<< defense advanced research projects agency defense force >>

defense department Meaning in Odia (Oriya). ( defense department ଶବ୍ଦର ଓଡିଆ ଅର୍ଥ)



ପ୍ରତିରକ୍ଷା ବିଭାଗ,

Noun:

ପ୍ରତିରକ୍ଷା ମନ୍ତ୍ରଣାଳୟ,

defense department తెలుగు అర్థానికి ఉదాహరణ:

ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି ।

|କ୍ୟାବିନେଟ ମନ୍ତ୍ରୀମାନେ ସରକାରୀ ବିଭାଗର ମୁଖ୍ୟ , ଯଥା ପ୍ରତିରକ୍ଷା ବିଭାଗ ମନ୍ତ୍ରୀ ପ୍ରତିରକ୍ଷା ବିଭାଗର ମୁଖ୍ୟ | ସମସ୍ତ ମନ୍ତ୍ରୀ ମିଳିତ ଭାବରେ ସମାନ ସ୍ତରରେ କାର୍ଯ୍ୟ କରନ୍ତି ଏବଂ ସମାନ କ୍ଷମତାର ଅଧିକାରି ।

ବ୍ରହମୋସ ହେଉଛି ଭାରତୀୟ ପ୍ରତିରକ୍ଷା ବିଭାଗର ଏକମାତ୍ର କ୍ରୁଜ କ୍ଷେପଣାସ୍ତ୍ର।

| ବୃତ୍ତିଗତ ଜୀବନ|ବାଲେଶ୍ୱରରୁ ନିଜ ଶିକ୍ଷା ସମାପ୍ତକରି, କହ୍ନେଇଲାଲ ପଶ୍ଚିମବଙ୍ଗର ପାନ୍ନାଗଡ଼ଠାରେ ପ୍ରତିରକ୍ଷା ବିଭାଗରେ ଚାକିରି ଆରମ୍ଭ କରିଥିଲେ ।

ଘରୋଇ ବିଭାଗର ରାଜ୍ୟ ମନ୍ତ୍ରୀ (୧୯୮୬–୮୮), ପ୍ରତିରକ୍ଷା ବିଭାଗର ରାଜ୍ୟ ମନ୍ତ୍ରୀ (୧୯୮୮–୮୯) ଓ ମଣିପୁରର ରାଜ୍ୟପାଳ (୧୦/୦୭/୧୯୮୯ରୁ ୧୯/୦୩/୧୯୯୩) ଥିଲେ ।

|ନଭେମ୍ବର ୨୦୧୪ଠାରୁ ସେ ପ୍ରତିରକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟିର ସଭ୍ୟ, ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତ୍ତନ ମନ୍ତ୍ରଣାଳୟର କନସଲଟେଟିଭ୍ କମିଟିର ସଭ୍ୟ ରହିଆସିଛନ୍ତି ।

|ଏହି ରନ ୱେ ସମୟ ସମୟରେ ଓଡ଼ିଶା ସରକାର , କେନ୍ଦ୍ର ପ୍ରତିରକ୍ଷା ବିଭାଗ , ବେସରକାରୀ ପ୍ରତିଷ୍ଠାନମାନଙ୍କଦ୍ୱାରା ବ୍ୟବହୃତ ହେଇଥାଏ, ଏଠାରେ ରାଜ୍ୟ ସରକାର ରାଜ୍ୟର ଦ୍ୱିତୀୟ ବିମାନ ଚାଳନା ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ଖୋଲିବାର ବ୍ୟବସ୍ଥା କରୁଛନ୍ତି ।

|ସ୍ମୃତିରେ|ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗଦ୍ୱାରା "ଏଡା" ନାମକ ଏକ କମ୍ପ୍ୟୁଟର ଭାଷା ବିକାଶ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ସେ ନାସା ଓ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗର ବିମାନ ଡିଜାଇନ୍ ପାଇଁ କାର୍ଯ୍ୟ କରିଥିଲେ ।

defense department's Usage Examples:

Bush at the request of his son Jeb Bush, who later became Governor of Florida; this pardon was despite objections by the President's own defense department that Bosch was one of the most deadly terrorists working within the hemisphere.


The wife of one of the founders (Mildred Goldberger) thought the name given by the defense department, Project Sunrise, was unimaginative and suggested the group be named for a hero and his search.


After law school, Boras worked as an associate in the pharmaceutical defense department of the Chicago firm Rooks, Pitts " Poust (now Dykema Gossett), defending drug companies against class-action lawsuits.


In 1983, TCP/IP was first shown capable of supporting actual defense department applications on a Defense Communication Agency LAN testbed located.



Synonyms:

business department, payroll, personnel department, personnel, academic department, personnel office, government department, staff office, division, section, security department, payroll department, security,

Antonyms:

misconception, beginning, middle, unlisted security, listed security,

defense department's Meaning in Other Sites