<< descended descendents >>

descendent Meaning in Odia (Oriya). ( descendent ଶବ୍ଦର ଓଡିଆ ଅର୍ଥ)



ବଂଶଧର, ତଳକୁ, ପଡିବା,

descendent తెలుగు అర్థానికి ఉదాహరణ:

ତାଙ୍କର ବଂଶଧରମାନଙ୍କ ମଧ୍ୟରୁ ତାଙ୍କ ନାତି ବଟରାଜ ଦେବ ଗୋସ୍ୱାମୀ ଅନ୍ୟତମ ।

ଏଣୁ ସମସ୍ତ ଶ୍ରେଣୀର ଶିଳ୍ପୀ ଓ କାରିଗର ଜାତି ବିଶ୍ୱକର୍ମାଙ୍କ ବଂଶଧର ଅଟନ୍ତି ।

|| କିମ୍ବଦନ୍ତୀ |କଥିତ ଅଛି ଚକୁଳିଆ ପଣ୍ଡାମାନେ ପର୍ଶୁରାମଙ୍କ ବଂଶଧର ଏବଂ ରାମଙ୍କ ଆଭିଶାପରୁ ଭିକ୍ଷା ମାଗନ୍ତି ।

ସେ ଭାରତୀୟ ବଂଶଧର ଭାବରେ ଆମେରିକାର ଅଧିବାସୀ ।

  ଶ୍ରୀ ସହାୟ ଉଲ୍ଲେଖ କରିଛନ୍ତି ଯେ ଶିଷ୍ଟ କରଣମ ମାନେ ଉପନୟନ ସମାରୋହ ଆୟୋଜନ କରନ୍ତି ଏବଂ ନିଜକୁ ଶ୍ରୀ ଚିତ୍ରାଗୁପ୍ତଙ୍କ ବଂଶଧର ବୋଲି ବିଶ୍ୱାସ ରଖନ୍ତି।

ସେ ପଞ୍ଜାବୀ, ଗୁଜୁରାତି ଏବଂ ତୁଲୁ ବଂଶଧର

ତାଙ୍କ ମାତା ଦୂର ଇଟାଲିଆନ ବଂଶଧର ଥିଲେ, ଓ ସେ ସ୍ପେରାଞ୍ଜା ନାକମ ଛଦ୍ମ ନାମରେ ସନ ୧୮୪୮ରେ ବିପ୍ଲବୀ ଯୁବ ଆୟାରଲ୍ୟାଣ୍ଡ (Young Irelanders) ସଂସ୍ଥାର ଲୋକଙ୍କ ପାଇଁ କବିତା ଲେଖୁଥିଲେ ଓ ସେ ଆଜୀବନ ଆଇରିସ୍ ଜାତୀୟତାବାଦୀ ଥିଲେ (Irish nationalist) ।

ଜଗନ୍ନାଥ ମହାପ୍ରଭୁଙ୍କ ବଂଶଧର ରୂପେ ସାରା ରାଜ୍ୟରେ ପତି ମହାପାତ୍ରମାନେ ସମ୍ମାନିତ ହୋଇଥାନ୍ତି ।

ସମ୍ବଲପୁର ରିଜବଂଶର ସୋନପୁର, ବଲାଙ୍ଗିର ଭଳି ବିଭିନ୍ନ ସ୍ଥାନରେ ରହୁଥିବା ବଂଶଧର ରଜାବଖରି ଉପରେ ଅଧିକାର ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ତାଙ୍କ ବାପା ଯଦିଓ ଜଣେ ସ୍ୱେଡିସ ବୈଜ୍ଞାନିକ ଓଲସ ରୁଡବେକ (Olaus Rudbeck 1630–1702)ଙ୍କର ବଂଶଧର ଥିଲେ, ଏବଂ ତାଙ୍କ ପୁଅ ଇଞ୍ଜିନିୟରିଂ ଓ ବିଶେଷକରି ବିଷ୍ଫୋରକ ପଦାର୍ଥ ଉପରେ ଗବେଷଣା କରିବାକୁ ଚାହୁଁଥିଲେ, ତେଣୁ ଅତି କଞ୍ଚା ବୟସରୁ ସେ ନିଜ ବାପାଙ୍କଠାରୁ ଏ ସବୁର ମୌଳିକ ସିଦ୍ଧାନ୍ତ ଶିକ୍ଷା କରିଥିଲେ।

ସେଣ୍ଟିନେଲିମାନେ ମୃତ ବଂଶଧରଙ୍କ ମାଢ଼ିହାଡ଼ ପିନ୍ଧିବା ଦେଖାଯାଇଛି ।

|ବଂଶଧର|ପତି ମହାପାତ୍ର , ଶୂଦ୍ର ସୁଆର ଆଦି ବିଦ୍ୟାପତି ଓ ଲଳିତାଙ୍କ ବଂଶଧର ଅଟନ୍ତି ।

descendent's Usage Examples:

it, one of these being used in reference to a female descendent or consanguinity.


com/music/news/descendents-on-the-virtues-of-becoming-punk-codgers-20160617 "Descendents Played Their First Hometown Show in Almost Two Decades.


The ring, remnant of the veil present in young fructifications, is whitish, descendent, thin and fragile.


seventh place from the ascendent, the descendent, is called jamitra (diametros) in the language of the Greeks; the tenth from the ascendent, the mid-heaven,.


Modern Lingnan (descendents of Northern Nanyue) contains both Nanyue and Han Chinese elements: modern Cantonese closely resembles Middle Chinese pronunciation (the prestige language of the Tang Empire), but has retained some features of the long-extinct Nanyue language.


Along with the poultry business, the Jack and Bob Ingham also inherited Valiant Rose, which was a descendent broodmare of a champion British racehorse.


The family is a descendent family of the Habsburg family.


of the Mach kernel developed at Carnegie Mellon University, itself a descendent of 4.


Constitution of the Republic of Somaliland states: Any person who is a patrial of Somaliland who is a descendent of a person residing in Somaliland on.


The club which Matawalu used during this battle is still to this day with his descendent's the Tokatoka Navutoka in Lakeba.


28 November 2002) is an Italian professional footballer (of Nigerian descendent) who plays as a defender for Serie A club Hellas Verona.


Other descendent schools may utilise alternative structures, though all use.


This was also the similar case with Vietnamese (descendents of Southern Nanyue).



Synonyms:

descendant, child, relative, relation, scion,

Antonyms:

parent, female offspring, adult, disproportionate, ancestor,

descendent's Meaning in Other Sites