<< destructively destructor >>

destructiveness Meaning in Odia (Oriya). ( destructiveness ଶବ୍ଦର ଓଡିଆ ଅର୍ଥ)



ଭଙ୍ଗାରୁଜା, ବିନାଶକାରୀ,

Noun:

ଭଙ୍ଗାରୁଜା,

destructiveness తెలుగు అర్థానికి ఉదాహరణ:

ସେମାନଙ୍କର ଅନୁସନ୍ଧାନରୁ ଏହା ମଧ୍ୟ ସିଦ୍ଧାନ୍ତ ନିଆଯାଇଛି ଯେ ଯେଉଁମାନଙ୍କର ଭାବପ୍ରବଣତାର ଅଭାବ ରହିଛି ସେମାନେ ସାମାଜିକ ବିରୋଧୀ ଆଚରଣ (ଯେପରିକି ଡ୍ରଗ୍ ଏବଂ ମଦ୍ୟପାନ, ଶାରୀରିକ ଝଗଡ଼ାଝାଟି, ଭଙ୍ଗାରୁଜା) ପ୍ରତି ପ୍ରବୃତ୍ତ ଅଟନ୍ତି, ଯାହା ମାନସିକ ସ୍ୱାସ୍ଥ୍ୟ ଏବଂ ଚାପଗ୍ରସ୍ତ ଭାବନାକୁ ପ୍ରତିଫଳିତ କରିଥାଏ ।

ପୁଲିସ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରିବାରୁ ଭଦ୍ରକ ସହରରେ କିଛି ଦୋକାନ ଭଙ୍ଗାରୁଜା ଆରମ୍ଭ ହୋଇଥଲା ।

ସାରା ସହରରେ ଭଙ୍ଗାରୁଜା ଓ ଜଳାପୋଡା ଆରମ୍ଭ ହୋଇଯାଇଥିଲା ।

ଏହି ଦ୍ୱୟର ଏକାଧିକ ଅର୍ଥ ବାହାରିପାରେ - ପର୍ବତରୁ ଜଣେ ଦେବୀ ମୁକ୍ତ ହୋଇ ବାହାରିବା କିମ୍ବା ଚାମ୍ ଅନୁପ୍ରବେଶକାରୀଙ୍କ ଭଙ୍ଗାରୁଜା

ନାଗରେଶ୍ୱର ମନ୍ଦିରରେ ଅନେକ ଭଙ୍ଗାରୁଜା ହେଇଥିଲେ ମଧ୍ୟ ଅଦ୍ୟାବଧି ଏହାର ସୁନ୍ଦରତା ଅନେକ ପରିମାଣରେ ରହିଛି ।

ହେଲେ ସଂଗଠନରେ ବିଶୃଂଖଳା ସୃଷ୍ଟି ଓ ୧୯୯୬ରେ ନାଗଭୂଷଣଙ୍କ ଅଫିସ ଭଙ୍ଗାରୁଜା କରିବା ପରେ ସିପିଆଇ (ଏମଏଲ)ରୁ ବିତାଡିତ ହୋଇଥିଲେ ।

ତେବେ ସମାଧୀସ୍ଥଳରେ ଏତେ ପ୍ରାଚୀନ କାଳର ଭଙ୍ଗାରୁଜା ବା ଲୁଣ୍ଠନର କୌଣସି ସୂଚନା ବା ପ୍ରମାଣ ମିଳିନାହିଁ ।

ସମୟକ୍ରମେ ଏଥିରୁ କିଛି ଅଚଳ ହେବାପରେ ଲୋକେ ଏହାର ଉପକରଣ ଚୋରି କରିନେଲେ ଓ ଭଙ୍ଗାରୁଜା କରି ଅବଶେଷ ବିକ୍ରି କରିଦେଲେ ।

ଋଷ ମତ ଅନୁସାରେ ଏହି ଚଳଚ୍ଚିତ୍ର ୯୦ ଦଶକର ଚୋରି ସମ୍ବନ୍ଧ ଚଳଚ୍ଚିତ୍ର ପରି ହେବ, ଯେଉଁଥିରେ ଥାନୋସ ଭଙ୍ଗାରୁଜା କରି ଅନନ୍ତ ମଣିଗୁଡ଼ିକୁ (Infinity stones) ପ୍ରାପ୍ତ କରିବାପାଇଁ ଚେଷ୍ଟା କରିବ ଏବଂ ପ୍ରାୟ ସମସ୍ତେ ଏହି ଚଳଚ୍ଚିତ୍ରରେ ତାକୁ ଅଟକାଇବା ପାଇଁ ଚେଷ୍ଟା କରିବେ ।

|ପରିବର୍ତ୍ତିତ ରୂପ ଓ ଆକ୍ରମଣ ପରେ ପୁନରୁଦ୍ଧାର|୧୫୪୮ ମସିହା ବେଳକୁ ମୂର୍ତ୍ତିପୂଜାର ବିରୋଧ କରି ବିପ୍ଳବୀମାନେ ନୋଟ୍ରେ ଡାମ୍‍ରେ ଭଙ୍ଗାରୁଜା କରି ଅନେକ କ୍ଷୟକ୍ଷତି ପହଞ୍ଚାଇଥିଲେ ।

| ହାଡ଼ଭଙ୍ଗା |ଶରୀର ଯଦି କୌଣସିଠିଁ ଜୋରରେ ଠୋକର ଖାଏ ବା କେଉଁଠି ଉପର ଜାଗାରୁ କଚାଡି ପଡେ , ଆମ ଦେହରେ ସେତେବେଳେ ଅନେକ ପ୍ରକାରର ଭଙ୍ଗାରୁଜା ହୋଇଯାଏ ।

|ଆଶ୍ରମର ସାନ ମା’ଙ୍କୁ ଗିରଫ, ଗିରଫ ୧୨ ଜଣ ସ୍ଥାନୀୟ ଯୁବକଙ୍କୁ ଖଲାସ କରିବା, ଆଶ୍ରମ ନାମରେ ସୁର ଜବରଦଖଲ କରିଥିବା ସ୍ଥାନୀୟ ଲୋକଙ୍କ ଜମି ଓ ସରକାରୀ ଜମିକୁ ବେଦଖଲ ଆଦି ବିଭିନ୍ନ ଦାବିରେ ସ୍ଥାନୀୟ ଲୋକ ପୁଲିସ ପ୍ରହରା ସତ୍ତ୍ୱେ ଆଶ୍ରମକୁ ପଶି ଭଙ୍ଗାରୁଜା କରିଥିଲେ ।

destructiveness's Usage Examples:

the standard comparative convention of bombs and the destructiveness of explosives.


Jim meditatively compares Nature"s savagery to the far greater destructiveness of Man.


The attacks escalated in size and destructiveness through 1963, resulting in very unsettled conditions in the Tuareg-populated.


for independence, Pante Macassar was particularly affected by the destructiveness of the pro-integration militias, supported by the Indonesian army.


Swadhisthana: affection, pitilessness, feeling of all-destructiveness, delusion, disdain and suspicion.


and stereotypy, power and "toughness," destructiveness and cynicism, projectivity, and sex.


moon, and fire (53); on belief in Ohrmazd as the creator and in the destructiveness of Ahreman and belief in *stōš (the fourth morning after death), resurrection.


Deviation, 1964), aggression (Human Aggression, 1968), and destructiveness (Human Destructiveness, 1972).


According to the developer, it applied the principles of non-destructiveness and object orientation to a video editing program for the first time.


destruction, often expressed through behaviors such as aggression, repetition compulsion, and self-destructiveness.


considered to be the standard comparative convention of bombs and the destructiveness of explosives.


The irregular ria coastline and its many bays tend to amplify the destructiveness of tsunami waves which reach the shores of Sanriku, as demonstrated.



Synonyms:

injuriousness, poison, harmfulness, quality,

Antonyms:

popularity, unfaithfulness, unpleasantness, rightness, constructiveness,

destructiveness's Meaning in Other Sites