<< desecrate desecrater >>

desecrated Meaning in Odia (Oriya). ( desecrated ଶବ୍ଦର ଓଡିଆ ଅର୍ଥ)



ଅପମାନିତ, ଅଶୁଦ୍ଧ,

desecrated తెలుగు అర్థానికి ఉదాహరణ:

କିନ୍ତୁ ପରବର୍ତ୍ତୀ ସମୟରେ ସେ କେବଳ ତାଙ୍କ ପ୍ରତିଜ୍ଞାକୁ ପ୍ରତ୍ୟାଖ୍ୟାନ କରିନଥିଲେ ବରଂ ଦ୍ରୋଣଙ୍କୁ ମଧ୍ୟ ଅପମାନିତ କରିଥିଲେ ।

ହେଲେ ଦେବୀଙ୍କ କ୍ରୋଧ ଫଳରେ ଜଗନ୍ନାଥ ଓ ବଳରାମ ଦୁଇ ଭାଇ ଖାଇବାକୁ ନ ପାଇ ଦୁଆର ଦୁଆର ବୁଲି ବିବିଧ ପ୍ରକାରେ ଅପମାନିତ ହେଲେ ।

ଏଥିରେ ଭୀଷଣ ଅପମାନିତ ବୋଧ କରି ଭବାନୀ କିର୍ତ୍ତୀ ଏବଂ ମାଚିରାଜୁ ଉଭୟଙ୍କୁ ହତ୍ୟା କରିଦିଏ ।

ଏହି ରାୟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ନିରୀହମାନଙ୍କୁ ମନମୁଖୀ ଗିରଫରୁ ରକ୍ଷା କରିବା ପାଇଁ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ସଦସ୍ୟଙ୍କୁ ଅପମାନିତ କିମ୍ବା ଆହତ କରିଥିବା ଅଭିଯୋଗରେ ତୁରନ୍ତ ଗିରଫ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

କିନ୍ତୁ କାଞ୍ଚି ରାଜା ସାଲ୍ୱ ନରସିଂହ ଦେବ ଗଜପତି ପୁରୁଷୋତ୍ତମ ଦେବଙ୍କୁ ଏକ ଝାଡୁଦାର ସ‌ହ ତୁଳନା କରିବା ସ‌ହ ନିଜ ଝିଅର ବିଭା ଏକ ଛାଡ଼ୁଦାର ସ‌ହ କରିବେନି ବୋଲି କ‌ହି ଅପମାନିତ କରିବା ପରେ ପୁରୁଷୋତ୍ତମ ଦେବ କାଞ୍ଚିରାଜାଙ୍କ ବିରୋଧରେ ଯୁଦ୍ଧ ଘୋଷଣା କଲେ, କିନ୍ତୁ ପରାସ୍ତ ହୋଇ ପ୍ରତ୍ୟାବର୍ତ୍ତନ କଲେ ।

ଯେତେବେଳେ ଦ୍ରୌପଦୀ କୁରୁ ରାଜସଭାରେ ଅପମାନିତ ହୋଇଥିଲେ ଏବଂ ଦୁର୍ଯ୍ୟୋଧନଙ୍କଦ୍ୱାରା ଶାନ୍ତି କଥାବାର୍ତ୍ତା ପ୍ରତ୍ୟାଖ୍ୟାନ କରାଯାଇଥିଲା, କୃଷ୍ଣ ମଧ୍ୟ ମନେକଲେ ଅଧର୍ମ ଉପରେ ଧର୍ମର ଜୟ ନିମିତ୍ତ ଯୁଦ୍ଧ ଅବଶ୍ୟମ୍ଭାବି ।

ଅପମାନିତ ହୋଇ ସେ ଜଙ୍ଗଲକୁ ଫେରିଗଲେ ଏବଂ ନିଜ ପୁଅକୁ ସାଙ୍ଗରେ ନେଇ ଏକ ଜଙ୍ଗଲରେ ନିଜେ ବସବାସ କଲେ ।

କେବଳ ବିବାହ ଇଚ୍ଛୁକ ଥିବା ଅମ୍ବାଙ୍କୁ ଅପ‌ହରଣ ଓ ଅପମାନିତ କରିବାରୁ ଭୀଷ୍ମଙ୍କର ପତନ ଘଟିଥିଲା ।

ଅପମାନିତ ଆଉ ଲଜ୍ଜିତ ହୋଇ ଜଗନ୍ନାଥଙ୍କ ସାହାଯ୍ୟ ଭିକ୍ଷା କରିବା ପରେ ସ୍ୱୟଂ ଜଗନ୍ନାଥ ଓ ବଳଭଦ୍ର ଦୁଇ ଜଣ ଧଳା ଘୋଡ଼ା ଓ କଳା ଘୋଡ଼ାରେ ଚଢ଼ି କାଞ୍ଚି ଅଭିଯାନରେ ବାହାରିଥିଲେ ।

ଅପମାନିତା ଗଙ୍ଗା ଧରିତ୍ରୀକୁ ଧ୍ୱଂସ କରିବାକୁ ସ୍ୱର୍ଗରୁ ଖସିଲେ କିନ୍ତୁ ଶିବଙ୍କ ମଥାରେ ଥିବା ଜଟାରେ ପଡ଼ିବା ପରେ ଏକ ଛୋଟ ସ୍ରୋତ ହୋଇ ବୋହିବାକୁ ଲାଗିଲେ ।

ତାଙ୍କ ଭାଇ ଶକୁନି ଏଥିରେ ରାଗି ଯାଇଥିଲେ ଯେ ହସ୍ତିନାପୁର ସହ ଏକ ଯୁଦ୍ଧରେ ଗାନ୍ଧାର ନରେଶଙ୍କୁ ଅପମାନିତ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଶକୁନିଙ୍କର ସମସ୍ତ ଭାଇଙ୍କୁ ହତ୍ୟା କରାଯାଇଥିଲା ।

ଦୁର୍ଯ୍ୟୋଧନ କକା ବିଦୁରଙ୍କୁ ଅପମାନିତ ଅକରନ୍ତେ, ଧୃତରାଷ୍ଟ୍ର ଦୁର୍ଯ୍ୟୋଧନକୁ ଭର୍ତ୍ସନା କରିବାକୁ ଯାଉଥିଲେ, କିନ୍ତୁ ଅତୀତରେ ଜଣେ ଅନ୍ଧ ରାଜା ହୋଇପାରିବ ନାହିଁ ବୋଲି ବିଦୁର କହିଥିବା କଥା ମନେ ପକାଇ ସେ ଦୁର୍ଯୋଧନଙ୍କୁ ଭର୍ତ୍ସନା କରିବା ବଦଲରେ ତାଙ୍କୁ ମାତ୍ର ରାଜ୍ୟର ମନ୍ତ୍ରୀଙ୍କୁ ଅପମାନିତ ନ କରିବାକୁ ତାଗିଦ କରି ଛାଡିଦେଇଥିଲେ ।

desecrated's Usage Examples:

instructed that his grave be opened and desecrated with every mark of indignity.


So, in a letter I said I could not attend the ceremony (in a country) where my holiest sanctities are desecrated.


The church was closed and desecrated under the Bolshevik rule.


violent unrest in 2004, more than 35 Serbian Orthodox church buildings were desecrated, damaged or destroyed.


In the same month, several idols of Hindu gods in two temples in Madaripur Sadar Upazila which were under construction were desecrated by miscreants.


1870) was an Italian soldier turned treasure hunter, who robbed and desecrated the pyramids of Meroë.


Enraged, Empress Lü sent men to Zhao Tuo's hometown of Zhending (modern Zhengding County in Hebei Province) who killed much of Zhao's extended family and desecrated the ancestral graveyard there.


The graves of the desecrated cemetery of Monticello were relocated to Spanish Flat before the town.


The Rudra Mahalaya Temple, also known as Rudramal, is a destroyed/desecrated temple complex at Siddhpur in the Patan district of Gujarat, India.


At St Michael's, the Host was desecrated, and the pyx and ciborium carried away.


During the 1938 November pogrom it was desecrated by the Nazis and then fell until ruin.


Lalibela; the other in the land of Qoqhena, which was given a tabot from a desecrated church dedicated to Istifanos.



Synonyms:

deconsecrated, profaned, violated,

Antonyms:

consecrate, votive, sacred, consecrated,

desecrated's Meaning in Other Sites