<< detailing detain >>

details Meaning in Odia (Oriya). ( details ଶବ୍ଦର ଓଡିଆ ଅର୍ଥ)



ସବିଶେଷ ବିବରଣୀ,

Noun:

ସବିଶେଷ ବିବରଣୀ |,

details తెలుగు అర్థానికి ఉదాహరణ:

|ଦେବଦଳନ ରଥ-ସବିଶେଷ ବିବରଣୀ|ଦେବଦଳନ ରଥ 'ଦର୍ପଦଳନ' ବା 'ପଦ୍ମଧ୍ୱଜ' ନାମରେ ମଧ୍ୟ ପରିଚିତ ।

ଏହି ଦୁର୍ଗକୁ ନିୟନ୍ତ୍ରଣ କରିବା ପାଇଁ ବାବୁର ଏବଂ ଆକବର ଇତ୍ୟାଦିଦ୍ୱାରା କରାଯାଇଥିବା ପ୍ରୟାସର ସବିଶେଷ ବିବରଣୀ ବାବୁର୍ନାମା, ଆଇନ୍ ଆକବରୀ ଇତ୍ୟାଦିରେ ମିଳିଥାଏ ।

ସନ ୧୮୩୨ରେ ଇଂରାଜୀ ଚିକିତ୍ସକ ଥୋମାସ ହଜକିନ (Thomas Hodgkin) ପ୍ରଥମେ ଏହି ରୋଗ ବିଷୟରେ ସବିଶେଷ ବିବରଣୀ ଲିପିବଦ୍ଧ କରିଥିବାରୁ ତାଙ୍କ ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ।

|ଦେବାନୀ ଓ ଫୌଜଦାରୀ ନିୟମାବଳୀ ଓ ନ୍ୟାୟାଳୟ ବ୍ୟବସ୍ଥା|ଟ୍ରଟ୍‍ମାନ୍‍ଙ୍କ ମତରେ ଅର୍ଥଶାସ୍ତ୍ରର ତୃତୀୟ ଅଧିକରଣ ସାମାଜିକ ନ୍ୟାୟ ବ୍ୟବସ୍ଥାର ସବିଶେଷ ବିବରଣୀ ପ୍ରଦାନ କରେ ।

|ତାଳଧ୍ୱଜ ରଥ-ସବିଶେଷ ବିବରଣୀ|ତାଳଧ୍ୱଜ ରଥ ଲଙ୍ଗଳ ଧ୍ୱଜ ନାମରେ ମଧ୍ୟ ପରିଚିତ ।

ତ୍ରୟୋଦଶ ଶତାଦ୍ଦୀ ପୂର୍ବରୁ ରଚିତ ସ୍କନ୍ଧ ପୁରାଣ ଉତ୍କଳ ଖଣ୍ଡର ପୁରୁଷୋତ୍ତମ ମାହାତ୍ମ୍ୟରେ ରଥଯାତ୍ରାର ସବିଶେଷ ବିବରଣୀ ବର୍ଣ୍ଣନା ରହିଛି।

ଗ୍ରନ୍ଥ ଟୀକାର ସବିଶେଷ ବିବରଣୀ ତାଙ୍କର ଶିଷ୍ୟ ଭାସ୍କର-୧ମଙ୍କ ରଚିତ ଭାଷ୍ୟ(ସନ ୬୦୦) ଏବଂ ନୀଳକଣ୍ଠ ସୋମାୟାଜୀଙ୍କ ରଚିତ ଆର୍ଯ୍ୟଭଟୀୟ ଭାଷ୍ୟ(୧୪୬୫)ରେ ମିଳିଥାଏ।

ସନ ୧୮୭୫ରେ ପ୍ରଥମେ ଏହି ରୋଗ ବିଷୟ ଲିପିବଦ୍ଧ ହୋଇଥିଲା ଓ ସବିଶେଷ ବିବରଣୀ ସନ ୧୮୯୧ରେ ଦିଆଯିବା ପରେ ଆମିବିକ ଡିସେଣ୍ଟେରି ଓ ଆମିବିକ ଲିଭର ଆବସେସ ଆଦି ନାମ ଦିଆଯାଇଥିଲା ।

ତେବେ ଅଣୁ, ପରମାଣୁ ସହ ଜଗତର ସମ୍ପର୍କ ଏବଂ ଏହାର ଦାର୍ଶନିକ ତତ୍ତ୍ୱ ସମ୍ପର୍କରେ ସେ ତାଙ୍କର ପ୍ରଖ୍ୟାତ ଗ୍ରନ୍ଥ ବୈଶେଷିକ ସୂତ୍ରରେ ସବିଶେଷ ବିବରଣୀ ଲେଖିଯାଇଛନ୍ତି ।

ସନ ୧୮୯୬ରେ ଏହି ରୋଗ ବିଷୟରେ ସବିଶେଷ ବିବରଣୀ ଲିପିବଦ୍ଧ କରଥିବା ଫରାସୀ ଶିଶୁରୋଗ ବିଶେଷଜ୍ଞ ଆଣ୍ଟଏନ ମାର୍ଫାନଙ୍କ (Antoine Marfan)ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ।

ସନ ୧୮୮୬ରେ ରେଜିନାଲ୍ଡ ହେବର ଫିଜ (Reginald Fitz) ପ୍ରଥମେ ଏହି ରୋଗ ବିଷୟରେ ସବିଶେଷ ବିବରଣୀ ଦେଇଥିଲେ ।

|ଅନ୍ୟାନ୍ୟ ସେବକ|ରଥ ଭୋଇ :ସେବା ନଂ ୯୭ରେ ରଥ ଭୋଇ ସେବା ସମ୍ପର୍କରେ ସବିଶେଷ ବିବରଣୀ ଲିପିବଦ୍ଧ ରହିଛି।

|ନନ୍ଦିଘୋଷ ରଥ-ସବିଶେଷ ବିବରଣୀ|'ନନ୍ଦିଘୋଷ' ରଥ 'ଗରୁଡ଼ଧ୍ୱଜ' ବା 'କପିଳଧ୍ୱଜ' ନାମରେ ମଧ୍ୟ ପରିଚିତ ।

details's Usage Examples:

references to various Customs-like duties, including lastage, scavage and cornage, the details of which are unclear.


documenting the details of his experiments, collecting patient accounts, and notarizing their letters.


uk] for further details.


Preserved floor layerThe preservation of the floor layer beneath the cultural layer provides interesting details of house construction.


doctrines of the Trinity from an early date, but the details of Quranic exegeses have recently become a subject of renewed scholarly debate.


They extend to the minutest details of our lives.


universe were not common, and the gaming supplements offered details fans craved.


The user starts by filling in basic details such as their name, date of birth, and country.


Match detailsBritish Universities v Bangladeshis (10–12 May)British Universities drew with the BangladeshisThe Bangladeshis started their tour of England with an easy warm-up game against British Universities.


The JT distortion reduces the symmetry from D3h to C2v (see figure), and it depends on the details of the interactions whether the isosceles triangle has an acute or an obtuse-angled (such as Na3) minimum energy structure.


Yes, there was an outnumbered battle there which helped save Greece from the Persians, but the details have been lost.



Synonyms:

info, inside information, the skinny, information, poop, low-down, dope,

Antonyms:

front, unemotional, estimable,

details's Meaning in Other Sites