପଡେ ଓ ଘରେ ମଧ୍ୟ ଚିକିତ୍ସା କରିହୁଏ ।

ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନ୍‌ସନ ଆକଳନ ଅନୁସାରେ ତମ୍ବାଖୁ ହେଉଛି ଏକକ ସ୍ୱାସ୍ଥ୍ୟ ସଙ୍କଟ ପ୍ରତିରୋଧକ ଓ ଅକାଳ ମୃତ୍ୟୁର କାରଣ"।

| ଗବେଷଣା |ଜୀବାଣୁ ଆକ୍ରମଣ ପ୍ରତି ଛୋଟପିଲାର ପ୍ରତିରୋଧକ ଶକ୍ତି କିପରି କାମ କରେ, ସେହି ସ୍ୱତନ୍ତ୍ର ଚିହ୍ନଗୁଡିକ କ'ଣ ଯାହାଦ୍ୱାରା ରୋଗର ପ୍ରକୃତିକୁ ଚିହ୍ନଟ କରାଯାଇପାରିବ, ରୋଗର ପ୍ରଗତି ଓ ଫଳାଫଳ - ଏସବୁ ଭଟ୍ଟନାଗରଙ୍କ ବିଜ୍ଞାନାଗାରର ମୁଖ୍ୟ ପ୍ରଶ୍ନ ଥିଲା ।

ଏହା ସବୁ ପ୍ରକାର ଜାଗାରେ ବ୍ୟବହାର କରିହବ ଏବଂ ଏହାର ଜଳ ପ୍ରତିରୋଧକ କ୍ଷମତା ମଧ୍ୟ ରହିଛି ।

ପୂର୍ବ ସଂକ୍ରମଣ କିମ୍ବା ଟୀକାକରଣଦ୍ୱାରା ଜନସଂଖ୍ୟାର ଏକ ବଡ଼ ଅଂଶ ଭିତରେ ସଂକ୍ରମଣ ବିରୋଧରେ ପ୍ରତିରୋଧକ ଶକ୍ତି ହାସଲ କଲେ ତାହା ପ୍ରତିରୋଧକ ଶକ୍ତି ନଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏକ ମାପ ଦେଇଥାଏ ।

ଯଦି qe ଏକ ଇଲେକ୍ଟ୍ରନର ଚାର୍ଜ୍ ହୁଏ ଓ V_0 ପ୍ରତିରୋଧକ ବିଭବ ହୁଏ, ତେବେ ଇଲେକ୍ଟ୍ରନକୁ ଅଟକାଇବା ପାଇଁ ପ୍ରତିରୋଧକ ବିଭବଦ୍ୱାରା କରାଯାଇଥିବା କାର୍ଯ୍ୟର ମାପ ହେଲା : q_eV_0 ।

ଗୋଲ ଆକାର ଯୋଗୁଁ ପରିବାହୀରେ ହଲ୍ ବିଦ୍ୟୁତ୍ ବିଭବ ପରିବର୍ତ୍ତେ ହଲ୍ ପ୍ରଭାବ ଚୁମ୍ବକୀୟ-ପ୍ରତିରୋଧକ ସୃଷ୍ଟି ହୁଏ ।

|ପାଚନ କ୍ରିୟା, ଚୟାପଚୟ, ରୋଗ ପ୍ରତିରୋଧକ ଶକ୍ତି ଓ ଗୁପ୍ତ ରୋଗ ଇତ୍ୟାଦି ସମ୍ପର୍କରେ ତଥ୍ୟ ପ୍ରକାଶ କରିଥିବା ପ୍ରଥମ ଚିକିତ୍ସକ ହେଉଛନ୍ତି ଚରକ ।

deterrents's Usage Examples:

To date these have not proven to be significant deterrents.


positive potential for pegging, while the left region contains countries that face significant risks and deterrents to pegging.


These deterrents, used commonly in Scotland, would be only available for the rich to protect.


They believed that the large American and Soviet nuclear forces acted as mutual deterrents for nuclear war, making conventional war more likely.


Deterrents to collection are identified and plans are developed to address deterrents.


Methods of bird control include physical deterrents, visual deterrents, multi-sensory deterrents, sonic devices, trained birds of prey (falconry).


Some high-tech automotive keys are billed as theft deterrents.


On 2 February 1942, he directed the MBF to answer all acts of resistance with sharp deterrents, including the execution of a large number of imprisoned Communists, Jews, or people who carried out previous attacks, and the arrest of at least 1,000 Jews or Communists for later evacuation.


These factors have been huge deterrents to the development of science and technology in Nepal.


implemented a "200 consumer rebate for scientifically proven electrical shark deterrents.


Acoustic harassment and acoustic deterrents are technologies used to keep animals and in some cases humans away from an area.


It is galactolipids, rather than phlorotannins, that act as herbivore deterrents in Fucus vesiculosus against the sea urchin Arbacia punctulata.


[better source needed] A number of concepts have been proposed for physical deterrents to rape, and although they attracted media attention, none of them have.



Synonyms:

impediment, straitjacket, baulk, difficulty, hinderance, handicap, albatross, bind, obstruction, drag, diriment impediment, millstone, check, hindrance, balk, obstacle,

Antonyms:

activeness, action, activity, derestrict, differ,

deterrents's Meaning in Other Sites