<< defendable defendants >>

defendant Meaning in Odia (Oriya). ( defendant ଶବ୍ଦର ଓଡିଆ ଅର୍ଥ)



ଅଭିଯୁକ୍ତ, ପ୍ରତିପକ୍ଷ,

Noun:

ପ୍ରତିପକ୍ଷ, ଅଭିଯୁକ୍ତ, ରକ୍ଷକ, ସମର୍ଥକ,

defendant తెలుగు అర్థానికి ఉదాహరణ:

ଗ୍ରାମବାସୀଙ୍କ ବୟାନ ଅନୁସାରେ ମୁଖ୍ୟ ଅଭିଯୁକ୍ତ ଜମିଦାର ରାମଚନ୍ଦ୍ର ମଙ୍ଗରାଜକୁ ପୁଲିସ ଗିରଫ କରୁଛି।

ପୋଲିସ ହେଇଥିବା ତଥ୍ୟ ଅନୁଯାୟୀ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତମାନେ ଘଟଣା ପରେ ଉକ୍ତ ବସକୁ ଧୋଇଦେଇଥିଲେ ।

ଏହି ଘଟଣାର ପ୍ରାୟ ଦୁଇ ଦିନ ପରେ ଦିଲ୍ଲୀ ପୋଲିସ କମିଶନର ଦେଇଥିବା ତଥ୍ୟ ଅନୁସାରେ ଘଟଣାର ଚାରିଜଣ ଅଭିଯୁକ୍ତ ଧରାପଡିଥିଲେ ।

ନ୍ୟାୟାଳୟ ଡିସେମ୍ବର ୫ରେ ପରବର୍ତ୍ତୀ ଶୁଣାଣି କରି ଅଭିଯୁକ୍ତକୁ ନାବାଳକ ଘୋଷଣା କରି କିଶୋର ନ୍ୟାୟ ପରିଷଦକୁ ଏହି ମାମଲା ହସ୍ତାନ୍ତର କରିଥିଲେ ଓ ସାବାଳକ ହୋଇନଥିବାରୁ ଅଭିଯୁକ୍ତର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଏସଆଇଟି ଆବେଦନକୁ ଖାରଜ କରିଥିଲେ ।

|‎ ଅକ୍ଟୋବର ୧୭ - ୩ ଜଣଙ୍କୁ ଛାଡ଼ିଦେଲା ପୁଲିସ|‎ ଅକ୍ଟୋବର ୧୮ - ଅନ୍ୟତମ ଅଭିଯୁକ୍ତକୁ 'ଲାଇ ଡ଼ିଟେକ୍ସନ ଟେଷ୍ଟ' ପାଇଁ ନିଆଗଲା ।

ଏହାପରେ ଅକ୍ଟୋବର ୯ରେ ପ୍ରିଟୋରିଆ ସୁପ୍ରିମ କୋର୍ଟରେ ମଣ୍ଡେଲା ଓ ତାଙ୍କର ଚାରି ସହଯୋଗୀଙ୍କୁ ଅନ୍ତର୍ଘାତୀ କାର୍ଯ୍ୟ ଓ ସରକାର ବିରୁଦ୍ଧରେ ଷଡ଼ଯନ୍ତ୍ରରେ ଅଭିଯୁକ୍ତ କରାଯାଇଥିଲା ।

ପୋଲିସଦ୍ୱାରା ଅଭିଯୁକ୍ତକୁ ଚିହ୍ନଟ କରାଯାଇପାରିଲା-ସେମାନେ ହେଲେ ବସ୍ ଡ୍ରାଇଭର ରାମ ସିଂ, ତାଙ୍କ ଭାଇ ମୁକେଶ, ବିନୟ ଶର୍ମା ଏବଂ ପୱନ ଗୁପ୍ତା।

| ମାମଲାର ବିଚାର |ମାମଲାର ଗମ୍ଭୀରତା ଦୃଷ୍ଟିରୁ ଉକ୍ତ ମାମଲାର ବିଚାର ସକାଶେ ଗଠିତ ସ୍ୱତନ୍ତ୍ର ଅଦାଲତ ୧୪ ସେପ୍ଟେମ୍ବର ୨୦୧୩ ଦିନ ଚାରିଜଣ ବୟସ୍କ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ସମସ୍ତଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କଲେ ।

ଅକ୍ଟୋବରମାସରେ ପ୍ରତିପକ୍ଷ ନଭେମ୍ବର ମାସରେ ଦିଆଯାଇଥିବା ରାୟ ଉପରେ ପୁଣି ଜାତୀୟ କଂଗ୍ରେସର ନେତାମାନଙ୍କୁ ଦେଶଦ୍ରୋହରେ ଅଭିଯୁକ୍ତ କରିଥିଲେ ଯାହାକୁ ମଣ୍ଡେଲା ଓ ସାଥୀ ପ୍ରତ୍ୟାଖାନ କରିଥିଲେ ।

ଏହି ମକଦ୍ଦମାରେ ନିଜେ ଭଗବତୀ ଚରଣ, ଗୁରୁଚରଣ ପଟ୍ଟନାୟକ, ଅନନ୍ତ ପଟ୍ଟନାୟକ, ଦୁର୍ଗାଚରଣ ମହାନ୍ତି, ରାମଚନ୍ଦ୍ର ମିଶ୍ର, ବୈଦ୍ୟନାଥ ରଥ, ବନମାଳୀ ଦାସ, ବିଜୟ ଚନ୍ଦ୍ର ଦାସ ଓ ଶରତ ପଟ୍ଟନାୟକ ଅଭିଯୁକ୍ତ ହୋଇଥିଲେ ।

କ୍ରାଇମ ବ୍ରାଞ୍ଚଦ୍ୱାରା ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇନଥିବା ଅର୍ଥାତ ପ୍ରକୃତ ଦୋଷୀ ଚିହ୍ନଟ ହୋଇପାରିନଥିବା ଯୋଗୁଁ ଏହି ଘଟଣାର ତଦନ୍ତ ଭାର ଅନ୍ୟ ଏକ ଦରଖାସ୍ତ ବଳରେ ମାନ୍ୟବର ସୁପ୍ରିମ କୋର୍ଟ ଗତ ଜାନୁୟାରୀ ୨୦, ୨୦୧୫ ତାରିଖରେ ସିବିଆଇଦ୍ୱାରା ତଦନ୍ତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

ଏହି ସମୟ ମଧ୍ୟରେ ଶ୍ରୀ ଅରବିନ୍ଦ, ଭୁପେନ୍ଦ୍ରନାଥ ଦତ୍ତ ଏବଂ ବିପିନ ଚନ୍ଦ୍ର ପାଲଙ୍କ ଭଳି ବଙ୍ଗୀୟ ହିନ୍ଦୁ ଜାତୀୟତାବାଦୀମାନେ 'ଯୁଗାନ୍ତର' ଏବଂ 'ସନ୍ଧ୍ୟା' ଭଳି ପ୍ରକାଶନରେ ଭାରତରେ ବ୍ରିଟିଶ ଶାସନର ବୈଧତାକୁ ଯୁକ୍ତି କରି, ରକ୍ତକୁ ଗରମ କରିଦେଲା ଭଳି ଖବରକାଗଜରେ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ ଏବଂ ଦେଶଦ୍ରୋହ ଅଭିଯୁକ୍ତ ହୋଇଥିଲେ ।

defendant's Usage Examples:

A defendant claiming the defense is pleading "not guilty by reason of insanity" (NGRI) or "guilty but insane or mentally ill" in some jurisdictions which.


The defendant must explain why the use of letters rogatory or other judicial reciprocity tools are not sufficient and cannot replace.


Criminal defendants have the right to an attorney, but government appointed counsel is provided only in capital cases.


the world, particularly in the United States, by providing proper legal representation and raising awareness of potential abuses of defendants" rights.


The FTC complaint also alleged that the defendants made unsubstantiated or false claims for Liposan Ultra Chitosan Fat Blocker, a weight loss supplement, and Osteo-Vite, marketed to older consumers for bone-building.


In civil proceedings and criminal prosecutions under the common law, a defendant may raise a defense (or defence) in an attempt to avoid criminal or civil.


Conviction in 2006O'Carroll was convicted in 2006 of conspiring to distribute indecent photographs of children after supplying an undercover Metropolitan Police officer with a cache of child pornography obtained from his co-defendant Michael Studdert's secret vault containing 50,000 pornographic images.


vary, affirm, or discard decisions of the Court of Appeal, may order retrials, and may award costs to defendants and plaintiffs.


On December 21, 1911, Fremont Weeks, the plaintiff in error and defendant, was arrested by a police officer at the Union Station.


A search and seizure, for Taft and the majority, needed to occur physically on the defendants' premises; wiretapping did not.


[citation needed] Conviction in a trial in which a defendant is not present.


Although the defendants were found liable for trespass, conversion, and negligence, the jury awarded the artist "120,000 for only four undisclosed, unnamed works of art from over 4,000.



Synonyms:

accused, suspect, codefendant, litigant, co-defendant, litigator,

Antonyms:

litigator, believe, trust, unquestionable, plaintiff,

defendant's Meaning in Other Sites