<< detection detective >>

detections Meaning in Odia (Oriya). ( detections ଶବ୍ଦର ଓଡିଆ ଅର୍ଥ)



ଚିହ୍ନଟ, ଆବିଷ୍କାର,

Noun:

ଆବିଷ୍କାର |,

detections తెలుగు అర్థానికి ఉదాహరణ:

ଆଉ ମଧ୍ୟ ଜି୬ପିଡି ଅଭାବ (G6PD deficiency) ଚିହ୍ନଟ ନିମନ୍ତେ ପରିସ୍ରାରେ ପ୍ରୁସିଆନ ବ୍ଲୁ ବ୍ୟବ‌ହାର କରାଯାଏ ।

ପ୍ରତିବର୍ଷ ପ୍ରାୟ ୨୦୦,୦୦୦ ଜନ୍ମଗତ ଟକ୍‌ସୋପ୍ଲାଜମୋସିସ୍ ଚିହ୍ନଟ ହେଉଛନ୍ତି ।

  କିନ୍ତୁ ଏହି ଦୁଇ ପ୍ରନ୍ତ ମଧ୍ୟରେ ରହିଥିବା ସ୍ଥାନ ଚିହ୍ନଟ ହୋଇନଥିବାରୁ ସର୍ବଦା ବିବାଦୀୟ ହୋଇ ରହିଗଲା ।

ସହର କହିଲେ ଆଇନ ଗତ କିମ୍ବା ରାଜନୈତିକ ଭାବରେ ସୀମା ଚିହ୍ନଟ ହେଇଥିବା ଓ ପ୍ରଶାସନଦ୍ୱାରା ସ୍ୱୀକୃତ ସହରାଞ୍ଚଳ ଭାବେ  ହେଇଥିବା ଓ ସ୍ଥାନୀୟ ପ୍ରଶାସନ ରହିଥିବା ଅଞ୍ଚଳକୁ କୁହାଯାଇଥାଏ ।

ଏହା ଡାକ୍ତରୀ ପରୀକ୍ଷଣଠାରୁ ଭିନ୍ନ ଯେଉଁଥିରେ ସଂକ୍ରମିତ ଭାବେ ଚିହ୍ନଟ କରାଯାଇଥିବା ବ୍ୟକ୍ତିଙ୍କୁ ସୁସ୍ଥ ବ୍ୟକ୍ତିଙ୍କ ଠାରୁ ଦୁରାଇ ରଖାଯାଏ ।

| ଇମେଜିଙ୍ଗ୍ ||ବିଭିନ୍ନ ନ୍ୟୁରୋମେଜିଂ ଅନୁସନ୍ଧାନ ଉପଲବ୍ଧ ଅଛି ଯାହା ମସ୍ତିଷ୍କ ସାଇନସ୍ ଥ୍ରୋମ୍ବୋସିସ୍ ଚିହ୍ନଟ କରିପାରେ ।

|ଦାରୁ ଶଗଡ଼ି|ବନଯାଗ ଯାତ୍ରାରେ ଦାରୁ ଚିହ୍ନଟ ହୋଇସାରିବା ପରେ ଯେତେବେଳେ ଦାରୁ ଛେଦନ ସାରି ଶ୍ରୀମନ୍ଦିରକୁ ନେବାର କଥା ଆସେ ସେତେବେଳେ ଦରକାର ହୁଏ ଏହି ଶଗଡ଼ି, ଯାହାକୁ ଦାରୁ ଶଗଡ଼ି ନାମରେ ଆମେ ବୋଲାଇଥାଉ ।

ଉଚ୍ଚ ଡିଗ୍ରୀ ବ୍ଲକ ଫଳରେ ପ୍ରତିବର୍ଷ ପ୍ରାୟ ୫,୦୦୦ ଲୋକଙ୍କ ମଧ୍ୟରୁ ଜଣକର ନୂଆ ଲକ୍ଷଣ ଦେଖାଯାଏ | ପ୍ରଥମେ ୧୮୫୨ ମସିହାରେ ହରମନ ଷ୍ଟାନିୟସ ଏକ ପଶୁ ମଡେଲରେ ଚିହ୍ନଟ କରିଥିଲେ ।

|ସାଇନୋଭିଆଲ ଫ୍ଲୁଇଡ ବା ସନ୍ଧିଜ ଶ୍ଲୈଇସ୍ମିକ ତରଳର ପରୀକ୍ଷଣ- ମନୋସୋଡିୟାମ ୟୂରେଟର ସ୍ଫଟିକ କଣିକା କିମ୍ବା ଟଫିର ଉପସ୍ଥିତି ଏହି ରୋଗ ଚିହ୍ନଟ କରିଥାଏ ।

ପରେ ୨୦୦୪ ମସିହାରେ ଭାରତର ପ୍ରକୃତି ସଂରକ୍ଷଣ ସଂଘର କେତେକ ବୈଜ୍ଞାନିକ ଏହାକୁ ଏକ ନୂତନ ପ୍ରଜାତି ଭାବେ ଚିହ୍ନଟ କରିଥିଲେ ।

|୩. ସୁନା-ପାତ ଇଲେକ୍ଟ୍ରୋସ୍କୋପ୍ (ଈଂରାଜୀରେ Gold-leaf Electroscope) ସ୍ଥିତ-ବିଦ୍ୟୁତ୍ ଚିହ୍ନଟ କରବାରେ ସାହାଯ୍ୟ କରେ ଏବଂ ଆଲୋକ-ବୈଦ୍ୟୁତିକ ନିୟମରେ କାମ କରେ।

ସେରେବ୍ରାଲ ଇଡିମା ଏବଂ ଭେନସ ଇନ‌ଫାର୍କସନ‌ଦ୍ୱୟ ଯେକୌଣସି ଇମେଜିଙ୍ଗରେ ସ୍ପଷ୍ଟ ହୋଇପାରେ, କିନ୍ତୁ ଥ୍ରୋମ୍ବସ ଚିହ୍ନଟ ପାଇଁ, ସର୍ବାଧିକ ସାଧାରଣତଃ କମ୍ପ୍ୟୁଟେଡ ଟୋମୋଗ୍ରାଫି (CT) ଏବଂ ଏମଆରଆଇ (MRI) ଯେଉଁଥିରେ ବିଭିନ୍ନ ପ୍ରକାରରର radiocontrast ବ୍ୟବହାର କରି ଭେନୋଗ୍ରାମ (venogram) କାରିମସ୍ତିଷ୍କର ଶିରାକୁ ଦେଖାଯାଏ ।

detections's Usage Examples:

The ELISA based methods allows for the detections of anti-KFDV antibodies in patients typically from 5th day of onset of symptoms up to 3 months.


GIMBAL and GOFAST videos while reporting instrument detections of unknown aerial objects which the pilots were unable to identify.


services are available from fluorescent-based assays to radioisotope based detections, and competition binding assays.


Irvine provides a comparison of detections for 39 molecules observed in cold (Tk ≅10K), dark clouds, with particular.


X-ray emissions from the corona of this star have been detected using the Chandra X-ray Observatory; among the first such detections of X-rays for a G-type supergiant.


the first 3 detections, all black hole mergers.


magazine and ranks "the most popular adult top 40 as based on radio airplay detections measured by Nielsen Broadcast Data Systems.


The (illusory) percepts that can be evoked range from simple phosphenes (detections of lights in the visual field) to high-level percepts.


extended the understanding of known source classes, and provided the first detections or constraints on predicted, but not yet discovered, event populations.


confirmed extrasolar planets as well as a database of unconfirmed planet detections.


The second run, O2, which ran from 30 November 2016 to 25 August 2017, made 8 detections, 7 black hole.


A number of detections have been made towards the end of confirming the temperature dependence.


Following this first detection of near-infrared thermal emission and subsequent detections by Galileo during the next few orbits, this.



Synonyms:

perception, sensing,

Antonyms:

ground, figure, stay, lose, noninfectious,

detections's Meaning in Other Sites