densimeters Meaning in Odia (Oriya). ( densimeters ଶବ୍ଦର ଓଡିଆ ଅର୍ଥ)
ଘନତା,
ଘନତା କିମ୍ବା ନିର୍ଦ୍ଦିଷ୍ଟ ମାଧ୍ୟାକର୍ଷଣ ନିର୍ଣ୍ଣୟ କରିବା ପାଇଁ ଏକ ମାପ ଉପକରଣ |,
People Also Search:
densitiesdensitometer
densitometers
densitometry
density
dent
dental
dental anatomy
dental appliance
dental assistant
dental care
dental caries
dental consonant
dental floss
dental hygienist
densimeters తెలుగు అర్థానికి ఉదాహరణ:
ବିଭିନ୍ନ ପ୍ରକାର ତରଳ ପଦାର୍ଥର ଘନତା ବା ସାନ୍ଦ୍ରତା ମାପ ପାଇଁ ଏକ ପ୍ରକାରର ଉପକରଣ ଲାଗିଥାଏ ।
ଭୂପୃଷ୍ଠରୁ ୧୦୦ କି.ମି. ମଧ୍ୟରେ ଅମ୍ଳଜାନ ପରମାଣୁର ଘନତା ଅତି କମ୍ ହୋଇଯାଉଥିବାରୁ ଏହି ଜ୍ୟୋତିର ପରଦା ତଳପଟକୁ ହଠାତ୍ ଫିକା ପଡ଼ିଯାଏ ।
କୋର୍ ଅଞ୍ଚଳରେ ଅଧିକ ଜୀବ ଘନତା ହେଲେ ବଫର୍ ଅଞ୍ଚଳ ଜୀବଙ୍କ ଆଶ୍ରୟସ୍ଥଳୀ ପାଲଟେ ।
ପରସ୍ପର ସହିତ ଲାଗି ରହିଥିବା ମୁଦୁମଲାଇ-ନାଗାରହୋଳେ-ୱାୟନାଡ଼୍ ଏହି ତିନି ଅଭୟାରଣ୍ୟକୁ ମିଶାଇ ଦେଖିଲେ ଏଠାରେ ବାଘଙ୍କ ଘନତା ଭାରତର ଅନ୍ୟ ସବୁ ସ୍ଥାନ ଅପେକ୍ଷା ଅଧିକ ଓ ମୁଦୁମଲାଇ ଜଙ୍ଗଲ କିଛି ମାତ୍ରାରେ ଏହି ଶ୍ରେୟର ଭାଗୀଦାର ।
ପର୍ଣ୍ଣମୋଚୀ ଅରଣ୍ୟରେ ଶିକାର ଜୀବ ବହୁଳ ସଂଖ୍ୟାରେ ରହିଥିବାରୁ ବାଘଙ୍କ ଘନତା ମଧ୍ୟ ବୃଦ୍ଧି ପାଇଛି ।
ଅନ୍ୟ ଦ୍ୱୀପମାନଙ୍କ ତୁଳନାରେ ଜନସଂଖ୍ୟାର ଘନତା ଏଠାରେ ଖୁବ୍ ଅଧିକ ।
|ଉତ୍ପ୍ରେରିତ ବୈଦ୍ୟୁତିକ କ୍ଷେତ୍ରକୁ ଭାଜ୍ୟ ଓ ବିଦ୍ୟୁତ୍ ଘନତା-ଚୁମ୍ବକୀୟ କ୍ଷେତ୍ରର ସଦିଶ ଗୁଣନ ଫଳକୁ ଭାଜକ ବିଚାର କରି ଯେଉଁ ସଂଖ୍ୟା ମିଳେ ତାହାକୁ ହଲ୍ ଗୁଣାଙ୍କ (ଈଂରାଜୀରେ Hall Co-efficient) ବୋଲି କୁହାଯାଏ ।
ଇଂରେଜ ଅଫିସର କୋବଡେନ ରାମସେଙ୍କ ରଚିତ ଫିଉଡାରି ଷ୍ଟେଟ୍ସ ଅଫ ଓଡ଼ିଶା ବହିରେ ଉଲ୍ଲେଖ ଅଛି ଯେ ତିଗିରିଆର ରାଜବଂଶର ସୁଶାସନ ଫଳରେ ଏହି ଛୋଟ ରାଜ୍ୟର ଜନସଂଖ୍ୟା ଘନତା ଅଧିକ ଥିଲା ।
ତୁର୍କୀରେ ହାରାହାରି ଜନସଂଖ୍ୟା ଘନତା ୯୭ ପ୍ରତି ବର୍ଗ କିଲୋମିଟର ।
ଅଧିକ ଘନତା ଯୋଗୁଁ କୁହୁଡ଼ି (Fog) ସାଧାରଣତଃ ଏକ କିଲୋମିଟର ବା ତହିଁରୁ କମ୍ ଦୂରରେ ଥିବା ବସ୍ତୁକୁ ଦେଖିବାରେ ବାଧା ଜନ୍ମାଇଥାଏ ।
ମନୁଷ୍ୟମାନଙ୍କ କାର୍ଯ୍ୟକଳାପ ଏମାନଙ୍କ ଗତିବିଧିରେ ସାମାନ୍ୟ ବାଧା ପହଞ୍ଚାଉଥିଲେ ମଧ୍ୟ ଶିକାର ପ୍ରାଣୀଙ୍କ ଘନତା, ଲୁଚି ରହିବା ପାଇଁ ଜଙ୍ଗଲ ଇତ୍ୟାଦି ଠାବ କରି ଜୀବନଯାପନ କରନ୍ତି; ତେଣୁ ଅତି ବିକଶିତ ଅଞ୍ଚଳରେ କଲରାପତରିଆ ବାଘ ଦେଖାଯାନ୍ତି ନାହିଁ ।
|୨୦୦୬ ମସିହା ବାଘ ଗଣନା ସମୟରେ ବାଘ, ଅନ୍ୟ ମାଂସାସୀ ଶିକାରୀ ଓ ଶିକାର ଜୀବଙ୍କ ଘନତା ନିରୂପଣ କରିବା ପାଇଁ GIS ସର୍ବେକ୍ଷଣ, କ୍ୟାମେରା ଟ୍ରାପ୍ ପରି ନୂତନ ପଦ୍ଧତିମାନ ଅବଲମ୍ବନ କରାଯାଇଥିଲା ।
| ଭୌତିକ ପ୍ରକୃତି | ଆକାର, ବସ୍ତୁତ୍ୱ ଓ ଆଭ୍ୟନ୍ତରୀଣ ଗଠନ |ବରଫମୟ ଉପଗ୍ରହ ରିଆର ଘନତା ୧.୨୩୬ ଗ୍ରାମ୍/(ସେ.ମି.)୩ ।